ଚମକିବ ବଲାଙ୍ଗିର ମହାରାଣୀ ସାଗର : ସୂଚନା ଦେଲେ ପୌର ଅଧ୍ୟକ୍ଷା ଲିକା
ବଲାଙ୍ଗିର, (କେପିଏନ୍ଏସ୍) : ଚମକିବ ବଲାଙ୍ଗିର ମହାରାଣୀ ସାଗର । ଜୋର୍ସୋର୍ରେ କାମ ଚାଲିଛି । ଆଜି ପରିଦର୍ଶନରେ ଆସି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏ ସଂପର୍କରେ ସୂଚନା ଦେଇଛନ୍ତି । ତେବେ ମୌସୁମୀ ଆସିବା ପୂର୍ବରୁ କାମ ସରିଯିବ ବୋଲି ଆଶା ରଖିଛନ୍ତି ଲିକା । ମହାରାଣୀ ସାଗରର!-->…
Read More...
Read More...