Yearly Archives

2024

ଆଇଇଡି ଉଦ୍ଧାର କରି ନିଷ୍କ୍ରିୟ କଲେ ଯବାନ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପାହିରାଜୁ ପଞ୍ଚାୟତ ତିଲକାପଙ୍ଗା ଜଙ୍ଗଲରୁ ଏକ ଶକ୍ତିଶାଳୀ ଆଇଇଡି ଉଦ୍ଧାର କରି ନିଷ୍କ୍ରିୟ କଲେ ଯବାନ ବୋଲି ଖବର ମିଳିଛି । ନକ୍ସଲ ଦ୍ଵାରା ଏହି ଆଇଇଡି ଖଞ୍ଜା ଯାଇଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିଏସଏଫ ୯୯ ବାଟାଲିୟନ ଏବଂ ପୋଲିସ…
Read More...

ପଦ୍ମପୁରରେ ଘନ ଘନ ବିଜୁଳି କାଟ : ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ପଦ୍ମପୁର ଅଞ୍ଚଳ ପ୍ରବଳ ଖରା ଓ ଝାଞ୍ଜି ପବନରେ ସିଝୁଥିବା ବେଳେ ଘନ ଘନ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଜନଜୀବନ ଅତିଷ୍ଠ ହୋଇ ପଡିଛି । ଫଳରେ ଟାଟା ପାୱାର ବିରୁଦ୍ଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗୁଛି । ବରଗଡ଼ ଜିଲ୍ଲାରେ ତାପମାତ୍ରା ୪୬ ଡିଗ୍ରୀରୁ ଅଧିକ…
Read More...

୧୫୦ ଫୁଟ୍‌ ଘାଟି ତଳକୁ ଖସିଲା ବସ୍‌ : ୧୫ ଜଣ ମୃତ

ନୂଆଦିଲ୍ଲୀ : ଜମ୍ମୁକାଶ୍ମୀରର ଅଖନୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । କୁରୁକ୍ଷେତ୍ରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଘାଟି ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ, ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଶ୍ରଦ୍ଧାଳୁ ହରିୟାଣାର କୁରୁକ୍ଷେତ୍ରର ବାସିନ୍ଦା ।…
Read More...

ମହାନଦୀରେ ବୁଡ଼ି ଜଣେ ନିଖୋଜ

ବାରଙ୍ଗ : ମହାନଦୀରେ ପୁଣି ଅଘଟଣ । ଗାଧୋଇବାକୁ ଯାଇ ଜଣେ ଯୁବକ ନିଖୋଜ । ନିଖୋଜ ଯୁବକ ହେଲେ ଅନିଲ ସେଠୀ (୧୮) । ଅଶୋକ ସେଠୀଙ୍କ ପୁଅ ଅନିଲ ଆଜି ନରାଜ ଆନିକଟର ବୁଢା ବନ୍ଧ ଠାରେ ସାଙ୍ଗମାନଙ୍କ ସହିତ ଗାଧୋଉଥିଲେ । ଅଚାନକ୍‌ ସେ ବୁଡ଼ିଯାଇଥିଲେ । ବୁଡ଼ିଯିବା ପରେ ଅଗ୍ନିଶମ ବାହିନୀଙ୍କୁ…
Read More...

ଭୋଟ ଗଣତି ପାଇଁ ଅଧିକାରୀଙ୍କୁ ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ଏକକାଳୀନ ସାଧାରଣ ନିର୍ବାଚନରେ ସମସ୍ତ ଆଶାୟୀ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଗ୍ରହଣ ୨୦ ମେ'ରେ ହୋଇଥିବା ବେଳେ ଆସନ୍ତା ଜୁନ୍‌ ୪ରେ ଭୋଟ ଗଣତି ହେବ । ଏଥିପାଇଁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ତରଫରୁ ଅଧିକାରୀଙ୍କ ତାଲିମ…
Read More...

ମା’ ରାମାୟଣାମ୍ମା ଦ୍ୱିତୀୟ ସନ୍ଧ୍ୟାର ଘଟଯାତ୍ରା

ଜଗମାଲ୍ ରାଜ୍‌ଙ୍କ ଘର ଦ୍ୱାରେ ମାଆ ସାନ୍ତାଆଣୀ ରାଜଭୋଗ ସାରିଲେ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଆରାଧ୍ୟ ଦେବୀ ମା' ରାମାୟଣାମ୍ମାଙ୍କ ଦ୍ୱିତୀୟ ସନ୍ଧ୍ୟାର ଘଟଯାତ୍ରା ଏକ ନିଆରା ଅଟେ । ଆଜି ମା' ଅପରବସ୍‌ଷ୍ଟାଣ୍ଡ ଅଭିମୁଖେ ବାହାରିଛନ୍ତି । ପ୍ରକାଶ ଥାଉକି…
Read More...

ଶହେଟି ଦାଦନ ଓ ଅତି ଗରିବ ଆଦିବାସୀ ପରିବାରଙ୍କ ଜୀବନ ଜୀବିକା ନିମନ୍ତେ ଛେଳି ପାଳନ ସହାୟତା ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡା ସ୍ଥିତ ଜନମୁକ୍ତି ଅନୁଷ୍ଠାନ ଆନୁକୁଲ୍ୟରେ ତଥା ଅଜୀମ୍‌ ପ୍ରେମଜୀ ଫାଉଣ୍ଡେସନ୍‌ ସହାୟତାରେ 'ପ୍ରବାସୀ ତଥା ଆଦିବାସୀ ସମୁଦାୟର ଚିରନ୍ତନ ଜୀବିକା ବିକାଶ ଓ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରଣ' କାର୍ଯ୍ୟକ୍ରମ…
Read More...

ପୁରୀ ବାଣ ବିସ୍ଫୋରଣ ଘଟଣା : ମୃତକ ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ…

ଭୁବନେଶ୍ୱର : ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତକଙ୍କୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମୃତକ ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହା ପୂର୍ବରୁ ଗୁରୁବାର ସକାଳେ ପୁରୀ ବାଣ ବିସ୍ଫୋରଣ ଘଟଣାରେ…
Read More...

ବରଗଡ଼ ଜିଲ୍ଲା ଚାଷୀ ପୁଅ ନୂଆପଡା ଜିଲ୍ଲାରେ ଟପ୍ପର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ ର୍ବୋଡ ପରିକ୍ଷା ଫଳ ପ୍ରକାଶ ପାଇଛି । ନୂଆପଡା ଜିଲ୍ଲାର ବେଲଟୁକ୍ରି ହାଇସ୍କୁଲର ଜୟପ୍ରକାଶ ସାହୁ ମାଟ୍ରିକ ପରୀକ୍ଷା ମୋଟ ୬ ଶହରୁ ୫୫୨ ନମ୍ବର ମାର୍କ ରଖି ନୂଆପଡା ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଜୟପ୍ରକାଶ…
Read More...

ପାଗଳ ମାଙ୍କଡ଼ କାମୁଡାରେ ଚାରି ଗୁରୁତର ଆହତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ଗ୍ରାମରେ ଏକ ପାଗଳ ମାଙ୍କଡ଼ କାମୁଡାରେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ଘୋରଡ଼ିଆ ଗ୍ରାମର ନିରଞ୍ଜନ ସାହୁ, ରେଣୁବାଳା କୁଣ୍ଡୁ, ମଞ୍ଜୁଲତା ସାହୁ, ବେଙ୍ଗ ପୃଷ୍ଟି ପ୍ରମୁଖ ଗୁରୁତର ଆହତ ହୋଇ ଚିକିତ୍ସାଧୀନ…
Read More...