ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପାଇଁ ସାଇକେଲ ଶୋଭାଯାତ୍ରା
ରାଉରକେଲା, (ସସ୍ମିତା ପଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଆର୍ଥଲେଟିକ୍ ଆସୋସିଏସ୍, ସାଇକିଲିଙ୍ଗର ମିଳିତ ଆନୁକୂଲ୍ୟରେ ଆଜି ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ଲୋବାଲ ୱାର୍ମିଙ୍ଗ ଓ ଅଙ୍ଗାରକାମ୍ଳ ନିର୍ଗମନ!-->…
Read More...
Read More...