ଦୁର୍ଘଟଣାରେ ଗୁରୁତର ହଳଦୀର ଯୁବ ସମାଜସେବୀ ରୁନା ପସାୟତଙ୍କ ଅକାଳ ବିୟୋଗ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବୁର୍ଲାରେ ଚିକିତ୍ସିତ ହେଉଥିବା ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀର ଯୁବ ସମାଜସେବୀ ନାରାୟଣ ପସାୟତ (୪୨)ଙ୍କ ଗୁରୁବାର ରାତି ୧୧ଟାରେ ଅକାଳ ବିୟୋଗ ଘଟିଛି । ସର୍ଗତ ରୁନା ଗତ ମେ ୧୩ ତାରିଖ ଦିନ ୫୯ନଂ ଜାତୀୟ!-->…
Read More...
Read More...