Yearly Archives

2024

ଉପେନ୍ଦ୍ର ଦ୍ୱିବେଦୀ ନୂଆ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ : ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେଲେ ନୂଆ ସ୍ଥଳସେନା ମୁଖ୍ୟ । ସ୍ଥଳସେନାର ଉପମୁଖ୍ୟ ଥିବା ଉପେନ୍ଦ୍ର ଦ୍ୱିବେଦୀଙ୍କୁ ସରକାର ଏହି ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି । ଏବେ ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜେନେରାଲ ମନୋଜ ପାଣ୍ଡେଙ୍କ…
Read More...

ଶୀତଳ ଷଷ୍ଠୀ ଶୋଭାଯାତ୍ରାରେ କଂପିଲା ବଲାଙ୍ଗିର ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୀତଳ ଷଷ୍ଠୀ ଶୋଭାଯାତ୍ରାରେ କଂପି ଉଠିଛି ବଲାଙ୍ଗିର ସହର । ରୀତିନୀତି ପରମ୍ପରା ଅନୁସାରେ ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ସଂପନ୍ନ ପରେ ନିଜ ମନ୍ଦିରକୁ ଫେରିଛନ୍ତି ଦେବ ଦମ୍ପତ୍ତି । ଏବିଏସ୍‌ଏସ୍‌ କ୍ଲବ ଶୀତଳ ଷଷ୍ଠୀ ପୂଜା କମିଟିର ଶୋଭାଯାତ୍ରା…
Read More...

ଛତ୍ରପୁରର ମା’ ବ୍ୟାଘ୍ର ଦେବୀଙ୍କ ଯାତ୍ରା ବୁଧବାର ପାହାନ୍ତିରେ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରିଜର୍ଭ ପୋଲିସ ଲାଇନ୍‌ରେ ନବଦିନ ବ୍ୟାପୀ ବର୍ଣ୍ଣାଢ଼୍ୟ ସମ୍ଭାରରେ ପାଳିତ ହୋଇଆସିଥିବା ମା' କୁଲାଡ଼-ବ୍ୟାଘ୍ର ଦେବୀଙ୍କ ଯାତ୍ରା ମଙ୍ଗଳବାର ରାତ୍ରୀ ବୁଧବାର ପାହାନ୍ତିରେ ଉଦ୍‌ଯାପିତ ହେଇଯାଇଛି । ଗତ ୩…
Read More...

ଆବାସ ଯୋଜନା ତାଲିକାରୁ ନାଁ କଟିଯିବାରୁ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହେଲେ ହିତାଧିକାରୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଧରମବନ୍ଧା ଗ୍ରାମପଞ୍ଚାୟତ ଅଧିନ ଟିକ୍ରାପଡ଼ା ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ଏକ ଏକ ଗରିବ ପରିବାରର ନାଁ କଟିଯାଇଥିବା ଅଭିଯୋଗ ହୋଇଛି । ଏବେ ବାସଗୃହ ପାଇଁ ପରିବାର ଲୋକେ ବାରଦୁଆର ହେଉଛନ୍ତି । ଆଜି ସେହି…
Read More...

ଅଜା ଥିଲେ ମୁଖ୍ୟମନ୍ତ୍ରୀ : ଏବେ ନାତି ହେଲେ ଉପମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଜା ଥିଲେ ମୁଖ୍ୟମନ୍ତ୍ରୀ, ଏବେ ନାତି ହେଲେ ଉପମୁଖ୍ୟମନ୍ତ୍ରୀ । ସ୍ୱର୍ଗତ୍‌ ପାଟଣା ମହାରାଜା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନାତି ହେଉଛନ୍ତି ପାଟଣା ମହାରାଜା କନକବର୍ଦ୍ଧନ ସିଂହଦେଓ, ଯିଏ ଆଜି ଓଡ଼ିଶାର…
Read More...

ଟିଟିଲାଗଡରେ ଧୁମ୍‌ଧାମ୍‌ରେ ପାଳିତ ହେଲା ଶୀତଳଷଷ୍ଠୀ ଯାତ୍ରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ୨୪ତମ ଶୀତଳଷଷ୍ଠୀ ଯାତ୍ରା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ୨୪ ବର୍ଷରେ ପଦାର୍ପଣ କରିଥିବା ଏହି ଯାତ୍ରା ଆୟୋଜକ କମିଟିର ଆବାହକ ଶୁଭ୍ରାଂଶୁ ଦାସଙ୍କ ତତ୍ତ୍ଵାବଧାନରେ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଯାଇଛି । ମଙ୍ଗଳବାର ସନ୍ଧ୍ୟାରେ…
Read More...

ଅବ୍ୟବସ୍ଥା ଘେରରେ ନୃସିଂହନାଥ ପୀଠ : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ବର୍ଷ ଓଡିଶା ପ୍ରାନ୍ତରେ ବରଗଡ଼ ଜିଲ୍ଲାର ପବିତ୍ର ଗନ୍ଧମାର୍ଦ୍ଦନ କୋଳରେ ଅଛି ନୃସିଂହନାଥ ମନ୍ଦିର । ଏଠାରେ ପୂଜା ପାଉଛନ୍ତି ପ୍ରଭୁ ମାର୍ଯ୍ୟାର କେଶରୀ କେଉଁ କେତେ ଆବାହନ କାଳରୁ । ବିରାଡ଼ି ବେଶରେ ଛକି ବସିଛନ୍ତି ମୂଷିକ ଦୈତ୍ୟକୁ ମାରିବା ପାଇଁ,…
Read More...

ସସ୍ମିତା ଓ ଡ. ସୁଚିତ୍ରାଙ୍କୁ କଳିଙ୍ଗ ଗୌରବ ଶ୍ରେଷ୍ଠ ଲେଖିକା ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣାଶୁଣା କବୟିତ୍ରୀ ତଥା ସାମ୍ବାଦିକା ସସ୍ମିତା ପ୍ରଧାନ ଓ ଅଧ୍ୟାପିକା ଡ. ସୁଚିତ୍ରା ମହାନ୍ତିଙ୍କୁ ଭୁବନେଶ୍ୱର ଠାରେ ଆଇ ୱମେନ୍ସ ଅଫ୍ ସବଷ୍ଟାନ୍ସର ୧୧ତମ ସଂସ୍କରଣର କଳିଙ୍ଗ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛିଫ ଅନୁଷ୍ଠାନର ସମ୍ପାଦିକା…
Read More...

ସଚେତନ ହେମା ଅନୁଷ୍ଠାନର ମାର୍ଜିନାଲାଇଜ ଫୋକ୍‌ ଥିଏଟର ମହୋତ୍ସବ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଚେତନ ହେମା ଢୋଲବନ୍ଧ ଅନୁଷ୍ଠାନ ଦ୍ୱାରା ଆୟୋଜିତ ମାର୍ଜିନାଲାଇଜ ଫୋକ୍‌ ଥିଏଟର ମହୋତ୍ସବ କାଲିଠାରୁ ଆରମ୍ଭ ହେବ । ଦୀର୍ଘ ଚାରି ଦିନ ଧରି ହେବାକୁ ଥିବା ଗ୍ରାମୀଣ ପରିବେଶରେ ବଜରଙ୍ଗବଳି କଳା ପରିଷଦ ଦ୍ୱାରା କୀର୍ତ୍ତନ୍ୟାମୃତ, ଆନନ୍ଦ ବାଗ ଓ ସାଥି…
Read More...

ଆଶଙ୍କାରେ ଲକ୍ଷ୍ମୀ ବସ୍ ସେବା : ବସ୍ ସେବା ସ୍ଥାୟୀ କରିବାକୁ ଗ୍ରାମାଞ୍ଚଳବାସୀଙ୍କ ଦାବି

ବରଗଡ଼, (ନିରୋଜ କୁମାର ପାଣୀ) : ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳ ଲୋକଙ୍କୁ ପରିବହନ ସୁବିଧା ଦେବା ନିମନ୍ତେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହୋଇଥିଲା । ମାତ୍ର ପାଞ୍ଚ ଟଙ୍କାରେ ଗ୍ରାମାଞ୍ଚଳରୁ ବ୍ଲକ ସଦର ମହକୁମାକୁ ଲୋକେ ଯାତାୟାତ କରି ପାରୁଥିଲେ । ଓଡିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ…
Read More...