Yearly Archives

2024

ଆର୍ଜିପଲ୍ଲୀର ଯୁବକ ସମୁଦ୍ରରେ ବୁଡ଼ି ନିଖୋଜ : ଉଦ୍ଧାର କାର୍ଯ୍ୟ ଜାରି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ଆର୍ଜିପଲ୍ଲୀ ସମୁଦ୍ରରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ନିଖୋଜ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ୨୨ବର୍ଷୀୟ ଯୁବକ ହେମନସେନ ବେହେରା ବୋଲି କୁହାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ପୋଲିସ ପହଞ୍ଚି ଉଦ୍ଧାର…
Read More...

ମାମୁଁ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା

ମୟୂରଭଂଜ : ମାମୁଁ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା । ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ହାଣ୍ଡିଫୁଟା ଗ୍ରାମରେ ଘଟିଛି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ । ମାମୁ ପୁଅକୁ ଜଣେ ଯୁବକ ହତ୍ୟା କରିଛି । ମୃତ ବ୍ୟକ୍ତିଙ୍କ ନାମ ନୀଳାଞ୍ଚଳ ମୁନା (୩୫) ବୋଲି ଜଣାପଡ଼ିଛି । ଅଭିଯୁକ୍ତଙ୍କ ନାମ ପରମିଲ…
Read More...

ନୂତନ ଏନ୍‌ଏସି ଓ ମ୍ୟୁନିସିପାଲିଟି ଘୋଷଣା ପ୍ରସଙ୍ଗ

ଚୁଡାନ୍ତ ବିଜ୍ଞପ୍ତି ପରେ ଗଠନ ହେବ ଏନ୍‌ଏସି ଓ ମ୍ୟୁନିସିପାଲିଟିପୂର୍ବ ସରକାର ଭୁଆଁ ବୁଲାଇଥିଲେ – ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୫୭ଟି ନୂତନ ଏନ୍‌ଏସି ଓ ୬ଟି ମ୍ୟୁନିସିପାଲିଟି ଗଠନ କରିବା ପାଇଁ ଘୋଷଣା କରିଥିଲେ ବୋଲି…
Read More...

ପରିବାର ପରିବାର ମଧ୍ୟରେ ମିଳି ମିଶି ସୁସମ୍ପର୍କ ରଖି ଦୁଃଖ ସୁଖରେ ସାହାଯ୍ୟ କଲେ ମଣିଷ ଜୀବନ ସୁଖରେ କଟି ଥାଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜର୍ଜଗଡ଼ ଏକ ଛୋଟିଆ ଗାଁ ଟିଏ । ଗାଁଟି ଗନ୍ଧମାର୍ଦ୍ଦନ ପର୍ବତର ଅନତି ଦୂରରେ ଅବସ୍ଥିତ । ଏହି ଗାଁରେ ବସବାସ କରୁଥିବା ଲୋକେ ଅତି ସରଳ ଅଟନ୍ତି । ଗାଁରେ ଫାୟାର ଅଫିସ, କୃଷି ଅଫିସ, ତହସିଲ ଅଫିସ, ଆର୍‌ଡି ଅଫିସ, ଟେଲିଫୋନ୍‌ ଅଫିସ,…
Read More...

ହାଇୱା ଓ ବାଇକ୍‌ ମୁହାଁମୁହିିଁ ଧକ୍କା : ଜଣେ ମୃତ, ଦୁଇ ଆହତ

କୋରାପୁଟ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ସଦର ମିନିଷ୍ଟାଡିୟମ୍‌ ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥରେ ହାଇୱା ଓ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି । ଏଥିରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ୍‌ରେ ବସି ଥିବା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ…
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ରେନ୍‌ବୋ ସ୍ୱାଭିମାନ ପଦଯାତ୍ରା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ରେନ୍‌ବୋ ସ୍ୱାଭିମାନ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଏହି ପଦଯାତ୍ରାରେ ଶତାଧିକ ଟ୍ରାନ୍ସଜେଣ୍ଡର୍‌ ସାମିଲ୍‌ ହୋଇଥିବା ଦେଖିବାକୁ ମିଳିଛି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏହି ପଦଯାତ୍ରା ଆରମ୍ଭ…
Read More...

ସଲଡିହି ଗାଁରେ ହାତୀ ଆକ୍ରମଣରେ ତିନି ମୃତ ଘଟଣା : ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଲେ ବିଜେପି ନେତା ଗୋବର୍ଦ୍ଧନ ଭୁଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଗୋଠୁଗୁଡା ଗ୍ରାମପଞ୍ଚାୟତ ସଲଡ଼ିହି ଗ୍ରାମ ସ୍କୁଲ ପଡାର ବିପିନ ବରିହାଙ୍କ ସ୍ତ୍ରୀ ଏବଂ ଝିଅ ଓ ପୁଅ ଗତ ୧୭ ତାରିଖ ସୋମବାର ଦିନ ମଧ୍ୟ ରାତ୍ରୀରେ ହାତୀ ଆକ୍ରମଣରେ ଦୁଃଖଦ ମୃତ୍ୟୁ ଘଟଣା ଘଟିଥିବା ବେଳେ ନିଜେ ବିପିନ ବରିହା…
Read More...

ସିନ୍ଦୁର ପାଇଁ ପ୍ରେମିକଙ୍କ ଦାଣ୍ଡ ଦୁଆରେ ପ୍ରେମିକା : ନିଷ୍ଠୁର ପ୍ରେମିକର ବ୍ୟବହାରରେ ଅତିଷ୍ଟ ହୋଇ ଥାନାର ଦ୍ୱାରସ୍ଥ…

ପାଟଣାଗଡ଼, (ଅଶୋକ କୁମାର ବାଗ) : ସିନ୍ଦୂର ପାଇଁ ଦାଣ୍ଡ ଦୁଆରେ ପ୍ରେମିକା । ପ୍ରେମିକା ଜଣକ ପ୍ରେମିକଙ୍କ ପରିବାର ଲୋକ ଗ୍ରହଣ କରିବେ ବୋଲି ଦାଣ୍ଡ ଦୁଆରେ ଧାରଣାରେ ବସିଥିଲେ ଏବଂ ବୋହୂର ସ୍ୱୀକୃତି ପାଇଁ ଗୁହାରୀ କରିଥିଲେ କିନ୍ତୁ ନିଷ୍ଠୁର ପ୍ରେମିକ ମାଡ ମାରି ତଡି ଦେଇଥିଲେ…
Read More...

ଟିଟିଲାଗଡ ରେଳ ଓଭର୍‌ ବ୍ରିଜ୍‌ ପାଲଟିଛି କୁକୁରଙ୍କ ଝାଡା ଫେରିବା ସ୍ଥାନ : ଦୂଷିତ ହେଉଛି ପରିବେଶ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ରେଳ ଓଭର୍‌ ବ୍ରିଜ୍‌ ଏବେ ସହରର ଏକ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଖାସ କରି ସକାଳ ଏବଂ ସନ୍ଧ୍ୟାରେ ସହରର ବହୁତ ଲୋକ ଏଠାକୁ ପ୍ରାନ୍ତ ଓ ସନ୍ଧ୍ୟା ଭ୍ରମଣରେ ଆସିଥାନ୍ତି । ବହୁତ ଲୋକଙ୍କ ଜନ୍ମ ଦିନ କେକ କଟା, ବାହାରୁ ଆସୁଥିବା…
Read More...

ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ଵାଗତ ସମାରୋହ ସଭା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଆଦିବାସୀ ସଂଘ ପକ୍ଷରୁ ନବନିର୍ବାଚିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ଵାଗତ ସମାରୋହ ସଭା ଅନୁଷ୍ଠିତ ହୋଇଯାଇଛି । ବୁରାଟ ସ୍ଥିତ ସେବା ଜଗତ ସଭା ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତର ଯଶସ୍ୱୀ…
Read More...