Yearly Archives

2024

ପୋଲିସ କ୍ଷମତାର ଦୂରୋପଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ନୃସିଂହନାଥ ପୀଠରେ ନୀତି ଶ୍ରଦ୍ଧାଳୁଙ୍କର ବହୁ ସଂଖ୍ୟାରେ ଭିଡ଼ ଲାଗିଥାଏ । ତେବେ ଗାଡି ପାର୍କିଙ୍ଗ ପାଇଁ ମନ୍ଦିର ବାହାରୁ ପ୍ରାୟ ଗୋଟେ କିଲୋମିଟର ପୂର୍ବରୁ ଗେଟ୍‌ ବ୍ୟବସ୍ଥା ହୋଇଥିବା ବେଳେ ପାର୍କିଙ୍ଗ ସ୍ଥଳେ ଗାଡି…
Read More...

ଆଜିଠୁ ସାରା ରାଜ୍ୟରେ ପ୍ରବଳ ବର୍ଷା : ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆଗାମୀ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ମଧ୍ୟମଧରଣର ବର୍ଷା ଲାଗିରହିବ । ଆଉ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବୁଧବାର ଉପକୂଳ ଓଡ଼ିଶାରେ କାଳବୈଶାଖୀ ସହ ବର୍ଷା ହେବାକୁ ଥିବାବେଳେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର…
Read More...

ବିଶ୍ୱ ଡ୍ରଗ୍ ବା ନିଶା ଦ୍ରବ୍ୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁନ୍ ୨୬ରେ, 'ନିଶା ଦ୍ରବ୍ୟ ଅପବ୍ୟବହାର ଏବଂ ଅବାଧ କାରବାର ବିରୁଦ୍ଧରେ ଆନ୍ତର୍ଜାତୀୟ ଦିବସ' କିମ୍ବା 'ବିଶ୍ୱ ଡ୍ରଗ୍ ଡେ' ପାଳନ କରିବାକୁ, ବିଶ୍ଵ ସମୁହ ଏକତ୍ରିତ ହୁଅନ୍ତି । ୧୯୮୭ରେ ମିଳିତ ଜାତିସଂଘ ଦ୍ୱାରା ପ୍ରତିଷ୍ଠିତ ଏହି ଦିବସ,…
Read More...

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ସମ୍ବଲପୁର : ଅଜଣା ଗାଡ଼ି ଧକ୍କାରେ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି । ମୃତ କନଷ୍ଟେବଳ ଜଣକ ହେଉଛନ୍ତି ଯୁଯୁମୁରା ଅଞ୍ଚଳର ବେଣୁଧର ଗନିଖ(୨୨) । ସୂଚନା ଅନୁଯାୟୀ, ସୋମବାର ରାତିରେ ବେଣୁଧର ତାଙ୍କ ବାଇକ୍‌ରେ ଘରକୁ ଫେରୁଥିବାବେଳେ କୌଣସି ଏକ ଗାଡ଼ି ତାଙ୍କୁ ରେଙ୍ଗାଲି ନିକଟରେ ଧକ୍କା…
Read More...

ମହାନଦୀରେ ବୁଡ଼ି ଜଣେ ଯୁବକ ମୃତ

ସମ୍ବଲପୁର : ମହାନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ଠେଲକୋପଡ଼ାର ସଚିନ ନାଏକ(୪୦) । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସଚିନ ମଙ୍ଗଳବାର ଦିନ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ । ତେବେ ବାଲିବନ୍ଧା ଘାଟରେ ସେ ବୁଡ଼ି ଯାଇଥିଲେ । ସୂଚନା ପାଇ ଅଗ୍ନିଶମ…
Read More...

ଦେଶୀଲରେ ଭାଇବୋହୁଙ୍କୁ ଦେଢ଼ଶୁରଙ୍କ ଛୁରାମାଡ ଘଟଣା : ଅଭିଯୁକ୍ତ ଦେଢ଼ଶୁର ଗିରଫ, କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା ପଞ୍ଚାୟତ ଦେଶୀଲ ଗ୍ରାମରେ ଭାଇବୋହୂଙ୍କୁ ଦେଢ଼ଶୁର ଛୁରାମାଡ କରିଥିବା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଦେଢ଼ଶୁର ଶଶିକାନ୍ତ ଟାକ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ…
Read More...

ସାଂସଦ ଭାବେ ଶପଥ ଗ୍ରହଣ କଲେ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଅଷ୍ଟାଦଶ ଲୋକସଭାର ସ୍ଵତନ୍ତ୍ର ଅଧିବେଶନର ଆଜି ଦ୍ଵିତୀୟ ଦିନ । ଆଜି ଦ୍ଵିତୀୟ ଦିନରେ ଲୋକସଭାର ନବନିର୍ବାଚିତ ସାଂସଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ପ୍ରୋଟେମ ସ୍ପିକର ଭର୍ତ୍ତୃହରି ମହତାବ ବାଚସ୍ପତି ଭାବେ ଶପଥ ଗ୍ରହଣ…
Read More...

ବଜ୍ରପାତରେ ୬ ମେଣ୍ଢା ମୃତ : ପଶୁପାଳକ ଗୁରୁତର ଆହତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘଣିପୁର ପଂଚାୟତ ଗଡ଼ ବେଗୁନିଆପଡା ଗ୍ରାମର ସନାତନ ଦାସ ଆଜି ଅପରାହ୍ନରେ ମେଣ୍ଢା ଚରାଉଥିବା ସମୟରେ ବଜ୍ରପାତ ଘଟି ୬ଟି ମେଣ୍ଢାଙ୍କ ମୃତ୍ୟୁ ହେବା ସହ ନିଜେ ସନାତନ ଦାସ ଗୁରୁତର ଆହତ ହୋଇଛନ୍ତି । ପରିବାର ଲୋକେ ତାଙ୍କୁ…
Read More...

ଚଳକୀରେ ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ : ଦୁଇ ନାବାଳକଙ୍କ ସହ ୩ ଗିରଫ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଳକୀ ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଘଟଣାରେ ପୁଲିସ ତଦନ୍ତ କରି ଚଳକୀ ଗ୍ରାମର ଯୁବକ ପଦ୍ମନ ଭୋଇ(୨୧) ଓ ଦୁଇ ଜଣ ନାବାଳକ(୧୭) ଓ (୧୫)ଙ୍କ…
Read More...

ସମ୍ବଲପୁର ଆଇଆଇଏମ୍‌ରେ ପାଠ ପଢିବା ପାଇଁ ସ୍ଥାନ ପାଇଲେ ବଲାଙ୍ଗିରର ସିଏନ୍‌ସିର ଛାତ୍ରୀ ନିକି ଶର୍ମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ଆଇଆଇଏମ୍‌ରେ ପାଠ ପଢିବା ପାଇଁ ସ୍ଥାନ ପାଇଛନ୍ତି ବଲାଙ୍ଗିରର ସିଏନ୍‌ସିର ଛାତ୍ରୀ ନିକି ଶର୍ମା । ଏଥିପାଇଁ ସାରା ବଲାଙ୍ଗିର ଜିଲ୍ଲାରେ ଖୁସିର ଲହର ଖେଳି ଯିବା ସହ ଚାରି ଆଡ଼ୁ ତାଙ୍କୁ ଶୁଭେଚ୍ଛା ଜଣାଯାଉଥିବା ବେଳେ ନିକି ବଲାଙ୍ଗିରର ବାଣିଜ୍ୟ…
Read More...