Yearly Archives

2024

ବ୍ୟବସାୟୀଙ୍କ ଘରୁ ଲୁଟିନେଲେ ସୁନା ଓ ଟଙ୍କା

ପାଟଣାଗଡ଼, (ଅଶୋକ ବାଗ) : ରାଜ୍ୟ ରାଜନିତୀର ଚର୍ଚ୍ଚିତ ସହର ପାଟଣାଗଡ଼ରେ ପୁଣି ଦୂର୍ବୁତ୍ତଙ୍କ ଲୁଟ୍‌ର ଶିକାର ହୋଇଛନ୍ତି ବ୍ୟବସାୟୀ । ପାଟଣାଗଡ଼ ସାଲେପାଲି ପଞ୍ଚାୟତ ରହେନମାଲ ଠାରେ କପଡ଼ା ବ୍ୟବସାୟୀଙ୍କ ଘରୁ କେମିକାଲ ସ୍ପ୍ରେ କରି ୯ ଭରି ସୁନା ଓ ୩ ଲକ୍ଷ ଟଙ୍କା ଲୁଟି ନେଇ ଫେରାର…
Read More...

ବାପାଙ୍କୁ ଛୁରୀ ଭୁସି ହତ୍ୟା କଲା ପୁଅ

ମଞ୍ଚେଶ୍ୱର : ସମ୍ଭ୍ରାନ୍ତ ପରିବାରରେ ଅଭାବନୀୟ ଘଟଣା । ନାଲକୋର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ବାପାଙ୍କୁ ଛୁରୀ ଭୁସି ହତ୍ୟା କଲା ପୁଅ । ମଞ୍ଚେଶ୍ୱର ଥାନା ରଙ୍ଗମାଟିଆର୍‌ ଡିଏଚ୍‌ପିଏଲ୍ ନାମକ ଏକ ଆପାର୍ଟମେଣ୍ଟରେ ଏହି ହତ୍ୟାକାଣ୍ଡ ଘଟିଛି । କୌଣସି କାରଣରୁ ବାପା ପୁଅଙ୍କ ମଧ୍ୟରେ…
Read More...

ପଦ୍ମପୁର ପିଏଚ୍‌ଡି ଜଳ ଯୋଗାଣର ଦୟନୀୟ ପରିସ୍ଥିତି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ଦୁଇ ନମ୍ବର ୱାର୍ଡର ଭେଉଁରିଆ ଯିବା ରାସ୍ତାରେ ପାନୀୟ ଜଳ ଯୋଗାଣର ଦୟନୀୟ ଅବସ୍ଥା ଦେଖିବାକୁ ମିଳୁଛି । ମାଟି ତଳେ ଯାଇଥିବା ପାଣି ପାଇପ ଲାଇନ ଫାଟି ରାସ୍ତା ସାରା ପାଣି ମାଡି ଯାଉଛି ଯାହା ଫଳରେ ଜଣ୍ଡିସ୍‌ ଭଳି ରୋଗ ହେବାର…
Read More...

ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୂଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସଚିବାଳୟ ପ୍ରକୋଷ୍ଠରେ ରାଜ୍ୟ ପଞ୍ଚାୟତିରାଜ ପାନୀୟ ଜଳ ଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ବିଜେପି ପଦ୍ମପୁର ବିଧାନସଭା ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୂଏ ସାକ୍ଷାତ କରି ପଦ୍ମପୁର ବିଧାନସଭା ପଦ୍ମପୁର, ପାଇକମାଲ ଓ…
Read More...

ଭାରସାମ୍ୟ ହରାଇ ଦୁଇ ଟ୍ରକ୍‌ ମୁହାଁମୁହିିଁ

ରେଢ଼ାଖୋଲ : ଜାତୀୟ ରାଜପଥ-୫୫ର ବେଲଡିହି ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ଏଠାରେ କଟକରୁ ସମ୍ବଲପୁର ଅଭିମୁଖେ ଆସୁଥିବା ଏକ ଟ୍ରକ୍‌ (ସିଜି-୦୪ଏଚଡବ୍ଲୁ ୪୦୧୭) ରାସ୍ତାକଡ଼ରେ ଠିଆ ହୋଇଥିବା ଅନ୍ୟ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା । ଆଜି ଭୋର୍‌ ସମୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା…
Read More...

୫୬ ବୃକ୍ଷରୋପଣ କରି ସମାଜକୁ ସଚେତନତା ବାର୍ତ୍ତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବୃକ୍ଷ ହିଁ ଜୀବନ ଦିନକୁ ଦିନ ତାପମାତ୍ରା ବୃଦ୍ଧି ଆଗାମୀ ଦିନରେ ବୃକ୍ଷ ବିନା ଜୀବଜଗତ ପାଇଁ ବିପଦର ସଂକେତ ଦେଉଛି । ଅନେକ ସ୍ଥାନରେ ପୂର୍ବରୁ ଲାଗିଥିବା ଗଛ ଗୁଡିକ କାଟାଯାଇ ନୂତନ ଗୃହ ଓ କଳ କାରଖାନା ନିର୍ମାଣ କରାଯାଇ । ଫଳରେ ବର୍ଷାଭାବ ଦେଖାଯିବା ସହ…
Read More...

ଗଞ୍ଜାମ ଥାନା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିକାରୀ ସୁମିତ୍ରା ପାତ୍ରଙ୍କ ସଭାପତିତ୍ୱରେ ଗଞ୍ଜାମ ପୋଲିସ ପକ୍ଷରୁ ନୂତନ ଅପରାଧିକ ୨୦୨୩ କାର୍ଯ୍ୟକାରୀତା ନେଇ ଜନ ସଚେତନତା କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ନ୍ୟାୟ ସଂହିତା,…
Read More...

ମାୟାବର୍ହା ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଗଛ ଆମର ଦେବତା, ଗଛ ଜନ ଓ ଜଙ୍ଗଳରେ ଜୀବନ ସଂଚାରଣ କରିଥାଏ ଓ ଉତ୍ତମ ପରିବେଶ ଯୋଗଇଥାଏ ବୋଲି ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ…
Read More...

ଶିକ୍ଷକ କିଶୋର ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରିନବଚନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗତ ମେ' ମାସ ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ କିଶୋର ମିଶ୍ର । ଆଜି ବିଦ୍ୟାଲୟରେ ସ୍କୁଲ ପରିଚାଳନା କମିଟି ଓ ଶିକ୍ଷକ, ଶିକ୍ଷୟିତ୍ରୀ ଓ…
Read More...

ଦାଦନ ଶ୍ରମିକଙ୍କୁ ସର୍ଦ୍ଦାର ସହ ୪ ଦଲାଲଙ୍କ ନିସ୍ତୁକ ମାଡ, ୨ ଗିରଫ, ୨ ଏବେବି ଫେରାର

୮୦ହଜାର ଟଙ୍କା ଵଏନା ନେଇ ଦାଦନ ନ ଯିବା ମହଙ୍ଗା ପଡିଲାଥାନାରେ ପ୍ରଥମ ବିଏନ୍‌ଏସ୍‌ ମାମଲା ରୁଜ୍ଜୁ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ପଞ୍ଚାୟତ ଝାରଖମାର ଗ୍ରାମର ତ୍ରିନାଥ ଭୋଇ(୩୫)ନାମକ ଜଣେ ଦାଦନ ଶ୍ରମିକଙ୍କୁ ଜଣେ ସର୍ଦ୍ଦାରଠାରୁ…
Read More...