Yearly Archives

2024

ଛତ୍ରପୁରରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ବିଜେପି ଲିଗାଲ ସେଲ୍‌ର ଆବାହକ ପ୍ରଦୀପ କୁମାର ପାଢୀ ଏକ ସ୍ମାରକପତ୍ର ପ୍ରଦାନ…
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ଏନ୍‌ଏସ୍‌ଏସ୍‌ ବ୍ୟୁରୋର ଦ୍ୱିତୀୟ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ଏନ୍‌ଏସ୍‌ଏସ୍‌ ବ୍ୟୁରୋର ଦ୍ୱିତୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏନ୍‌ଏସ୍‌ଏସ୍‌ ବ୍ୟୁରୋର ଉଦ୍‌ଘାଟନ, ପ୍ରଥମ ଉପଦେଷ୍ଟା ମଣ୍ଡଳୀର ବୈଠକ, ଭିତ୍ତିଭୂମି ଉନ୍ନୟନ, ପ୍ରୋଗ୍ରାମ ଅଫିସରମାନଙ୍କ ପାଇଁ…
Read More...

ଓଏଭି ଛାତ୍ରୀ ପାଇଲେ କରାଟେ ବ୍ଲାକ୍‌ ବେଲ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଦୁଇ ଦଶନ୍ଧୀ ଧରି ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ଛାତ୍ରଛାତ୍ରୀ ତଥା ଯୁବତିମାନଙ୍କୁ କରାଟେ ଓ ଆତ୍ମ ରକ୍ଷା ତାଲିମ ପ୍ରଦାନ କରିଆସୁଛି ଏହି କରାଟେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା କୋଚ ହେଉଛନ୍ତି ବ୍ଲାକ୍‌ ବେଲ୍ଟ ୫ମ ଡାନ୍‌ ଆନ୍ତର୍ଜାତୀୟ…
Read More...

ଘଞ୍ଚଜଙ୍ଗଲ ପାହାଡ଼ ଉପରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା

ଆତ୍ମହତ୍ୟା ପାଇଁ କାନ୍ଧର ଗାମୁଛା ସାଜିଲା ହତିଆର ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଡୁଡକିପଦର ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରପାହାଡ଼ ଉପରେ ଜଣେ ବ୍ୟକ୍ତି ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଭଳି ଏକ…
Read More...

ଡୁଙ୍ଗୁରୀଗୁଡ଼ା ଗ୍ରାମରୁ ଜଣେ ଯୁବତୀଙ୍କ ସହ ଅନ୍ୟ ଜଣେ ନାବାଳିକା ୫ଦିନ ହେଲା ନିଖୋଜ : ଥାନାରେ ମାମଲା ରୁଜ୍ଜୁ,…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତ ଡୁଙ୍ଗୁରୀଗୁଡା ଗ୍ରାମରୁ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ସହ ଅନ୍ୟ ଜଣେ ୧୪ ବର୍ଷୀୟା ନାବାଳିକା ଗତ ୫ ଦିନ ଧରି ଏକ ସଙ୍ଗେ ନିଖୋଜ ହୋଇଯାଇଥିବା ନେଇ ଉଭୟ ପରିବାର ଲୋକଙ୍କ ପକ୍ଷରୁ ଅଲଗା ଅଲଗା…
Read More...

ଧଣ୍ଡାମୁଣ୍ଡା ଠାରେ ୭୫ତମ ବନ ମହୋତ୍ସବର ଚତୁର୍ଥ ଦିନ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଚାଣକ୍ୟ ନୀତି ଶାସ୍ତ୍ରରେ କହିଛନ୍ତି- ‘ଦଶ ପୁତ୍ରୋ ସମ ଦ୍ରୁମ’ । ଅର୍ଥାତ୍‌ ଦଶଟି ପୁତ୍ର ଜନ୍ମ ଦେବା ଅପେକ୍ଷା ଗୋଟିଏ ବୃକ୍ଷରୋପଣ କରି ତାକୁ ବଞ୍ଚାଇବା ଶ୍ରେୟସ୍କର । ଗୋଟିଏ ବୃକ୍ଷ ତାର ଜୀବନକାଳ ଭିତରେ ବିଶେଷ କରି ମନୁଷ୍ୟକୁ ଅନେକ ସାହାଯ୍ୟ କରେ ।…
Read More...

କନ୍ଦାଜୁରିରେ ଆନ୍ତଃଜିଲ୍ଲା ପଥର ମାଫିଆଙ୍କ ରାଜୁତି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚାଲିଛି ପଥର ମାଫିଆଙ୍କ ରାଜୁତି । ପ୍ରଶାସନିକ ନୀତିନିୟମ ଓ ସମସ୍ତ କଟକଣାକୁ ଫୁ' କରି ବେଆଇନ ଭାବେ ଆନ୍ତଃଜିଲ୍ଲା ମାଫିଆ ମାନେ ପଥର ଉତ୍ତୋଳନ କରି ବାହାରକୁ ଚାଲାଣ କରୁଛନ୍ତି । ଲୋଇସିଂହା ତହସିଲ ଅନ୍ତର୍ଗତ କନ୍ଦାଜୁରି ରାଜସ୍ୱ ଗ୍ରାମରୁ ଏଭଳି ଅଭିଯୋଗ…
Read More...

ହଳଦୀ କ୍ଲଷ୍ଟର ପକ୍ଷରୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମନ ପ୍ରଧାନୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ କ୍ଲଷ୍ଟର ପକ୍ଷରୁ ଅବସର ଗ୍ରହଣ କରିଥିବା ପତ୍ରାପାଲି(ଖ) ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମନ ପ୍ରଧାନୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଖେରଟ ପ୍ରାଥମିକ ବିଦ୍ୟାଳୟ…
Read More...

ବରଗଡ ଅଗ୍ରସେନ ଛକ ଠାରେ ରାସ୍ତାରୋକ ଆନ୍ଦୋଳନ

ବରଗଡ, (ନିରୋଜ କୁମାର ପାଣୀ) : ଦୀର୍ଘ ସମୟରୁ ଗୁରୁତର ଅବସ୍ଥାରେ ପଡ଼ିରହିଥିବା ଏକ ଗାଇର ଚିକିତ୍ସା ଓ ଥଇଥାନ ପାଇଁ ଦିନ ତମାମ ସ୍ଥାନୀୟ ଲୋକେ ବରଗଡ଼ ପୌର ପରିଷଦକୁ ଯୋଜଯୋଗ କରି ହଇରାଣ ହୋଇ ଯାଇଥିଲେ ମାତ୍ର ରାତି ୭.୩୦ଟା ପର୍ଯ୍ୟନ୍ତ କେହି ଆସିନଥିଲେ ଓଲଟା ଏବେ କିଛି କରାଯାଇପାରିବ ନାହିଁ…
Read More...

ପରିବେଶ ସୁରକ୍ଷା ପ୍ରତ୍ୟେକ ନାଗରିକର ନୈତିକ କର୍ତ୍ତବ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ପ୍ରାଙ୍ଗଣରେ ବଉଳ ଓ ନିମ୍ବ ଚାରାରୋପଣ କରାଯାଇ, ତା'ର ସୁରକ୍ଷା ଓ ଯତ୍ନ ନେବା ପାଇଁ…
Read More...