Yearly Archives

2024

ସଇଁତଲାରେ ଡେଙ୍ଗୁ ବ୍ୟାପୁଛି ଘଟଣାରେ ପ୍ରଶାସନର ଜରୁରୀକାଳୀନ ବୈଠକ : ଲୋକଙ୍କୁ ସଚେତନତା କରିବା ପାଇଁ ପରାମର୍ଶ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଡେଙ୍ଗୁ ବ୍ୟାପୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ପ୍ରଗତିବାଦୀରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ବଲାଙ୍ଗିର ଓ ସଇଁତଲା ଡାକ୍ତରୀ ଟିମ୍‌ ପହଂଚି ମହିଳା ଓ ପୁରୁଷମାନଙ୍କୁ ଜ୍ୱର ହେଉଥିବା ନେଇ…
Read More...

ଟିଟିଲାଗଡ଼ ବିଧାୟକଙ୍କ ଡେଙ୍ଗୁ ପୀଡିତା ଅଞ୍ଚଳ ପରିଦର୍ଶନ : ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ…

ସଇଁତଲା, (ପ୍ରମୋଦ ସେଲମା) : ଶନିବାର ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ସଇଁତଲା ସହରକୁ ପରିଦର୍ଶନ କରିଛନ୍ତି । ଗତ ସପ୍ତାହେ ହେଲାଣି ଡେଙ୍ଗୁ ରୋଗୀ ଚିହ୍ନଟ ସଂଖ୍ୟା ୨୫ରୁ ବୃଦ୍ଧି ପାଉଥିବା ବେଳେ ଲୋକେ ଭୟଭୀତ ବାତାବରଣ ସୃଷ୍ଟି ଦେଖାଦେଇଛି । ଘଟଣା ଖବର ପାଇଁ ବିଧାୟକ ଶ୍ରୀ ଜୈନ…
Read More...

ରେଡ୍‌କ୍ରସ୍‌ ତରଫରୁ ରଥଯାତ୍ରା ଉପଲକ୍ଷେ ସାମାଜିକ ସେବା ଶିବିର ଉଦ୍‌ଘାଟିତ

ପୁରୀ : ଭାରତୀୟ ରେଡ୍‌କ୍ରସ୍‌ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ତରଫରୁ ପବିତ୍ର ରଥଯାତ୍ରା ଉପଲକ୍ଷେ ସାମାଜିକ ସେବା ଶିବିର ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଠାରେ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମହାମହିମ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ଶିବିରକୁ…
Read More...

ପାଇକମାଲ ଠାରେ ବ୍ଲକସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ କୋଟି କୋଟି ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଗତ ୨୦୨୩ ମସିହାରୁ ଶୁଭ ଉଦ୍‌ଘାଟନ ହୋଇଥିଲା । ନୀତି ଆୟୋଗଙ୍କ ଦ୍ୱାରା ପରିଚାଳିତ ଏହି ଅଭିଯାନ…
Read More...

ପିସି କାରବାର ଉପରେ ଜିଲ୍ଲାପାଳଙ୍କୁ ତଦନ୍ତ କରିବାକୁ କହି ତାଗିଦ୍ କଲେ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାପାଳଙ୍କୁ ପାଇକମାଲ ବ୍ଲକରେ ହୋଇଥିବା ପିସି କାରବାର ଉପରେ ତଦନ୍ତ କରିବାକୁ ବରଗଡ଼ ଜିଲ୍ଲାପାଳଙ୍କୁ ବୈଠକର ମଞ୍ଚ ଉପରେ ଅନୁରୋଧ କରି ଉପସ୍ଥିତ ବିଡ଼ିଓ ଏବଂ ସରକାରୀ କର୍ମଚାରୀଙ୍କୁ ତାଗିଦ୍ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବରଗଡ଼…
Read More...

ବୃକ୍ଷରୋପଣ କଲେ ସରପଞ୍ଚ ସୁବାସିନୀ ନନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟ ପରିସରରେ ସରପଞ୍ଚ ଶ୍ରୀମତୀ ସୁବାସିନୀ ନନ୍ଦ ଓ ନନ୍ଦିକିଶୋର ନନ୍ଦ ବୃକ୍ଷରୋପଣ କରିଛନ୍ତି । ଏକ ସ୍ୱତନ୍ତ୍ର ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନ ତଥା ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ ।…
Read More...

କେନ୍ଦ୍ରୀୟ ଯୋଜନାର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

ଅଣଧାନ ଚାଷରେ ଏଫ୍. ପି. ଓ.ଙ୍କୁ ଅଗ୍ରାଧିକାର ଦେବାପାଇଁ ଗୁରୁତ୍ଵ ଭବାନୀପାଟଣା, (କେପିଏନ୍‌ଏସ୍‌) : ଉଭୟ ଅର୍ଥନୈତିକ ବିକାଶ ଏବଂ ରାଷ୍ଟ୍ର ନିର୍ମାଣରେ କୃଷି କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ୨୦୨୪-୨୫ ସୁଦ୍ଧା ଭାରତରେ କୃଷି ଉତ୍ପାଦର ରପ୍ତାନୀ ବୃଦ୍ଧି ଓ…
Read More...

ଝାରବନ୍ଧ କଲେଜରେ ‘ମାଁ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ 'ମାଁ ପାଇଁ ଗଛଟିଏ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହା ବିଦ୍ୟାଳୟ ଏନ୍ଏସ୍ଏସ୍‌ ୟୁନିଟ୍‌ ଓ ଯୁବ ରେଡ୍‌କ୍ରସ୍‌ ୟୁନିଟ୍‌ ଆନୁକୁଲ୍ୟରେ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରାଙ୍କ ନେତୃତ୍ୱରେ ଅନେକ ଫଳ,…
Read More...

ଜୁଏଲ୍‌ଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ଅଗ୍ରସେନ ଭବନରେ, ରାଉରକେଲା ବିଧାନସଭା କ୍ଷେତ୍ରର ଏକ ନାଗରିକ ସମ୍ବର୍ଦ୍ଧନା ଓ ମତଦାତା ଅଭିନନ୍ଦନ ସମାରୋହ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ଼ ମାଟିର ପୁଅ, ଟାଣୁଆ ଆଦିବାସୀ ନେତା…
Read More...

ବନ ମହୋତ୍ସବ ସପ୍ତାହ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ତରଫରୁ ଭଗବାନ ବିଦ୍ୟା ମନ୍ଦିର ଖୁଜେନପାଲି ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଜର୍ଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଡକ୍ଟର ପବିତ୍ର…
Read More...