Yearly Archives

2024

ସମ୍ବିଧାନ ହତ୍ୟା ଦିବସ ସେହି ଦିନକୁ ମନେ ପକାଇଦେବ ଯେତେବେଳେ ଭାରତର ସମ୍ବିଧାନକୁ ଦମନ କରି ଦିଆଯାଇଥିଲା :…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଜୁନ୍ ୨୫ ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବେ ଘୋଷଣା କରିବା ଭାରତୀୟ ସମ୍ବିଧାନକୁ ଦମନ କରାଯାଇଥିବା ସମୟକୁ ସ୍ମରଣ କରାଇବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଏକ୍ସ ଉପରେ ଏକ ପୋଷ୍ଟକୁ…
Read More...

୪୬ଟି ଟ୍ରେନରେ ୯୨ଟି ସାଧାରଣ ଶ୍ରେଶୀ କୋଚ୍ ଲଗାଯାଇଛି

ଆଉ ୨୨ଟି ଟ୍ରେନରେ ମଧ୍ୟ ଏହି ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ରହିଛି ଭୁବନେଶ୍ୱର, (ପିଆଇବି) : ଭାରତୀୟ ରେଳବାଇ ସାଧାରଣ ବର୍ଗର ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ୪୬ଟି ଗୁରୁତ୍ୱପୂର୍ଣ୍ଣ ଦୀର୍ଘ ଦୂରତା ଅତିକ୍ରମ କରୁଥିବା ଟ୍ରେନ୍‌ରେ ୯୨ଟି ନୂଆ ସାଧାରଣ ଶ୍ରେଣୀର…
Read More...

ଦୋକାନରୁ ତାଲା କାଟି କମ୍ପ୍ୟୁଟର ସାମଗ୍ରୀ ଚୋରି ଘଟଣା : ଧରାପଡିଲେ ୪ ଅଭିଯୁକ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ କିଛି ଦିନ ତଳେ କିଛି କମ୍ପୁଟର ଦୋକାନରୁ ତାଲା କାଟି କମ୍ପ୍ୟୁଟର ସାମଗ୍ରୀ ଚୋରି ହୋଇଥିବା ଘଟଣାରେ ତୁରେକେଲା ପୋଲିସକୁ ମିଳିଛି ବଡ ସଫଳତା । ସୂଚନା ଅନୁଯାୟୀ ଗତ ୯ ତାରିଖ ରାତିରେ ତୁରକେଲା ଥାନା ଅନ୍ତର୍ଗତ…
Read More...

୫୦ ହଜାର ଲାଞ୍ଚ ନେଇ ବଲାଙ୍ଗିର ଚିଫ୍‌ ସିଏସ୍‌ଓ ପ୍ରଭାକର ପାତ୍ର ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବି. ପ୍ରଭାକର ପାତ୍ର ଆଜି ଜଣେ ରାଇସ୍‌ ମିଲର୍ସଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ତାଙ୍କୁ ଗିରଫ କରି ତାଙ୍କ ବାସଭବନ, ପୈତୃକଗ୍ରାମ ସମେତ ୩ଟି ସ୍ଥାନରେ ଚଢାଉ…
Read More...

ମଦନପୁର ବିଦ୍ୟୁତ୍‌ ସବ୍ ଷ୍ଟେସନ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜୀଲ୍ଲା ମ. ରାମପୁର ବ୍ଲକ ମଦନପୁର ଟିପିଡବ୍ଲୁଓଡିଏଲ୍‌ ସବ୍ ଷ୍ଟେସନ ଠାରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରମୋସ କୁମାର ପାତ୍ର, କର୍ମଚାରୀ ସିଲୁ ସେଠ, ପାଇକ, ରାଜେନ୍ଦ୍ର ରଣା,…
Read More...

ବରଗଡ଼ ମୁଖ୍ୟ କେନାଲରୁ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମୁଖ୍ୟ କେନାଲ ବରଡୋଲ ଦେଓଗାଁ ମଧ୍ୟରେ ଥିବା ଡବଲ୍‌ ବ୍ରିଜ୍‌ ନିକଟରୁ ଆଜି ଏକ ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର ହୋଇଛି । ପାଣିରେ ଭାସି ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କଠୁ ଖବର ପାଇଁ ବରଗଡ଼ ପୋଲିସ ଓ ଅଗ୍ନିଶମ ବାହିନୀ ଆସି ମୃତ ବ୍ୟକ୍ତିଙ୍କ…
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ସମନ୍ଵିତ ସର୍ବେକ୍ଷଣ ଅଭିଯାନ ଓ ଡେଙ୍ଗୁ ନିରାକରଣ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ସମନ୍ଵିତ ସର୍ବେକ୍ଷଣ ଅଭିଯାନ ଏବଂ ଡେଙ୍ଗୁ ନିରାକରଣ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ପ୍ରତି ଶନିବାର ଜିଲ୍ଲାର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ପାଳନ…
Read More...

ଟ୍ରାକ୍ଟର ଫାଇନାନ୍ସ କରିଦେବା ନାଁରେ ଠକେଇ : ଗିରଫ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରାକ୍ଟର ଫାଇନାନ୍ସ କରାଇ ଲିଜ୍‌ରେ ନେବା ବାହାନାରେ ଲୋକଙ୍କୁ ଠକି ଟ୍ରାକ୍ଟର ନେଇ ରାଜ୍ୟ ବାହାରକୁ ପଳାଉଥିଲେ । ଶେଷରେ ବାନ୍ଧିଲା ପୁଲିସ । ଆଜି ଅପରାହ୍ନ ୩ଟା ସମୟରେ ସାମ୍ବାଦିକ ସମ୍ମିଳନୀ କରି ଏହାର ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡିପିଓ ପ୍ରଦୀପ…
Read More...

ସଂକଳ୍ପ ପରିବାର ଓ ପୋଢ଼ମୁଣ୍ଡା ଗ୍ରାମବାସୀଙ୍କ ଉଦ୍ୟମରେ ବୃକ୍ଷରୋପଣ ମହୋତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପୋଢ଼ମୁଣ୍ଡା ଗ୍ରାମରେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର, ବରଗଡ ଓ ପୋଢ଼ମୁଣ୍ଡା ଗ୍ରାମବାସୀଙ୍କର ମିଳିତ ଉଦ୍ୟମରେ ଗ୍ରାମ ପରିସରରେ ରହିଥିବା ଖାଲି ସ୍ଥାନରେ ସାମାଜିକ ବନୀକରଣ ତଥା ୭୫ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ବନଖଣ୍ଡ…
Read More...

ବିଧାୟକ ଶ୍ରୀ ତନ୍ତୀ ଡେଙ୍ଗୁ ସଂକ୍ରମିତ ଜୋନ୍‌ ବୁଲିବା ସହ ଇସ୍ପାତ ଜେନେରାଲ୍‌ ହସ୍ପିଟାଲରେ ସଂକ୍ରମିତଙ୍କୁ ଭେଟିଲେ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ରାଉରକେଲା ଇସ୍ପାତ ନଗରୀର ସେକ୍ଟର-୧୪ ଏଓବି ବ୍ଲକ୍‌ରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଉଦ୍‌ବେଗ ଜନକ ଭାବେ ବଢୁଥିବା ଖବର ପାଇ ସେହି ଅଞ୍ଚଳକୁ ଯାଇ ଘର ଘର ବୁଲି ଲୋକମାନଙ୍କ ସହ ଡେଙ୍ଗୁ ଉପରେ ସଚେତନତା ଜାଗ୍ରତ…
Read More...