Yearly Archives

2024

ଅଏଁଲାସାରି ଗାଁରେ ଜମି ପାଇଁ ଗଡ଼ିଲା ମୁଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ପାଇଁ ଗଡ଼ିଲା ମୁଣ୍ଡ । ଜମି ବିବାଦର ଏକ ଜଘନ୍ୟ ଘଟଣା ଦେଖିବାକୁ ମିଳିଛି । କାକା ପୁଅ ଭାଇର ଟାଙ୍ଗିଆ ଚୋଟରେ ଜଣେ ଭାଇର ମୃତ୍ୟୁ ଘଟିଛି ଆଜି ସକାଳ ୬ଟା ସମୟରେ । କାକାଙ୍କ ପରିବାର ଲୋକେ ହତ୍ୟା କରିଛନ୍ତି ପୁତୁରାଙ୍କୁ । ଏଭଳି ଏକ ନୃଶଂସ ଘଟଣା ଆଜି…
Read More...

ଭାରତୀୟ ଅର୍ଥବ୍ୟବସ୍ଥାର ଚମକ : ଆର୍ଥିକ ବର୍ଷ ୨୪- ୨୫ ପାଇଁ ଜିଡିପି ପୂର୍ବାନୁମାନ ୭%କୁ ବୃଦ୍ଧି କଲା ଆଇଏମ୍‌ଏଫ୍

ଅଧିକ ନିଯୁକ୍ତି, ସାମାଜିକ ନିରାପତ୍ତା ଏବଂ ସମ୍ପତ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିଥାଏ ଦ୍ରୁତ ଅଭିବୃଦ୍ଧି ନୂଆଦିଲ୍ଲୀ, (ପିଆଇବି) : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ୨୦୨୪ - ୨୫ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ୨୦ ବେସିସ୍ ପଏଣ୍ଟ ବୃଦ୍ଧି କରି ୭…
Read More...

ବସୁଧୈବ କୁଟୁମ୍ବକମ୍‌ର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ଆନୁକୁଲ୍ୟରେ ଏକ ସପ୍ତାହବ୍ୟାପୀ ବନ ମହୋତ୍ସବ କର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ବିଭିନ୍ନ ଦିବସରେ ବିଭିନ୍ନ ବିଦ୍ୟାଳୟ ଯଥାକ୍ରମେ ପ୍ରାଥମିକ ବିଦ୍ୟାଳୟ ଛେଣ୍ଡ ବସ୍ତି, ମୁନିସିପାଲ୍…
Read More...

ଗଣିତ ଉତ୍କର୍ଷ ପ୍ରଶିକ୍ଷଣ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜ ବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ମାଧ୍ୟମିକ ସ୍କୁଲ ଛାତ୍ରଛାତ୍ରୀଙ୍କର ଗଣିତ ବିଷୟରେ ଦକ୍ଷତା ବୃଦ୍ଧି ନିମନ୍ତେ ବରଗଡ ଶିକ୍ଷା ଜିଲ୍ଲା ପ୍ରାୟୋଜିତ ଏକ ଦିବସୀୟ ଗଣିତ ଉତ୍କର୍ଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ପଦ୍ମପୁର ଓକିଲ ସଂଘ ପକ୍ଷରୁ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଓକିଲ ସଂଘ ତରଫରୁ କ୍ୟାବିନେଟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓକିଲ ସଂଘ ସଭାପତି ଆନନ୍ଦ କୁମାର ପଣ୍ଡା ଏବଂ ସମ୍ପାଦକ ଚିନ୍ମୟ କୁମାର ପଣ୍ଡା…
Read More...

ବଲାଙ୍ଗିର ସହରରେ ଝଲସୁଛି ଗୀତ ଘର

ବଲାଙ୍ଗିର, (କେପିଏନ୍‌ଏସ୍‌) : କବିଙ୍କ ଚିନ୍ତା ଚେତନା ସବୁବେଳେ ନିଆରା । ଧାଡ଼ିଏ କବିତାରେ, ଗୀତରେ ଜୀବନକୁ ଜିଇଁନେବାର୍‌ ପ୍ରଗଳ୍‌ଭ ଆବେଗରେ ସଦା ଛଳ ଛଳ କବିଙ୍କ ହୃଦୟ । ଆଜି ଜଣେ ଏଭଳି କବିଙ୍କୁ ଆମେ ଭେଟିବା ଯାହାଙ୍କ କେବଳ ହୃଦୟ ନୁହେଁ, ତାଙ୍କ ଘରର କାନ୍‌ଥ ବାଡ଼ରେ ବି ଧାଡ଼ି ଧାଡ଼ି…
Read More...

ଚାକିରି ଦେବା ନାଁରେ ୧୨୫ ଜଣ ଯୁବକ ଯୁବତୀଙ୍କୁ ଠକେଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାକିରି ଦେବା ନାଁ ରେ ୧୨୫ ଜଣ ଯୁବକ ଯୁବତୀଙ୍କୁ ଠକେଇ । ବଲାଙ୍ଗିର ଜିଲ୍ଲାରେ ଏଭଳି ଏକ ବଡ ଧରଣର ଠକେଇ ଅଭିଯୋଗ ଆଜି ସାମ୍ନାକୁ ଆସିଛି । ଗ୍ୟାସ କମ୍ପାନୀରେ କାମ ଦେବାକୁ କହି ଏହି ଯୁବକ ଯୁବତୀଙ୍କ ଠାରୁ ଝûରସୁଗୁଡାର ଜଣେ ଯୁବକ ୩୭ ହଜାର ୫୦୦ ଟଙ୍କା ଠକି…
Read More...

ବଲାଙ୍ଗିର ଚାନ୍ଦ ମନ୍ଦିରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସୁନାବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସକଳ ରୂପ ଅରୁପର ଆଧାର, ବେଶ ବହୁଳ ଓ ବିଭିନ୍ନତାର ପରିପୂର୍ଣ୍ଣ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କର ପ୍ରସିଦ୍ଧ ସୁନାବେଶ ବୁଧବାର ସ୍ଥାନୀୟ ଟିକ୍ରାପଡା ଶ୍ରୀକ୍ଷେତ୍ର ଚାନ୍ଦ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଆଷାଢ ଶୁକ୍ଳ ବଡଏକାଦଶୀ ଦିନ ଅନୁଷ୍ଠିତ…
Read More...

ଖଲ୍ଲିକୋଟ ରଥଯାତ୍ରାରେ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ସ୍ୱେଚ୍ଛାସେବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ବିଭିନ୍ନ ଉଲ୍ଲେଖନୀୟ ସେବା କାର୍ଯ୍ୟ କରି ସମସ୍ତଙ୍କଠୁ ତଥା ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କଠୁ ପ୍ରଶଂସା ପାଇବା ପରେ ଛତ୍ରପୁରର ଅଗ୍ରଣୀ ସଂଗଠନ 'ସେବା ପ୍ରତିନିଧି' ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ…
Read More...

ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସିଂହଦ୍ଵାର ରଥ ଉପରେ ସୁନାବେଶରେ ଝଲସି ଉଠିଲେ ଶ୍ରୀଜୀଉ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୁନାବେଶରେ ଝଲସି ଉଠିଲେ ଶ୍ରୀଜୀଉ । ଛତ୍ରପୁର ସହରର ତାଡେପଲ୍ଲୀ ସାହି ସ୍ଥିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପରିକରୀତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ,…
Read More...