Yearly Archives

2024

ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କୁ ସମ୍ବର୍ଦ୍ଧନା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବଡକର୍ଲ୍ଲେ ହାଇସ୍କୁଲରେ ଚାକିରିରୁ ସେବା ନିବୃତ୍ତି ଯୋଗୁଁ ହିନ୍ଦୀ ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କ ଉଦ୍ଦେଶ୍ୟରେ ଅବସରାକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ…
Read More...

ବନ୍ଦ ଘରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର : ବିବାହର କିଛି ଦିନ ପରେ ବନ୍ଦ ଘରୁ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଗୋଡିପୋଖରୀ ଗାଁରେ ଘଟିଛି ଏଭଳି ଘଟଣା । ମୃତକ ବଓୂ ହେଲେ ଦୀପା ନାଏକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଜୁନ୍ ୧୮ ତାରିଖରେ ଗୋଡିପୋଖରୀ ଗାଁର ଦିଲ୍ଲୀପ ନାଏକଙ୍କୁ…
Read More...

ମାଲକାନଗିରିର ପୋଲ ଉପରେ ବନ୍ୟାପାଣି

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ମଧ୍ୟ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ବେହାଲ ହୋଇଛି ସମଗ୍ର ମାଲକାନଗିରି ଜିଲ୍ଲା । ଗତ ତିନି ଦିନ ଧରି ବର୍ଷା ଲାଗିଥଃବାରୁ ପୋଲ ଉପରେ ମଧ୍ୟ ଯାତାୟାତ ଠପ୍ ରହିଛି । ଶିରେ ବୁଡି ରହିଛି ଜିଲ୍ଲାର ମାଲକାନଗିରି ଠାରୁ ମୋଟୁ ପର୍ଯ୍ୟନ୍ତ ୩୨୬…
Read More...

ବଲାଙ୍ଗିରର ମା’ ସମଲେଶ୍ଵରୀ ମନ୍ଦିରରେ ଆଣ୍ଠୁଏ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଘୁଚାପ ଜନିତ ବର୍ଷାରେ ବଲାଙ୍ଗିର ସହରରେ ଝିପିଝିିପି ବର୍ଷା ଲାଗି ରହିଥିବା ବେଳେ ରାସ୍ତା ଉପରେ ପାଣି ଉଛୁଳୁ ଥିବା ଦେଖିବାକୁ ମିଳିଛି । ଏମିତିକି ମନ୍ଦିର ଭିତରକୁ ମଧ୍ୟ ପାଣି ପଶିଯାଇଛି । ଗତରାତି ୭ଟା ସମୟରୁ ଦୀର୍ଘ ଅଢେଇ ଘଣ୍ଟା ଧରି ବଲାଙ୍ଗିର ସହରରେ…
Read More...

ବାଇକ୍‌କୁ ଧକ୍କା ଦେଲା ଟ୍ରଲର : ୨ ମୃତ

କୁଚିଣ୍ଡା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା ଟ୍ରଲର । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଲଇଡାଗୁନ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଖବର ଅନୁଯାୟୀ, କୁଚିଣ୍ଡା ଲଇଡାଗୁନା ଛକ ନିକଟରେ ଏକ ମର୍ମନ୍ତୁଦ…
Read More...

ଗୋରୁ ବୋଝେଇ ଟ୍ରକ୍ ଜବତ

ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍ ଜବତ । ଟ୍ରକରେ ଅଛନ୍ତି ୪୦ ଗୋରୁ । ଏହି ଗୋରୁ ବୋଝେଇ ଟ୍ରକ୍‌ଟି କଟକରୁ ବେଙ୍ଗଲ ଯାଉଥିଲା । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ନିକଟ ଅଞ୍ଚଳରେ ଏହି ଟ୍ରକ୍‌ଟିକୁ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, ଏକ ଗୋରୁ ବୋଝେଇ ଟ୍ରକ୍ କଟକ ଟକରୁ ବେଙ୍ଗଲ…
Read More...

ଗାଧୋଉଥିବା ବେଳେ ନଦୀରେ ଭାସିଗଲେ ଯୁବକ

ଉଦଳା : ନଦୀରେ ଭାସିଗଲେ ଯୁବକ । ନଦୀରେ ଗାଧୋଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୀର୍ଘ ବାଟ ଧରି ନଦୀରେ ଭାସି ଭାସି ଆସିବା ପରେ ଶେଷରେ ସ୍ଥାନୀୟ ଯୁବକ ଉଦ୍ଧାର କରିଥିଲେ । ଉଦଳା କଇଁସାରି ଜାମୁଘାଟ ପୋଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଲଗାଣ ବର୍ଷା କାରଣରୁ ଦେଓ…
Read More...

୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ : ୩ ଗିରଫ

ଯଶିପୁର : ପୋଲିସକୁ ମିଳିଲା ବଡ଼ ସଫଳତା । କିଛି ଦିନ ବ୍ୟବଧାନରେ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ମାଫିଆଙ୍କୁ ଧରିଛି ପୋଲିସ । ଗଞ୍ଜେଇ ଭର୍ଭି ଗାଡ଼ି ଜବତ, ୩ ଗଞ୍ଜେଇ ମାଫିଆ ଗିରଫ । ସୂଚନ ଅନୁଯାୟୀ, ଯଶିପୁରରେ ବଢି ଚାଲିଛି ଗଞ୍ଜେଇ ଚୋରା ଚାଲାଣ । ରବିବାର ସକାଳୁ କଟକ…
Read More...

ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ଘର କାନ୍ଥ : ୨ ମୃତ

ନବରଙ୍ଗପୁର : ବଙ୍ଗୋପସାଗରରେ ଅବପାତ ଯୋଗୁଁ ଜାରି ରହିଥିବା ଲଗାଣ ବର୍ଷାରେ ଯାଇଛି ଦୁଇ ଦୁଇଟି ଜୀବନ । ଘର କାନ୍ଥ ଭୁଶୁଡି ଉଭୟେ ପ୍ରାଣ ହରାଇଛନ୍ତି ।ନବରଙ୍ଗପୁରର ଜଣେ ୪ ବର୍ଷର ଶିଶୁ ଏବଂ ଅନ୍ୟ ଜଣେ ବୃଦ୍ଧ । ବାପାଙ୍କ ସହ ଘରେ ଖେଳୁଥିବା ବେଳେ ଶିଶୁ ଉପରେ ମାଡି ବସିଥିଲା ଘର କାନ୍ଥ ।…
Read More...

୨୫ ଯାଏଁ ପ୍ରବଳ ବର୍ଷା : ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ସକ୍ରିୟ ମୌସୁମୀ ଏବଂ ଅବପାତ ପ୍ରଭାବରେ ରାଜ୍ୟରେ ୨୫ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି । ବିଶେଷକରି ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, କଳାହାଣ୍ଡି, ରାୟଗଡା ଓ ଗଜପତିରେ ମଧ୍ୟ ପ୍ରବଳ…
Read More...