Yearly Archives

2024

ବଞ୍ଚିବା ପାଇଁ ଗଛଟିଏ ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତର ଭେଲୁଆଁପଦର, ଲୁହାଖାନ, ବୁଡାମାଲ, ଗୁଠୁର୍ଲା ଓ ଖଇରପାଲି ପ୍ରଭୃତି ଗ୍ରାମରେ ବଞ୍ଚିବା ପାଇଁ ଗଛଟିଏ ଅଭିଯାନ ଆରମ୍ଭ ହୋଇଯାଇଛି । ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡର ସଂପାଦକ ପ୍ରକୃତିବନ୍ଧୁ…
Read More...

ବିବିନାରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି : ଆବାସ ଯୋଜନା ଓ ରାସନ୍‌ କାର୍ଡ ହିତାଧିକାରୀଙ୍କ ଯୋଜନାରୁ ବଞ୍ଚିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବିବିନା ଅସ୍ଥାୟୀ ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଶୁଣାଣିରେ ଗତ ୨୦୨୨-୨୩…
Read More...

ବଜେଟ୍ ଆଭିମୁଖ୍ୟ

ଡ. ବିରଞ୍ଚି ସାହୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ, ୨୦୨୪-୨୫ରେ ଆଗତ କରିଥିବା ଏକ ସମତୁଳ ବଜେଟ୍ ଯାହା କି ସମାଜର ସବୁ ସମ୍ପ୍ରଦାୟର ଲୋକଙ୍କ ପାଇଁ ଯୁଗପୋଯୋଗୀ । ଭାରତର ପୂର୍ବୋତର ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟକ ରାଶି ପ୍ରଦାନ କରିଛନ୍ତି । କୃଷକ ଦେଶର…
Read More...

ବର୍ଷାରେ ଦବିଗଲା କଲଭର୍ଟ : ନିମ୍ନମାନର କାମ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ବ୍ଲକ ହୀରାପୁର-କେଉଁଟିପାଲି ରାସ୍ତାର ଗୋପାଳପୁର ଠାରେ ମାତ୍ର ୬ ମାସ ପୂର୍ବରୁ ନିର୍ମାଣ ହୋଇଥିବା କଲଭର୍ଟ ଦବି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ…
Read More...

କେନ୍ଦ୍ର ବଜେଟ୍ ୨୦୨୪-୨୫ର ମୁଖ୍ୟାଂଶ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍‌ର ମୁଖ୍ୟାଂଶ ଗୁଡ଼ିକ ହେଲା:ଭାଗ-ଏ୨୦୨୪-୨୫ ବଜେଟ୍ ଆକଳନ:● ଋଣ ବ୍ୟତୀତ ଅନ୍ୟ ମୋଟ ଆୟ : ୩୨.୦୭ ଲକ୍ଷ କୋଟି…
Read More...

ନୂଆ ଟିକସ୍‌ ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କଲେ ସରକାର

ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦,୦୦୦ ଟଙ୍କାରୁ ୭୫,୦୦୦ ଟଙ୍କାକୁ ବୃଦ୍ଧି୧୭,୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିବେ ବେତନଭୋଗୀ ନୂଆଦିଲ୍ଲୀ, (ପିଆଇବି) : କର୍ନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ…
Read More...

ଉତ୍ପାଦକତା ବୃଦ୍ଧି ଏବଂ ଜଳବାୟୁ ସହନଶୀଳ ପ୍ରଜାତିର ବିକାଶ ପାଇଁ କୃଷି ଗବେଷଣା ବ୍ୟବସ୍ଥା ଉପରେ ଧ୍ୟାନ ପ୍ରଦାନ

ନୂତନ ୧୦୯ଟି ଉଚ୍ଚ ଉତ୍ପାଦନକାରୀ ଏବଂ ୩୨ଟି ଜଳବାୟୁ ସହନଶୀଳ ଫସଲ ପ୍ରଜାତିର ଶୁଭାରମ୍ଭ ଘୋଷଣାଆସନ୍ତା ଦୁଇ ବର୍ଷ ମଧ୍ୟରେ ୧ କୋଟି କୃଷକଙ୍କୁ ପ୍ରାକୃତିକ ଚାଷ ପାଇଁ ପ୍ରୋତ୍ସାହିତ କରାଯିବଗ୍ରାମୀଣ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଏବଂ ବୃହତ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି ନୀତିର ଲକ୍ଷ୍ୟ…
Read More...

ଗୁଡଭେଲା ବ୍ଲକ୍‌ର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ ଓ ବ୍ଲକ୍‌ସ୍ତରୀୟ ଟି. ଏଲ୍. ଏମ୍ ମେଳା ଆୟୋଜିତ

ଗୁଡଭେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ୍‌ର ଆଠଟି କ୍ଲଷ୍ଟର୍‌ର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ ହେଉଛି । ଏହା ଜୁଲାଇ ୨୨ରୁ ଆରମ୍ଭ ହୋଇ ଜୁଲାଇ ୨୮ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରଥମ ଦିବସରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି, ଦ୍ୱିତୀୟ ଦିନରେ…
Read More...

କେନ୍ଦ୍ର ବଜେଟ୍‌ ୨୦୨୪-୨୫ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା

ଖରିଫ ପାଇଁ ଡିଜିଟାଲ ଫସଲ ସର୍ଭେ, ୪୦୦ ଜିଲ୍ଲାରେ ହେବ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ବ୍ୟବହାରତୈଳବୀଜ ପାଇଁ 'ଆତ୍ମନିର୍ଭରତା' ହାସଲ ନିମନ୍ତେ ରଣନୀତି ପ୍ରସ୍ତୁତ କରାଯାଉଛିପନିପରିବା ଉତ୍ପାଦନ ପାଇଁ ବୃହତ୍ କ୍ଲଷ୍ଟର୍ ଗୁଡ଼ିକୁ ପ୍ରମୁଖ ଉପଭୋକ୍ତା କେନ୍ଦ୍ର ନିକଟରେ ବିକଶିତ…
Read More...

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ଦ୍ୱିତୀୟ ଦିବସରେ ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରେଣୁଧର ସାହୁ…
Read More...