Yearly Archives

2024

ଆଗଲପୁର ବ୍ଲକରେ ୱାର୍ଡ ସଭ୍ୟ ଓ ସଭ୍ୟା ମାନଙ୍କ ପୁନଃ ନବୀକରଣ ଏକ ଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର(ଡୁଡୁକା) ବ୍ଲକ ସମ୍ମିଳନୀ ଗ୍ରହରେ ୱାର୍ଡ ସଭ୍ୟ ଓ ସଭ୍ୟା ମାନଙ୍କ ପୁନଃ ନବୀକରଣ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଡିପିଆର୍‌ସି ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଆଗଲପୁର ବିଡିଓ କୁଲଦୀଯ ମହାନ୍ତି,…
Read More...

ନିର୍ମାଣାଧୀନ ହସ୍ପିଟାଲ୍‌ର କାନ୍ଥ ଭୁଶୁଡି ମହିଳା ମୃତ, ୯ ଗୁରୁତର ଆହତ

ନୂଆଦିଲ୍ଲୀ : ଦିଲ୍ଲୀର ଦ୍ୱାରକା ସେକ୍ଟର ୧୨ରେ ଭୁଶୁଡିଲା ନିର୍ମାଣାଧୀନ ହସ୍ପିଟାଲର କାନ୍ଥ । ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତ ମହିଳା ଜଣଙ୍କ ଉତ୍ତରପ୍ରଦେଶର ଝାନସୀର ଦେବୀ ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ,…
Read More...

ପରିବେଶ ସୁରକ୍ଷା ପ୍ରେମୀ ଅବସର ପ୍ରାପ୍ତ ଶିକ୍ଷକଙ୍କ ଉଦ୍ୟମ ହିଁ ଭବିଷ୍ୟତ ଛାତ୍ର ପିଢ଼ିଙ୍କୁ ପରିବେଶ ସୁରକ୍ଷା ପ୍ରତି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ଅବସର ପ୍ରାପ୍ତ ଆର୍ଦଶ ଶିକ୍ଷକ କାର୍ତ୍ତିକ ଦାସ ନିଷ୍ଠାର ସହ ଶିକ୍ଷକତା ଏବଂ ଛାତ୍ରବତ୍ସଲ ଭାବରେ ବେଶ୍‌ ସୁନାମ ଅର୍ଜନ କରୁଥିବା ବେଳେ ସେ ଶିକ୍ଷକତା ସମୟରେ ଯେଉଁଭଳି ଭାବରେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଢ଼ିଛନ୍ତି । ବର୍ତ୍ତମାନ…
Read More...

ବିଶ୍ୱ ଲୁଣା ଜଙ୍ଗଲ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୨୬ରେ 'ବିଶ୍ୱ ଲୁଣା ଜଙ୍ଗଲ ଦିବସ' ବା 'ଆନ୍ତର୍ଜାତୀୟ ଲୁଣା ଜଙ୍ଗଲ ଦିବସ' ପାଳନ କରାଯାଏ । ଏହାକୁ ହେନ୍ତାଳ ବା ସୁନ୍ଦରୀ ବନ ଦିବସ ବୋଲି ମଧ୍ୟ କୁହାଯାଇପାରିବ । ମେନଗୃଭ ବା ଲୁଣା ଜଙ୍ଗଲ ଉଦ୍ଭିଦ ହେଉଛି ଏକ ପ୍ରକାର ଗ୍ରୀଷ୍ମ…
Read More...

ଅଜଣା ଗାଡି ଧକ୍କାରେ ମହିଳା ଶ୍ରମିକ ମୃତ

ବଡ଼ବିଲ : ଅଜଣା ଗାଡି ଧକ୍କାରେ ମହିଳା ଶ୍ରମିକ ମୃତ । ରୁଗୁଡ଼ି ଥାନା ୫୨୦ ନଂ ଜାତୀୟ ରାଜପଥ କେନ୍ଦୁଡିହି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଗୁଆଲିଗୁଡା ସାହିର ଫୁଲବତୀ ରଣା । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ପାର୍ଶ୍ଵରେ ଶତାଧିକ ଯାନବାହନ…
Read More...

ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ସାଂସ୍କୃତିକ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଶିକ୍ଷା ସପ୍ତାହର ଚତୁର୍ଥ ଦିବସରେ ସାଂସ୍କୃତିକ ଦିବସ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧାରମଣ କେଡିଆ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର…
Read More...

ପ୍ରକୃତି ସଂରକ୍ଷଣ ପାଇଁ ବୃକ୍ଷରୋପଣର ନିହାତି ଆବଶ୍ୟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ରଘୁନାଥପୁର ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଓ ଗଞ୍ଜାମ ସାହିତ୍ୟ ଘରର ମିଳିତ ୭୫ତମ ବନ ମହୋତ୍ସବ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବାରିକ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ…
Read More...

ଓଡ଼ିଶା ପ୍ରତି କେନ୍ଦ୍ର ଆଭିମୁଖ୍ୟ ନେଇ ସଚେତନ ନାଗରିକ ମଞ୍ଚର ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବଜେଟ୍‌ରେ ଓଡ଼ିଶା ପ୍ରତି କେନ୍ଦ୍ରର ଆଭିମୁଖ୍ୟ ନେଇ ରାଉରକେଲା ସଚେତନ ନାଗରିକ ମଞ୍ଚ ଉଦ୍‌ବେଗ ପ୍ରକାଶ କରିଛି । ଏନେଇ ମଞ୍ଚ ତରଫରୁ କୁହାଯାଇଛି ଯେ, ଏନ୍‌ଡିଏର ସହଯୋଗୀ ବିହାର ରାଜ୍ୟରୁ ୧୨ ଜଣ ସାଂସଦ ମେଣ୍ଟରେ ଥିବା ବେଳେ ୨୬ ହଜାର କୋଟି ଓ…
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ଦୁଇ ବର୍ଷ ପୂରିଲା

କାର୍ଯ୍ୟକାଳର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଜଣେ ବିଦ୍ୟାଳୟ ଶିକ୍ଷକ ଭୂମିକା ଗ୍ରହଣ କଲେ ରାଷ୍ଟ୍ରପତିରାଷ୍ଟ୍ରପତି ଭବନରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ନିଜ କାର୍ଯ୍ୟକାଳର ଦୁଇ…
Read More...

ବଲାଙ୍ଗିର କରାଟେ ସ୍କୁଲର କୋଲକତା ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମବଙ୍ଗର କୋଲକତାରେ ହେବାକୁ ଥିବା ୮ତମ ଆର୍ନ୍ତଃଜାତୀୟ କରାଟେ ଚାମ୍ପିୟାନ୍‌ସିପ୍‌ ୨୦୨୪ ସ୍ଥାନୀୟ ନେତାଜୀ ଇନ୍‌ଡୋର ଷ୍ଟାଡିୟମ୍‌ ଠାରେ ତା.୨୬ରୁ ୨୮ ଜୁଲାଇ ପର୍ଯ୍ୟନ୍ତ ହେବ । ଏହି ଚାମ୍ପିୟାନ୍‌ସିପ୍‌କୁ ସର୍ବ ଭାରତୀୟ ସେଇସିନକାଇ ସିଟୋର‍୍ୟୁ କରାଟେ…
Read More...