ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ : ୧୨ ମୃତ, ୬ ଆହତ
ନୂଆଦିଲ୍ଲୀ : ଚୀନ୍ରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ପରିସ୍ଥିତି ଉପୁଜିଛି । ଏହି ଭୂସ୍ଖଳନରେ ଗୋଟିଏ ପରିବାରର ୧୮ ଜଣ ଲୋକ ମାଟି ତଳେ ପୋତି ହୋଇଯାଇଛନ୍ତି । ସେଥିମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୬ଜଣ ଆହତ ହୋଇଛନ୍ତି । ସୂଚନାନୁସାରେ, ମଧ୍ୟ ଚୀନ୍ର ହେଙ୍ଗୟାଙ୍ଗ ସହରର!-->…
Read More...
Read More...