ପାଇକମାଲ ବ୍ଲକ ଯାଦବ ସମାଜରେ ନୂଆଁଖାଇ ଭେଟ୍ଘାଟ୍ ପ୍ରସ୍ତୁତ ବୈଠକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଶ୍ରୀ ଶ୍ରୀ ନୃସିଂହନାଥ ସମଲେଶ୍ଵରୀ ମନ୍ଦିରରେ ପାଇକମାଲ ବ୍ଲକ ଯାଦବ ସମାଜ ପକ୍ଷରୁ ସମଲେଶ୍ଵରୀ ମନ୍ଦିର ସଭାପତି ମଧୂସୁଦନ ପାଣ୍ଡେଙ୍କ ସଭାପତିତ୍ୱରେ ନୂଆଁଖାଇ ଭେଟ୍ଘାଟ୍ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...