Yearly Archives

2024

ମାଣ୍ଡୋସିଲ ଜୟ ବୁଢ଼ାରଜା କବାଡି : ବାହାଦୂରପୁରକୁ ହରାଇ ମାଗୁରପାଣି ଚମ୍ପିୟାନ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ସୋନିଆ ନଗର ଗଣେଶ ପୂଜା କମିଟି ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଉପଲକ୍ଷେ ଜୟ ବୁଢ଼ାରଜା କବାଡି ଫାଇନାଲ୍‌ ମ୍ୟାଚ୍‌ରେ ବାହାଦୂରପୁର (ଛତିଶଗଡ଼)କୁ ହରାଇ ମାଗୁରପାଣି (ନୂଆପଡ଼ା) ଚମ୍ପିୟାନ୍‌ ହୋଇଛି । ଏଥିରେ
Read More...

ରେଳ ପୋଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ । ମୃତଦେହ ନିକଟରେ ଏକ ହେଲ୍‌ମେଟ୍‌ ପଡ଼ିଥିବାର ଦେଖିବାକୁ ଭିଳିଛି । ବ୍ୟକ୍ତିଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କେନାଲ୍‌ବ୍ରିଜ୍‌ ନିକଟ ରେଳ
Read More...

ଯୁବକଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ : ୨ ଗୁରୁତର, ୭ ଆହତ

ବୌଦ୍ଧ : ସକାଳ ସାଢ଼େ ୫ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧ ଥାନା ଜନ୍ହାପଙ୍କ ବାହାଲପୋଲ ନିକଟରେ ଶୌଚ ପାଇଁ ଯାଉଥିବା ଜଣେ ଯୁବକଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ । ଗାଡ଼ିଟି ଦୁର୍ଘଟଣାଗସ୍ତ ହେବାରୁ ୭ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ,
Read More...

ସୁଭଦ୍ରା ଯୋଜନାକୁ ସଫଳ ରୂପାୟନ ପାଇଁ ବଲାଙ୍ଗିରରେ ଆରମ୍ଭ ହେଲା ପଦଯାତ୍ରା ଓ ସ୍ଵାକ୍ଷର ପ୍ରଚାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ପ୍ରତ୍ୟେକଟି ମହିଳା ହେବେ ସ୍ୱାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଆଦୃତ ଓ ଲୋକପ୍ରିୟ ହୋଇପାରିଛି । ବଲାଙ୍ଗିରରେ ମଧ୍ୟ ଏହି ଯୋଜନାର ସଫଳ ରୂପାୟନ ଦେଖିବାକୁ
Read More...

ରାଜ୍ୟରେ ପ୍ରବଳ ବର୍ଷା : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟି ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜକୁ ରେଡ୍ ଆଲର୍ଟ
Read More...

ଗଣେଶ ଭସାଣୀ ବେଳେ ୨ ଭାଇଙ୍କୁ ଆକ୍ରମଣ : ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତଲୁ ଗାଁରେ ଅଘଟଣ । ଗଣେଶ ଭସାଣୀ ସମୟରେ ୨ ଭାଇଙ୍କୁ ଆକ୍ରମଣ । ବଡ଼ଭାଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ସାନଭାଇ ଗୁରୁତର । ସୂଚନା ଅନୁଯାୟୀ, ରବିବାର ରାତିରେ ସୋରଡ଼ା ଥାନା ଅମୃତଲୁ ଗାଁରେ ଗଣେଶ ଭସାଣୀ କରୁଥିଲେ । ହଠାତ୍‌
Read More...

ରୋଗର ଚିକିତ୍ସା ପାଇଁ ରୋଗୀର ଆକୁଳ ନିବେଦନ

ନବରଙ୍ଗପୁର, (କେପିଏନ୍‌ଏସ୍‌) : ରୋଗଶଯ୍ୟାରେ ଭେଣ୍ଡିଆ ପୁଅ, ନା ଧନ ଅଛି ନା ଦେହରେ ବଳ ଅଛି । କଙ୍କାଳ ସାର ଦେହ, ବଡ଼ ଅସହାୟ ଅବସ୍ଥା । ନାମ - ମୁକୁନ୍ଦି ବିଷୋୟୀ, ଗ୍ରାମ - ଫଟାଗୁଡା ବ୍ଲକ - ତେନ୍ତୁଳୀଖୁଣ୍ଟି, ଜିଲ୍ଲା - ନବରଙ୍ଗପୁର । ଘରେ ଅବଳା ସ୍ତ୍ରୀ ଓ ଛୋଟ ଛୁଆ । ଆଉ ପରିବାର
Read More...

ବିଟାବନ୍ଧର ପୂର୍ବ ସରପଞ୍ଚଙ୍କ ଆଈ ଗୁଭେ ବାଗଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଗସ୍ତି ବାଗଙ୍କ ଆଈ ଗୁଭେ ବାଗ(୯୫)ଙ୍କ ଶନିବାର ସନ୍ଧ୍ୟାରେ ପରାଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ନନ୍ଦ ବାଗ ଓ ଶଙ୍କର ବାଗ, ନାତି ଭରତ ବାଗ, ପୁଲସ୍ତି
Read More...

ରାଧାକୃଷ୍ଣ ଓ ଶିବମନ୍ଦିର ପୂଜକ ନିମାନନ୍ଦ ଥନାପତିଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ରାଧାକୃଷ୍ଣ ଓ ଶିବମନ୍ଦିର ତଥା ଯମୁନା ଗ୍ରାମର ଧବଳେଶ୍ଵର ଶିବମନ୍ଦିରର ବରିଷ୍ଠ ପୂଜକ ନିମାନନ୍ଦ ଥନାପତି(୬୬)ଙ୍କ ଶନିବାର ରାତିରେ ତାଙ୍କ ଯମୁନା ଗ୍ରାମସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି ।
Read More...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଘ୍ନେଶ୍ୱର ମହାନ୍ତିଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ତେନ୍ତୁଳୀଖୁଣ୍ଟି ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଘ୍ନେଶ୍ୱର ମହାନ୍ତି(୮୩)ଙ୍କ ରବିବାର ରାତି ୨ଟାରେ ପରଲୋକ ହୋଇଯାଇଛି । ସେ ୨୯/ ୪/୧୯୪୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ
Read More...