ଅଲାତରା ପଞ୍ଚାୟତସ୍ତରୀୟ ମହିଲା ମହାସଙ୍ଗ ତରଫରୁ ଘରେ ଘରେ ସୁଭଦ୍ରା କାର୍ଯ୍ୟକ୍ରମ
ମ.ରାମପୁର, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତ ମହିଳା ମହାସଙ୍ଘ ତରଫରୁ ଆଜି ଘରେ ଘରେ ସୁଭଦ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମ.ବି.କେ. ମମିତା ସାହୁ, ଅଙ୍ଗନବାଡି ଦିଦି ଇନ୍ଦୁମତି ପୁଟେଲ ଓ ନମିତା ବଗର୍ତ୍ତି, ସି.ଆର.ପି.!-->…
Read More...
Read More...