Yearly Archives

2024

ଯୁବ ରେଡ୍‌କ୍ରସ୍ ଶାଖାର ପ୍ରବେଶିକା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସର ମଧ୍ୟରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ଯୁବ ରେଡ୍‌କ୍ରସ୍ ଶାଖାର ପ୍ରବେଶିକା କ୍ରା୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ରେଡ୍‌କ୍ରସ୍ ସଂଯୋଜକ ପରମାନନ୍ଦ ରଥ ମୁଖ୍ୟ…
Read More...

ଜିଲ୍ଲାସ୍ତରୀୟ ଆପାତକାଳୀନ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଆପାତକାଳୀନ ବୈଠକ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ରିଷିକେଷ ଖିଲାରୀ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ…
Read More...

ଭୁବନେଶ୍ୱର – କଟକ କମିଶନରେଟ୍‌ ପୋଲିସ ଅଧୀନରେ ଭରତପୁର ଥାନା ଏବେ ବଦନାମର ଚର୍ଚ୍ଚା ଜୋର ଧରିଛି

ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନ୍ୟାୟ କେବେ ମିଳିବ ? ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର - କଟକ କମିଶନରେଟ୍‌ ପୋଲିସ ଅଧୀନରେ ଥିବା ଭରତପୁର ଥାନା ଏବେ ବଦନାମର ଚର୍ଚ୍ଚା ଜୋର ଧରିଛି । ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ…
Read More...

ବଙ୍ଗୋମୁଣ୍ଡା ସରକାରୀ ବସ୍‌ଷ୍ଟାଣ୍ଡ ଓ ଡାକଘରକୁ ପରିଭ୍ରମଣ କଲେ କ୍ରିଷ୍ଣା ଲାର୍ନିଙ୍ଗ ସ୍କୁଲର ଛାତ୍ରଛାତ୍ରୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସରକାରୀ ବସ୍‌ଷ୍ଟାଣ୍ଡ ଓ ଡାକଘରକୁ ଆଜି ପରିଭ୍ରମଣ କରିଛନ୍ତି କ୍ରିଷ୍ଣା ଲାର୍ନିଙ୍ଗ ସ୍କୁଲର ଛାତ୍ରଛାତ୍ରୀ । ଏହି ବିଦ୍ୟାଳୟର ପରିଚାଳକ ରାଜେଶ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସରକାରୀ…
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ୪ ଗୋଟି କ୍ୱାଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ସିସିଏଫ୍‌ଏ ବଲାଙ୍ଗିର ୨-୦ ଗୋଲରେ ୱାଇଏସ୍‌ଏଫ୍‌ଏ ମନହୀରାକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଅତିଥି ଭାବେ ସଦର…
Read More...

ପଶ୍ଚିମ ଓଡିଶା ବୈଦିକ କର୍ମକାଣ୍ଡ ପଣ୍ଡିତ ମହାସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୈଦିକ କର୍ମକାଣ୍ଡ ବ୍ରାହ୍ମଣଙ୍କୁ ଏକତ୍ରିତ କରିବା ପାଇଁ ପ୍ରୟାସ କରୁଥିବା ସଞ୍ଜିବ କୁମାର ପଣ୍ଡାଙ୍କ ଆହ୍ୱାନ କ୍ରମେ ଆଜି ସଦାଇପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡ. ଶ୍ରୀକର ମିଶ୍ର ସଭାପତିତ୍ୱ କରିଥିଲେ ।…
Read More...

ଖଇରା ୟୁପି ସ୍କୁଲରେ କ୍ଲଷ୍ଟରସ୍ତରୀୟ ଶିକ୍ଷକଙ୍କୁ ନେଇ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ଥିବା ୟୁପି ସ୍କୁଲ ଠାରେ ଆଜି କ୍ଲଷ୍ଟରସ୍ତରୀୟ ଶିକ୍ଷକ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା କ୍ଲଷ୍ଟର ସିଆର୍‌ସିସି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ…
Read More...

ପୋଷଣ ମାସ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଉରିଆ ସେକ୍ଟର ଅଙ୍ଗନୱାଡି ତରଫରୁ ଯୋରକଣି ପ୍ରାଥମିକ ବିଦ୍ୟାଳୟପରିସରରେ ଶୁକ୍ରବାର ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଗିଲ, ସମ୍ମାନିତ…
Read More...

ସାମାଜିକ ଗଣ ମାଧ୍ୟମରେ ହିନ୍ଦୁ ପ୍ରତି କଟୁ ସମାଲୋଚନାକୁ ନେଇ ଅଞ୍ଚଳରେ ଉତ୍ତେଜନା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ଜୟପାଟଣା ସହରର ଜଣେ ବ୍ୟବସାୟୀ ଜାତିଆଣ ବିବୃତି ଓ ହିନ୍ଦୁ ବିରୋଧୀ ଏକ ପୋଷ୍ଟକୁ ନିଜ ଫେସ୍‌ବୁକ୍‌ରେ ସେୟାର କରି ଥିବା ଘଟଣାକୁ ନେଇ ଅଞ୍ଚଳର ବିଭିନ୍ନ ହିନ୍ଦୁ ସଂଗଠନର ପ୍ରତିକ୍ରିୟା ସହିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।…
Read More...

ରେଳ ବିକାଶ କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାକୁ ଅବହେଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ବର୍ଷ ରେଳ ବଜେଟରେ ବଲାଙ୍ଗିର ଜିଲ୍ଲାକୁ ଅବହେଳା କରାଯାଇଥିବା ଅତ୍ୟନ୍ତ ନିନ୍ଦନୀୟ । ସୂଚନାଯୋଗ୍ୟ ଖୋର୍ଦ୍ଧା ରୋଡରୁ ବଲାଙ୍ଗିର ଦେଇ ରାୟପୁର ରେଳ ପ୍ରକଳ୍ପ ୧୯୪୫ ମସିହାରେ ଚୁଡାନ୍ତ ହୋଇଥିଲା । ପରବର୍ତ୍ତି କାଳରେ ଉକ୍ତ ପ୍ରକଳ୍ପ ଖୋର୍ଦ୍ଧା ରୋଡ ଠାରୁ…
Read More...