Yearly Archives

2024

ରାଉରକେଲା ଅବସର ପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ଆସୋସିଏସନର ନିରପେକ୍ଷ ତଦନ୍ତ ପାଇଁ ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱରର ଭରତପୁର ଥାନାରେ ଘଟିଥିବା ଅପ୍ରୀତିକର ଘଟଣାକୁ ନେଇ ରାଉରକେଲା ଅବସର ପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ଆସୋସିଏସନ ତରଫରୁ ଉଦବେଗ ପ୍ରକାଶ କରିବା ସହ ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି…
Read More...

ତଟରକ୍ଷୀ ବାହିନୀ ଓ ଗୋପାଳପୁର ବନ୍ଦର ସୌଜନ୍ୟରେ ଆନ୍ତର୍ଜାତୀୟ ତଟକୂଳ ସ୍ୱଚ୍ଛତା ଦିବସ ପାଳିତ

ବଟେଶ୍ୱର ବେଳାଭୂମିରେ ସାମିଲ ହେଲେ ଶହ ଶହ ଏନ୍. ସି. ସି. ବିଦ୍ୟାର୍ଥୀ ଏବଂ ସ୍ଵେଚ୍ଛାସେବୀ ଓ ସାଧାରଣ ନାଗରିକ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱର ସର୍ବବୃହତ ତଟକୂଳ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ 'ଆନ୍ତର୍ଜାତୀୟ ସ୍ୱଚ୍ଛତା ଦିବସ' ଅବସରରେ ଭାରତୀୟ ତଟରକ୍ଷୀ ବାହିନୀ…
Read More...

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପକ୍ଷରୁ ମାଗଣା ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଶାସ୍ତ୍ରୀନଗର ପକ୍ଷରୁ ଶାସ୍ତ୍ରୀନଗର ପ୍ରହରୀ ମଣ୍ଡପ ଠାରେ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ ମାନଙ୍କ ସହାୟତାରେ ଆଜି ଏକ ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ତୁରେକେଲା ପୋଲିସ ଦ୍ୱାରା ୯ ଜଣ ଦାଦନ ଶ୍ରମିକ ଉଦ୍ଧାର

ତୁରେକେଲା, (ଅଶୋକ କୁମାର ବାଗ) : ଦାଦନ ଚାଲାଣ ବେଳେ ତୁରେକେଲା ପୋଲିସ ଦ୍ୱାରା ଚଢାଉ । ମହୁଲପାଟି ଛକ ନିକଟରେ ରାସ୍ତାରେ ପେଟ୍ରୋଲିଙ୍ଗ ସମୟରେ ଚଢାଉ କରି ୯ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେକେଲା ପୋଲିସ । ତୁରେକେଲା ଅଞ୍ଚଳରୁ ଦାଦନ ଚାଲାଣ ଏକ ନିୟମିତ ପ୍ରକ୍ରିୟା । ନୂଆଁଖାଇ ପରେ…
Read More...

ରାଜ୍ୟସ୍ତରୀୟ ଯୁବା ବିସିଜି ଟୀକାକରଣ ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର କନ୍ଧପାଲିପଡ଼ା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ୱାସ୍ଥ୍ୟମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ରାଜ୍ୟସ୍ତରୀୟ ଯୁବା ବିସିଜି ଟୀକାକରଣ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ…
Read More...

ମୋଦୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦୁର୍ଗୀ ଠାରେ ସ୍ୱଚ୍ଛ ଭାରତ ଅଭିଯାନ ଓ ମାଁ ପାଇଁ ଗଛ ଟିଏ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଦୁର୍ଗୀ ପଞ୍ଚାୟତରେ ମୋଦୀ ଜୀଙ୍କ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଦୁର୍ଗୀ ପଞ୍ଚାୟତର ସରପଞ୍ଚ ବିଜୟ କୁମୁରୁକାଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ପିଇଓ ପ୍ରମୋଦ…
Read More...

ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଜନ ସମ୍ପର୍କ ଯାତ୍ରା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସ୍ଥାୟୀ ପଟ୍ଟା ଓ ଭବାନୀପାଟଣା ସହରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଡିଫାଇନ କଳାହାଣ୍ଡି ପକ୍ଷରୁ ଭବାନୀପାଟଣାରେ ଏକ ବିରାଟ ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆମର ଘର, ଆମର ପଟ୍ଟା ସ୍ଲୋଗାନ ନେଇ ବିଭିନ୍ନ ସମୟରେ ବସ୍ତି ବାସିନ୍ଦା…
Read More...

କଳାହାଣ୍ଡି ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜିଲ୍ଲାସ୍ତରୀୟ ବିକାଶ ମେଳାର ଉଦ୍‌ଘାଟନୀ ଉତ୍ସବ ଆଜି ଭବାନୀପାଟଣା ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ର ମନ୍ତ୍ରୀ( ସ୍ୱାଧୀନ)ସମ୍ପଦ ଚନ୍ଦ୍ର ସ୍ୱାଇଁ…
Read More...

୨୫ କିଲୋ ଗଞ୍ଜେଇ ଜବତ : ୨ ମହିଳା ଗିରଫ

ବୈପାରୀଗୁଡା : ଅଟୋରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ୨୫ କିଲୋ ଗଞ୍ଜେଇ ଜବତ ଏଥିରେ ସମ୍ପୃକ୍ତ ଥିବା ୨ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ହୋଇଥିବା ଦୁଇ ଜଣ ମହିଳା ଲଷ୍ମୀପୁରର ସନ୍ଧ୍ୟା ହରିଜନ ଓ ସାବିତ୍ରୀ ବାଲାଜୀ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ,…
Read More...

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ‌‌‌‌‌‌‌

ସାଲେପୁର, (କେପିଏନ୍‌ଏସ୍‌) : ସାଲେପୁର ନାଳିଆ ମୁଁହ ଚାଖୁଣ୍ଡା ଜଙ୍ଗଲ ପରିସରରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଦୁହେଁ ରଶି ଲଗାଇ ଏକ ଚାଖୁଣ୍ଡା ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ସ୍ଥାନୀୟ ଅଲିପୁର ଗ୍ରାମର ପବିତ୍ର ସାମଲଙ୍କ ଏକ ମାତ୍ର ବିବାହିତ…
Read More...