Yearly Archives

2024

ଦେଓଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାମୋହନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଧଣ୍ଡାମାଲ ସରପଞ୍ଚ ଶ୍ରୀମତୀ
Read More...

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅବସରରେ ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର (କେ.ଟି.ଏନ୍.ପୁର) କ୍ଲଷ୍ଟରସ୍ତରୀୟ 'ସୁରଭି' ଶିଶୁ ମହୋତ୍ସବ ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ୱର ନୋଡାଲ୍ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ କଣ୍ଠ ସଙ୍ଗୀତ,
Read More...

ଓଡ଼ିଶା ନାଟ୍ୟ ସଂଘର ୩୭ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ନାଟ୍ୟ ସଂଘ, ରାଉରକେଲା ଶାଖା ଓ ଏକତ୍ର ରାଉରକେଲାର ମିଳିତ ଆନୁକୂଲ୍ୟରେ ଓଡ଼ିଶା ନାଟ୍ୟସଂଘର ୩୭ତମ ପ୍ରତିଷ୍ଠା ଦିବସ ପାଳନ, ପଦଯାତ୍ରା ଓ ଆଲୋଚନାଚକ୍ର ସ୍ଥାନୀୟ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟ ସଂଘର ଯୁଗ୍ମ ସମ୍ପାଦକ
Read More...

ଜି. ପି. ଏଲ୍‌. ଏଫ. କର୍ମୀ ସଂଘ ତରଫରୁ ବିଡ଼ିଓଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜି. ପି.ଏଲ୍‌. ଏଫ୍‌. କର୍ମୀ ସଂଘ ତରଫରୁ କାର୍ଯ୍ୟରତ ଥିବା ଏମ୍‌ବିକେ, ସିଆର୍‌ପିସିଏମ୍‌, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ମାନେ ଦୀର୍ଘ ୬ ମାସ ହେଲା ତାଙ୍କ ଦରମା କିମ୍ବା ବର୍ଦ୍ଧିତ ପାଉଣା ମିଳି ନଥିବା
Read More...

ବଲାଙ୍ଗିର ପାଇଁ ଗୌରବ ଆଣିଲେ ଶୁଭମ୍ ଦର୍ଜୀ : ବଲିଉଡ ଡିଭା ଜରିନ୍ ଖାନଙ୍କ ଦ୍ୱାରା ଇଣ୍ଡିଆନ୍ ଡ଼ଜଲିଙ୍ଗ୍ ଆୱାର୍ଡରେ…

ବଲାଙ୍ଗିର : ଶୁଭମ ଦର୍ଜୀ, ଓଡ଼ିଶା ରାଜ୍ୟର ଏକ ଚର୍ଚ୍ଚିତ ନାଁ । ଯାହାଙ୍କ ପାଇଁ ଆଜି ସାରା ଓଡ଼ିଶା ମାଟି ଗର୍ବିତ । ବଲାଙ୍ଗିର ସହରର ୩୧ ବର୍ଷିୟ ଯୁବ ଉଦ୍ୟୋଗୀ ଶୁଭମ୍ ଦର୍ଜୀ ଗତ ଥର ଭଳି ଏବେ ପୁଣି ଥରେ ବଲାଙ୍ଗିର ମାଟିରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଂଚି ପାରି ସାରା ବଲାଙ୍ଗିର, ପଶ୍ଚିମ
Read More...

ଖୁଟୁଲୁମୁଣ୍ଡାରେ କପିଲାଭଟା ପଂଚାୟତ ପକ୍ଷରୁ ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକଙ୍କୁ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ନିକଟସ୍ଥ ଖୁଟୁଲୁମୁଣ୍ଡା ଗାଁ ଠାରେ ଆଜି ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତ ପକ୍ଷରୁ ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ଶିଶୁ ପ୍ରତିଭାର ବିକାଶ ପାଇଁ ବାବେବୀର ଠାରେ କ୍ଲଷ୍ଟରସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ବାବେବୀର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ କ୍ଲଷ୍ଟର ସଂଯୋଜକ ମଧୁସୂଦନ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବାବେବୀର
Read More...

ସଇଁତଲା ବ୍ଲକରେ ଚଢ଼ାଦରରେ ୟୁରିଆ ସାର ବିକ୍ରି ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ସରକାର ଚାଷୀ ମାନଙ୍କ ପାଇଁ ଉନ୍ନତି ସକାଶେ ଫସଲ ଉପାର୍ଜନ କରିବା ପାଇଁ ବିଭିନ୍ନ ଯୋଜନା ଗୁଡିକ କରିଛନ୍ତି । ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସାର ତଥା କୀଟନାଶକ ଯୋଗାଇବା ପାଇଁ ବ୍ୟବସାୟୀମାନଙ୍କୁ ଲାଇସେନ୍ସ ପ୍ରଦାନ କରି ସାର ସଠିକ୍‌ ମୂଲ୍ୟରେ ସାର ବିକ୍ରୟ
Read More...

ଚନ୍ଦନଭାଟି ବିଦ୍ୟାଳୟରେ ‘ସୁରଭି’ କାର୍ଯ୍ୟକ୍ରମ ଆୟୋଜିତ

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ଚନ୍ଦନଭାଟି ଆଞ୍ଚଳିକ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି' ପାଳିତ ହୋଇଯାଇଛି । କେନ୍ଦ୍ର ବିଦ୍ୟାଳୟ ଚନ୍ଦନଭାଟିରେ ଆୟୋଜିତ ଏହି ଉତ୍ସବକୁ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ଓ ଚନ୍ଦନଭାଟି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପଙ୍କଜିନୀ ସାହୁ ଏହି
Read More...

ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଲା ଅଟୋ : ଛାତ୍ରୀ ଗୁରୁତର

ଆନନ୍ଦପୁର : ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଲା ଅଟୋ । ଆନନ୍ଦପୁର ଥାନା ଅନ୍ତର୍ଗତ ପଦ୍ମପୁର ଗାଁ ରାସ୍ତାରେ ଏଭଳି ଘଟଣା ଘଟିଛି । ଦୁର୍ଘଟଣାରେ ଗୁରୁତର ଜଣକ ହେଲେ ଆନନ୍ଦପୁର ସରକାରୀ ବାଳିକା ବିଦ୍ୟାଳୟର ୮ମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଲିଜାରାଣୀ ସାହୁ । ସୂଚନା ଅନୁସାରେ, ଲିଜାରାଣୀ ସ୍କୁଲ
Read More...