Yearly Archives

2024

ଚଳନ୍ତା ପେପର ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଭାତପୁର ପଞ୍ଚାୟତର ପୁଟୁରୁଗୁଡା ଗ୍ରାମର ମୁଖ୍ୟ ରାସ୍ତା ନିକଟରେ ପେପର ବୋଝେଇ ଟ୍ରକ୍‌ ନମ୍ବର ଓଡ଼ି -୧୮ -ଏମ୍‌-୧୭୮୯ ଜେ. କେ. ପୁର ଠାରୁ ରାଞ୍ଚି ଅଭିମୁଖେ ଯାଉଥିବା ସମୟରେ ଚଳନ୍ତା ଗାଡିରେ ସଟ୍‌ ସର୍କିଟ ଯୋଗୁ
Read More...

ଆଇଟିୟୁ-ଡବ୍ଲୁଟିଏସ୍‌ଏ ୨୦୨୪ ଉଦ୍‌ଯାପିତ : ଦୂରସଞ୍ଚାର ଏବଂ ଡିଜିଟାଲ ନବୋନ୍ମେଷ କ୍ଷେତ୍ରରେ ଅଗ୍ରଣୀ ସଂକଳ୍ପ ପାଇଁ…

‘‘ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମାଧ୍ୟମରେ ଭାରତ କେବଳ ଡିଜିଟାଲ ବିଭାଜନକୁ ଦୂର କରିବା ଦିଗରେ ନୁହେଁ ବରଂ ଲିଙ୍ଗଗତ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରିବା ଦିଗରେ ମଧ୍ୟ ଏକ ବଡ଼ ପଦକ୍ଷେପ ନେଇଛି’’ : ଜ୍ୟୋତିରାଦିତ୍ୟ ଏମ୍‌. ସିନ୍ଧିଆ‘ଏହା ହେଉଛି ସବୁଠାରୁ ସମାବେଶୀ ଡବ୍ଲୁଟିଏସଏ,
Read More...

ଶିକ୍ଷା, ଦକ୍ଷତା ଓ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ତ୍ୱରିତ ହେବ – ଧର୍ମେନ୍ଦ୍ର ପ୍ରଧାନ

ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀ ଯୋଗଦେଲେଏଆଇଇଏସ୍‌ସି ବୈଠକରେ ନିଷ୍ପତି ହୋଇଥିବା କାର୍ଯ୍ୟକୁ ଆଗେଇ ନେବା ପାଇଁ ସମ୍ମତିଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ ସ୍କୁଲ ଶିକ୍ଷା, ଦକ୍ଷତା
Read More...

ବ୍ରହ୍ମାକୁମାରୀ ମଞ୍ଜୁ ଭଉଣୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ଶାନ୍ତିକୁଣ୍ଡ (ବ୍ରହ୍ମପୁର) ଏବଂ ପ୍ରଭୁ ଉପହାର ରି-ଟ୍ରିଟ୍ କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ମଞ୍ଜୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଯେ'ହେତୁ ସେ
Read More...

ଉପକୂଳ ଅଞ୍ଚଳ ପରିଦର୍ଶନ ସହ ବାତ୍ୟା ସମୀକ୍ଷା କଲେ ଗଞ୍ଜାମ ବିଡ଼ିଓ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶୁକ୍ରବାର ଦିନ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ତାରି ପ୍ରଭାବରେ କିଛି ସ୍ଥାନରେ ଝିପି ଝିପି ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଏନେଇ ଗଞ୍ଜାମ ବ୍ଲକ ଗୋଷ୍ଠୀ ଉର୍ନୟନ ଅଧିକାରୀ ବସନ୍ତ କୁମାର ମଲ୍ଲିକ ବିଶେଷ କରି ସମୁଦ୍ର
Read More...

୫୫ତମ ଆଇଏଫ୍ଏଫ୍ଆଇ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ର ତାଲିକା ଘୋଷଣା କଲା ଇଣ୍ଡିଆନ୍ ପାନୋରାମା

'ସ୍ୱାତନ୍ତ୍ର୍ୟ ବୀର ସାବରକର' ହେବ ଭାରତୀୟ ପାନୋରାମାର ଓପନିଂ ଫିଚର ଫିଲ୍ମଲଦାଖୀ ଭାଷାର ଫିଲ୍ମ 'ଘର ଜୈସା କୁଛ' ହେବ ଓପନିଂ ନନ୍ ଫିଚର ଫିଲ୍ମ୫୫ତମ ଆଇଏଫ୍ଏଫ୍ଆଇରେ ଭାରତୀୟ ପାନୋରାମାରେ ପ୍ରଦର୍ଶିତ ହେବ ୨୫ଟି ଫିଚର ଫିଲ୍ମ ଓ ୨୦ଟି ଅଣ-ଫିଚର ଫିଲ୍ମ ନୂଆଦିଲ୍ଲୀ, (ପିଆଇବି) :
Read More...

ବଡ଼ସାଇମରାରେ ବିବାହିତା ଗର୍ଭବତୀ ପ୍ରେମିକାଙ୍କ ଅଶ୍ଳୀଳ ଫଟୋ ସ୍ଵାମୀଙ୍କୁ ପଠାଇ ବ୍ଲାକମେଲିଂ

ଯୁବକ କୋର୍ଟ ଚାଲାଣପତ୍ନୀଙ୍କୁ ରଖିବାକୁ ମନାକଲା ସ୍ୱାମୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହ ପୂର୍ବରୁ ସମ୍ପର୍କ ଥିବା ନିଜ ପ୍ରେମିକା ତଥା ଏବେ ଗର୍ଭବତୀ ଥିବା ବିବାହିତା ଯୁବତୀଙ୍କ
Read More...

ଶ୍ରୀମତୀ ସେବଶ୍ରୀ ଭୋଇଙ୍କ ‘ଜିରୋ ଡ୍ରପ ଆଉଟ’ ଅଭିଯାନ

ସମ୍ବଲପୁର, (ନିରୋଜ କୁମାର ପାଣୀ) : କିଛି ଦିନ ପୂର୍ବରୁ ଖବର କାଗଜରେ ପ୍ରକାଶିତ ହୋଇଥିଲା ଯେ, ସମ୍ବଲପୁର ଜିଲ୍ଲାରେ ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସର୍ବାଧିକ ଅଟେ । ଏହାକୁ ନେଇ ଧନକଉଡ଼ା ବ୍ଲକର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବଶ୍ରୀ ଭୋଇ ନିଜ ବ୍ଲକରେ ଡ୍ରପ ଆଉଟ
Read More...

ହଳଦୀର ଯୁବକ ନାରାୟଣ ପୋଡ଼ଙ୍କ ଅସ୍ୱାଭାବିକ ମୃତ୍ୟୁ : ଥାନାରେ ଅପମୃତ୍ୟୁ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ଗ୍ରାମର ନାରାୟଣ ପୋଡ଼ (୪୦) ନାମକ ଜଣେ ବିବାହିତ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ବେଳେ ଏସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି । ହଳଦୀ ଗ୍ରାମର କାଳିଆ ପୋଡଙ୍କ ପୁଅ
Read More...

ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେଲେ ବରିହାପୁଖାପାଣି ଗ୍ରାମର ସୌମ୍ୟ ପ୍ରକାଶ ଭୋଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଥାରେ ଅଛି ନିଷ୍ଠାପର ଉଦ୍ୟମ ଆଉ ଅକ୍ଲାନ୍ତ ପରିଶ୍ରମ ହିଁ ସଫଳତାର ଚାବିକାଠି । ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ବରିହାପୁଖାପାଣି ଗ୍ରାମର ସୌମ୍ୟ ପ୍ରକାଶ ଭୋଇ ଓଡିଶା ପ୍ରଶାସନିକ ସେବାରେ ୪୦୬ ରେଙ୍କ୍‌ ରଖି ବରଗଡ଼ ତଥା ଗାଇସିଲେଟ ଅଞ୍ଚଳ ପାଇଁ ଗୌରବ
Read More...