Monthly Archives

August 2024

ବିଦ୍ୟୁତ ତାର ସଂସ୍ପର୍ଶରେ ମାଈ ହାତୀର ମୃତ୍ୟୁ

ରେଢ଼ାଖୋଲ : ଚାଲିଗଲା ମାଈ ହାତୀର ଜୀବନ । ରେଢ଼ାଖୋଲ ଡିଭିଜନ, ନାକଟିଦେଉଳ ରେଞ୍ଜର ଏକ ଜଙ୍ଗଲରେ ଏହିଭଳି ଅଭାବନୀୟ ଘଟଣା ଘଟିଛି। ଚରତାପଶି ଗାଁ ନିକଟ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ପ୍ରାଣହାନି ଘଟିଛି। ହାତୀର ମୃତଦେହ ଉଦ୍ଧାର କରିଛି ବନବିଭାଗ । ଏହାର ବୟସ ୨୦ରୁ
Read More...

ଏକଲବ୍ୟ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକକୁ ମିଳୁନି ମଜୁରୀ ଟଙ୍କା : ପ୍ରତିବାଦ କରି କାର୍ଯ୍ୟ ବନ୍ଦ…

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା ) : ସରକାର ଶ୍ରମିକମାନଙ୍କ ମଜୁରୀ ଟଙ୍କା ଜୁଲାଇ ମାସରେ ବୃଦ୍ଧି କରିଥିବା ନେଇ ଘୋଷଣା କରିଥିବା ବେଳେ ଏ ପର୍ଯ୍ୟନ୍ତ ଗାଁ ଗହଳିର ଶ୍ରମିକମାନେ ସରକାରୀ ନିୟମ ଅନୁସାରେ ସେମାନଙ୍କର ମଜୁରୀ ଟଙ୍କା ସରକାରୀ ନିୟମ ଠାରୁ ମଧ୍ୟ କମ୍ ଟଙ୍କା
Read More...

ସୁଭଦ୍ରା ଯୋଜନାକୁ ନେଇ ବିଜେପି ସରକାରଙ୍କୁ ସମାଲୋଚନା କଲେ ନବୀନ

ଭୁବନେଶ୍ଵର : ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି 'ଗ୍ୟାରେଣ୍ଟି' ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ । ମା'ମାନଙ୍କୁ ଏହା କ'ଣ ବିଜେପିର ଗ୍ୟାରେଣ୍ଟି ବୋଲି
Read More...

ସମ୍ବଲପୁରରେ ମହାନଦୀକୁ ଡେଇଁପଡିଲେ ସ୍କୁଲ ଛାତ୍ରୀ

ସମ୍ବଲପୁର : ସମ୍ବଲପୁରରେ ଅଘଟଣ । ବ୍ରିଜ ଉପରେ ସାଇକେଲ ରଖି ମହାନଦୀକୁ ଡେଇଁଲେ ସ୍କୁଲ ଛାତ୍ରୀ । ଚାଉଁରପୁର ସ୍ଥିତ ମହାନଦୀର ଦ୍ୱିତୀୟ ସେତୁ ଉପରୁ ମହାନଦୀକୁ ଡେଇଁଲେ । ନିଖୋଜ ଛାତ୍ରୀଙ୍କ ପରିଚୟ ଅସ୍ପଷ୍ଟ । ଶନିବାର ସକାଳୁ ସମ୍ବଲପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ,
Read More...

ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକରେ ପି.ଏମ୍. ଜନମନ୍ ଯୋଜନା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ – ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ଜନମନ୍ ଯୋଜନାରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅନ୍ତର୍ଭୁକ୍ତ କରାଯାଇଛି । ପାତ୍ରପୁର ବ୍ଲକର ଆଦିବାସୀ ଅଧୂଷିତ ଅଞ୍ଚଳ ଯଥା - ତୁମ୍ବା, ବୁରାତାଲ, ଆଙ୍କୁଲି ଆଦି ତିନୋଟି ଗ୍ରାମ ପଞ୍ଚାୟତର ୧୨୨ଟି ଗାଁରେ ଖୁବ୍‌ଶୀଘ୍ର
Read More...

କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ କୁଶଙ୍ଗ ଗଙ୍ଗାଧର ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହିତ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇ ଯାଇଛି । ଏଥିରେ ଡଃ. ଅଜିତ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାଙ୍କୁ
Read More...

ଖଲିଆପାଲି ଗ୍ରାମର ଗୋବିନ୍ଦ ନାଗଙ୍କ ଘରୁ ବିଷାକ୍ତ ଗୋଖର ନାଗ ସାପ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ବଡ଼ସାଇମରା ପଞ୍ଚାୟତ ଖଲିଆପାଲି ଗ୍ରାମର ଗୋବିନ୍ଦ ନାଗଙ୍କ ଘରେ ଏକ ବିଷାକ୍ତ ନାଗସାପ ରହିଥିବା ଘରଲୋକେ ଦେଖିବାକୁ ପାଇଥିଲେ । ସେମାନେ ସଇଁତଲା ବ୍ଲକ ଟିକ୍ରାପଡ଼ା ଗ୍ରାମର ଜଣାଶୁଣା ସାପଧରାଳି ଯୋଗୀ ରଣାଙ୍କୁ ଫୋନ୍‌ ଯୋଗେ ସୂଚନା
Read More...

‘ସୁଭଦ୍ରା’ ଯୋଜନା ପାଇଁ ଏସ୍‌ଓପି ଜାରି : ଗୃହରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘ସୁଭଦ୍ରା ଯୋଜନା’କୁ ନେଇ ରାଜ୍ୟରେ ବିଜେପି ସରକାର ଆସିବା ଦିନ ଠୁ ମହିଳାମାନେ ଅପେକ୍ଷା କରିଥିଲେ । ଆଜି ଏହି ଯୋଜନା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳାମାନଙ୍କୁ ବଡ ଖବର ଦେଇଛନ୍ତି । ପୂର୍ବରୁ ସୁଭଦ୍ରା ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ କରିଥିବା ବେଳେ ଏବେ
Read More...

ଖଲିଆକାନି ଗ୍ରାମରେ ସାମୁହିକ ଭାବେ ୩ ହଜାର ଫଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମାଁ ପାଇଁ ଗଛଟିଏ, ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ଉଦ୍ଦେଶ୍ୟ ନେଇ ଭୋଇପଡ଼ା ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ଏକ ସାମୁହିକ ଫଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଖଳିଆକାନି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଜନମୁକ୍ତି
Read More...

ଅଭିଯୋଗକୁ ପ୍ରତ୍ୟାଖାନ କଲା ସେକ୍ଟର -୨ ଦୁର୍ଗାପୂଜା କମିଟି

ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ଗଣମାଧ୍ୟମରେ ସେକ୍ଟର-୨ ଦୁର୍ଗାପୂଜା କମିଟିର ସାଧାରଣ ସମ୍ପାଦକ ବିରେନ୍ଦ୍ର ନାରାୟଣ ସ୍ୱାଇଁଙ୍କ ବିରୁଦ୍ଧରେ ଆସିଥିବା ଆର୍ଥିକ ହେରଫେର ଖବର ପ୍ରକାଶ ପାଇବା ପରେ, ଏନେଇ ପୂଜା କମିଟି ତରଫରୁ ସେକ୍ଟର-୨ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ଏକ
Read More...