Daily Archives

ଆମ ହସ୍ପିଟାଲ ଯୋଜନାରେ ରଙ୍ଗ ବୋଳି ଟଙ୍କା ହଡପ : ନିମ୍ନମାନର କାମ ଯୋଗୁଁ ରୋଗୀ ଏବଂ କର୍ମଚାରୀ ହନ୍ତସନ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ 'ଆମ ହସ୍ପିଟାଲ ଯୋଜନାରେ ଚାଲିଥିବା କାର୍ଯ୍ୟରେ ବାହାର ପଟରୁ ସରକାରୀ ରଙ୍ଗ ବୋଳି ଦେଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ଆସୁଛି । ମିଳିଥିବା ସୂଚନା ଅନୁଯାୟୀ ୧୯୬୧
Read More...

ଉପରବାହାଲ ତ୍ରିଶୂଳ ବନ୍ଧର ମାଟି କାମରେ ଦୁର୍ନୀତି ଅଭିଯୋଗ : ଭୁଶୁଡ଼ି ପଡିଛି ନିର୍ମାଣଧିନ ଗାର୍ଡୱାଲ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଉପରବାହାଲ ଗ୍ରାମରେ ଥିବା ତ୍ରିଶୂଳ ବନ୍ଧରେ ନିର୍ମାଣ ହୋଇଥିବା ଗାର୍ଡୱାଲ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି । ଉକ୍ତ ବନ୍ଧରେ ହୋଇଥିବା ମାଟି କାମରେ ମଧ୍ୟ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ
Read More...

କେନ୍ଦ୍ରୀୟ ରିଜର୍ଭ ପୋଲିସ ପ୍ରତିଷ୍ଠା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ର୍ପିଏଫ) ୨୭ ଜୁଲାଇ ୨୦୨୪ରେ ଏହାର ୮୬ତମ ସ୍ଥାପନା ଦିବସ ପାଳନ କରୁଛି । ଏହି ବିଶେଷ ଦିନ ଆମ ଦେଶର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ରକ୍ଷା କରିବାରେ ସିଆର୍‌ପିଏଫ୍‌ର ମହତ୍ଵପୂର୍ଣ୍ଣ ଭୂମିକା ତଥା
Read More...

ମୁମ୍ବାଇରେ ଭୁଶୁଡ଼ିଲା ତିନି ମହଲା କୋଠା

ମୁମ୍ବାଇ : ନବି ମୁମ୍ବାଇରେ ଏକ ତିନି ମହଲା ବିିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି । କୋଠା ଭୁଶୁଡ଼ି ଥିବା ବେଳେ ସେଥିରେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି । ମହାରାଷ୍ଟ୍ରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟରେ ଶାହାବାଜ ଗ୍ରାମରେ ଏହି ଘଟଣା ଘଟିଛି । ଭୁଶୁଡ଼ି ପଡ଼ିଥିବା କୋଠାର
Read More...

୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା : ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ବଙ୍ଗୋପସାଗର ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି,
Read More...

ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ କାରଗିଲ ବିଜୟ ଦିବସ ଅବସରରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ଦେଶବ୍ୟାପୀ ପାଳନ ହୋଇଛି, କାରଗିଲ ବିଜୟ ଦିବସ । ଏହି କ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶଙ୍କ ମାର୍ଗଦର୍ଶନରେ ଶୁକ୍ରବାର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ପାଳିତ ହୋଇଛି କାରଗିଲ ବିଜୟ
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗୃହ ବିଜ୍ଞାନ ବିଭାଗରେ ଜାତୀୟ କାରଗିଲ ବିଜୟ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରସ୍ଥ ଗୃହ ବିଜ୍ଞାନ ବିଭାଗରେ ଶୁକ୍ରବାର ଦିନ ଜାତୀୟ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ କ୍ୟାପ୍‌ଟେନ୍‌ ନାରାୟଣ ବିଶୋଇ ଯୋଗଦେଇ କାରଗିଲ ସେକ୍ଟରରେ କାର୍ଯ୍ୟରତ ବୀରସେନା ମାନଙ୍କର ଭୂମିକା
Read More...

ଭୁବନେଶ୍ଵରରେ ଜୈବିକ କୃଷି ସାମଗ୍ରୀର ଗୁଣବତ୍ତା ନିୟନ୍ତ୍ରଣ ଉପରେ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜୈବିକ ଓ ପ୍ରାକୃତିକ କୃଷି କେନ୍ଦ୍ର (ଆର୍‌ସିଓଏନ୍‌ଏଫ୍‌) ପକ୍ଷରୁ ୩ଟି ଜିଲ୍ଲା ଖୋର୍ଦ୍ଧା, କଟକ ଓ ପୁରୀର କୃଷି ବିଭାଗ ଅଧିକାରୀଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ
Read More...

ପଦ୍ମପୁର ଟାଉନ୍ କ୍ଲବ ତରଫରୁ କାରଗିଲ ବିଜୟ ଉତ୍ସବ ପାଳିତ : ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ୍ କ୍ଲବ ପରିସର ମଧ୍ୟରେ କାରଗିଲ ଦିବସ ପାଳନ କରି ୫୨୭ ଜଣ ସଂଗ୍ରାମୀ ସହିଦ ଯବାନ ମାନଙ୍କୁ ମହମବତୀ ଜଲାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପଦ୍ମପୁର ଟାଉନ୍ କ୍ଲବ ସଭାପତି ଯୁବନେତା ପ୍ରୀତେଶ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାରଗିଲ
Read More...