shyamal
Daily Archives

ପାଇକମାଲ ତହସିଲ ଅଫିସ ଛାତରୁ ଗଳୁଛି ପାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଞ୍ଚାୟ ସମିତି ଅନ୍ତର୍ଗତ ୨୨ଟି ଗ୍ରାମ ପଞ୍ଚାୟତର ସମସ୍ତ କାର୍ଯ୍ୟାଳୟ ପାଇକମାଲ ସହରରେ ଅବସ୍ଥିତ । ପାଇକମାଲ ଅଞ୍ଚଳର ଲୋକେମାନଙ୍କ ସୁବିଧା ପାଇଁ ସମସ୍ତ ବିଭାଗର କାର୍ଯ୍ୟାଳୟ ମାନ ରହିଛି । ବିଗତ ୫ଟି ସରକାର ଯେଉଁ କୋଠାବାଡି ସରକାରୀ
Read More...

ତହଁକ୍ ପକ୍ଷରୁ ‘ଆସ ଗଛ୍ ଜଗାମା’ କବିତା କାର୍ଯ୍ୟକ୍ରମ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ଗଛ ହିଁ ଜୀବନ ଗଛ ସଂଖ୍ୟା ଦିନକୁ ଦିନ କମିଯିବାରୁ ନାହିଁ ନଥିବା ଗ୍ରୀଷ୍ମତାପ ସହିବାକୁ ପଡୁଛି । ନିଜ ପାଇଁ ଗଛଟିଏ ଲଗାଇ ତାର ଯତ୍ନ ନେବା ଆମ ପାଇଁ ନିତାନ୍ତ ଆବଶ୍ୟକ ବୋଲି ଆଜି ଚନ୍ଦନଭାଟୀ ଉଚ୍ଚ ବିଦ୍ୟାଳୟ ପରିସରରେ ତହଁକ୍ କୁଟୁମ୍ ପକ୍ଷରୁ ହୋଇଥିବା ଆସ
Read More...

ମରଣଜନ୍ତା ପାଲଟିଛି ପାଇକମାଲ ନରସିଂପଡ଼ାର ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଞ୍ଚାୟତର ପ୍ରତ୍ୟେକ ଗଳିକନ୍ଦିରେ ଯାଇଥିବା ରାସ୍ତାର ଅବସ୍ଥା ପ୍ରଶାସନିକ ଅବହେଳା ଯୋଗୁଁ ଅତ୍ୟନ୍ତ ଦୁରବସ୍ଥାରେ ରହିଛି । ବର୍ତ୍ତମାନ, ପାଇକମାଲ ନରସିଂହପଡାରୁ ବାଲୋକୋପଡା ପର୍ଯ୍ୟନ୍ତର ୧.୫ କି.ମି ରାସ୍ତାର ଅବସ୍ଥା ଏହି ଅବହେଳାର ପରିଣାମରୁ
Read More...

କଣ୍ଟାବାଞ୍ଜିର ବିଧାୟକ ଡାକ୍ତରଖାନା ବୁଲି ରୋଗୀଙ୍କ ସହ ସୁବିଧା ଅସୁବିଧା ବୁଝିଲେ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ରବିବାର ଦିନ କଣ୍ଟାବାଞ୍ଜି ସରକାରୀ ଡାକ୍ତର ଖାନାକୁ ଯାଇ ରୋଗୀଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ଡାକ୍ତରଖାନାରେ ଡାଇରିଆ ରୋଗରେ ଆକ୍ରାନ୍ତ ଥିବା ରୋଗୀମାନେ ଉଚିତ୍‌ ସେବା ପାଉଛନ୍ତି କି ନାହିଁ ତାହା ରୋଗୀ
Read More...

ଲାଠୋର ଭୋଗ କମିଟି ତରଫରୁ ସାତଦିନ ପର୍ଯ୍ୟନ୍ତ ଅନ୍ନପ୍ରସାଦ ବଣ୍ଟନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଲାଠୋର ଠାରେ ଅନ୍ନପ୍ରସାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁଣ୍ଡିଚା ଯାତ୍ରା ଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସାଧାରଣ ଲୋକଙ୍କ ପାଇଁ ଅନ୍ନପ୍ରସାଦ ଭୋଗ କମିଟି ପକ୍ଷରୁ ଅନ୍ନପ୍ରସାଦ ସେବନ
Read More...

ଟିଟିଲାଗଡ଼ ରାଜନୀତିରେ ହଟ୍‌ଚମଟ୍‌ : ବିଜେଡିର ୪ କାଉନ୍‌ସିଲର୍‌ ବିଜେଡି ଛାଡି ବିଜେପି ଦଳରେ ସାମିଲ ହେଲେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରାଜନୀତି ସବୁବେଳେ ସରଗରମ ରହିଥାଏ । ପ୍ରଥମେ ୨୦୨୨ ପୌର ପରିଷଦର ପୌରଅଧ୍ୟକ୍ଷ ପଦ ପାଇଁ ୧୫ଟି ୱାର୍ଡ଼ର ଭୋଟର ସିଧାସଳଖ ଭୋଟ୍‌ ଦେଇ ନିର୍ବାଚନରେ ବିଜେଡି ଗଡ଼କୁ ଦୋହଲାଇ ବିଜେପି ପ୍ରାର୍ଥୀନି ଶ୍ରୀମତୀ ମମତା ଦେବୀ ଜୈନଙ୍କୁ ବିଜୟୀ
Read More...

ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । ରବିବାର ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହେବ । ବାହୁଡ଼ା ଦିନ ଏହା ଲଘୁଚାପ ରୂପ ନେବ । ଏହା ପ୍ରଭାବରେ ଆଜିଠାରୁ ପ୍ରବଳ ବର୍ଷା ହେବ । ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ ହେବ ଓ ଏହା ଲଘୁଚାପରେ ପରିଣତ ହେବ । ୧୪ ଓ
Read More...

ବିମାନବନ୍ଦରରୁ ୧୫ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ବିମାନବନ୍ଦରର କାର୍ଗୋ କମ୍ପ୍ଲେକ୍ସରେ ବିଭିନ୍ନ ଲଗେଜ୍‌ ଓ ପ୍ୟାକେଟ୍‌ ସବୁକୁ ସ୍କାନର୍‌ରେ ଯାଞ୍ଚ କରାଯାଉଥିଲା । ଏତିକିବେଳେ ଏକ ସନ୍ଦିଗ୍ଧ ପ୍ୟାକେଟ୍‌ ନଜରକୁ ଆସିଥିଲା । ତେଣୁ ସେହି ପ୍ୟାକେଟ୍‌କୁ ଭଲ ଭାବେ ଯାଞ୍ଚ କରାଯାଇଥିଲା ଏବଂ ସେଥିରେ ୧୫ କେଜି
Read More...

ଖଇରାର ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠରେ ପ୍ରତିଷ୍ଠା ଦିବସ ଓ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ଧାଉଡିଆ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ସ୍ଥିତ ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର ୪୫ତମ ପ୍ରତିଷ୍ଠା ଦିବସ ଏବଂ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ତଥା ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଡ. ନାରାୟଣ ମିଶ୍ରଙ୍କୁ ଛାତ୍ରଛାତ୍ରୀଙ୍କ ତରଫରୁ
Read More...

ବିଶ୍ୱ ସିମ୍ପାଞ୍ଜି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ବିଶ୍ୱ ସିମ୍ପାଞ୍ଜି ଦିବସ' କେବଳ ଏକ ଉତ୍ସବ ନୁହେଁ; ମଣିସର ଜଣେ ନିକଟତମ ସମ୍ପର୍କୀୟଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ତାହାର ସଂରକ୍ଷଣ କରିବା ପାଇଁ ଏହା ଏକ ବିଶ୍ୱସ୍ତରୀୟ ଆହ୍ଵାନ । ଆମର ଜିନ୍ ବା ଡିଏନ୍‌ଏର ୯୮ %ରୁ ଅଧିକ ଅଂଶୀଦାର କରି, ଏହି
Read More...