Daily Archives

ସପ୍ତଦଶ ଲୋକସଭା ଭଙ୍ଗ ପାଇଁ ଆଦେଶରେ ସ୍ୱାକ୍ଷର କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ୧୭ତମ ଲୋକସଭାକୁ ତତ୍କାଳ ପ୍ରଭାବ ସହିତ ଭଙ୍ଗ କରିବାକୁ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରାଷ୍ଟ୍ରପତିଙ୍କୁ ସୁପାରିସ କରାଯାଇଛି । ରାଷ୍ଟ୍ରପତି ୦୫.୦୬.୨୦୨୪ରେ କ୍ୟାବିନେଟର ଏହି ସୁପାରିସକୁ ଗ୍ରହଣ କରିଥିଲେ ଏବଂ ସମ୍ବିଧାନର ଅନୁଚ୍ଛେଦ ୮୫ର ଧାରା (୨)ର ଉପଧାରା (ବି)
Read More...

ମନ୍ତ୍ରୀ ମଣ୍ଡଳ ସହିତ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ମନ୍ତ୍ରିମଣ୍ଡଳ ସହିତ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଇସ୍ତଫା ଗ୍ରହଣ କରିବା ସହ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରିମଣ୍ଡଳକୁ ନୂତନ ସରକାର କାର୍ଯ୍ୟଭାର ଗ୍ରହଣ ନକରିବା ପର୍ଯ୍ୟନ୍ତ କାର୍ଯ୍ୟ
Read More...

କଣ୍ଟାବାଞ୍ଜିରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରାଟ ବିଜୟ ରାଲି

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରାଟ ରାଲି ବୁଧବାର ସନ୍ଧ୍ୟାରେ କଣ୍ଟାବାଞ୍ଜିରେ କରାଯାଇଛି । ସ୍ଥାନୀୟ ଗୋରୁ ବଜାର ପଡିଆରୁ ଆରମ୍ଭ ହୋଇ ରେଳ ଅଣ୍ଡର ବ୍ରିଜ, ଶାସ୍ତ୍ରୀ ଛକ, ଝରବାହାଲିଆ ଛକ, ଇନ୍ଦିରା ଛକ,
Read More...

ଯୁବ କୁଲୁତା ସମାଜର ଫରେଷ୍ଟ ଡିଭିଜନ୍‌ର ମିଳିତ ଉଦ୍ୟମରେ ଚାରା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଓ ବଲାଙ୍ଗିର ଫରେଷ୍ଟ ଡିଭିଜନ୍‌ର ମିଳିତ ଉଦ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଶୁଳ୍କ ୫୦୦ ଚାରା ସର୍ବ
Read More...

ରାଜୀବନଗର ନିବାସୀ ସନ୍ତୋଷ ବେହେରାଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜୀବନଗର ନିବାସୀ ସେନା ନିବୃତ କର୍ମଚାରୀ ସନ୍ତୋଷ ବେହେରା (୭୭)ଙ୍କ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ବେହେରା ଗତ ୩ ତାରିଖ ସକାଳରେ ଘର କାର୍ଯ୍ୟ ସାରି ମାଲପଡା ସ୍ଥିତ ସମ୍ପର୍କିୟ ଘରକୁ ବୁଲିବାକୁ ଯାଇଥିଲେ ଏବଂ ଦ୍ୱିପହର ୧୧ଟାରେ ତାଙ୍କ
Read More...

ସାଇଟ୍‌ କଲେଜରେ ବିଶ୍ୱ ପରିବେଶ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ୍‌ କଲେଜ ପରିସରରେ ଥିବା ଚନ୍ଦନ ବନଠାରେ ରାମଜୀ ଯୁବକ ସଂଘ ତରଫରୁ ବିଶ୍ୱ ପରିବେଶ ଦିବସ ଫାଳନ କରାଯାଇଥିଲା । ରାମଜୀ ଯୁବକ ସଂଘର ସଭାପତି ଡା. ପ୍ରମୋଦ କୁମାର ମିଶ୍ର ପରିବେଶର ତାତ୍ପର୍ଯ୍ୟ ଓ ପରିବେଶର
Read More...

ଋଷିକୂଲ୍ୟା ନଦୀ ସୁରକ୍ଷା ସତ୍ୟାଗ୍ରହରେ ପିପଲପଙ୍କା ଡ୍ୟାମ ପ୍ରକଳ୍ପ ପ୍ରତ୍ୟାହାର ଓ ବାଲି ଚୋରାଚାଲାଣ ବନ୍ଦ କରିବାକୁ…

ଗଞ୍ଜାମ, (କେପିଏନ୍‌ଏସ୍‌) : ବୁଧବାର ବିଶ୍ୱ ପରିବେଶ ଦିବସରେ ଋଷିକୂଲ୍ୟା ନଦୀ ତଟ ଗ୍ରାମ ବିଞ୍ଚଣାପଲି ଠାରେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ସତ୍ୟାଗ୍ରହ କରାଯାଇଛି । ମଙ୍ଗଳବାର ଠାରୁ ବିଶିଷ୍ଠ ପରିବେଶବିତ୍‌ ପ୍ରଫୁଲ୍ଲ ସମନ୍ତରା ଉପବାସରଖି ବୁଧବାର ଶେଷ କରି ସତ୍ୟାଗ୍ରହ ସ୍ଥଳରେ ଉପସ୍ଥିତ
Read More...

ନବ ନିର୍ବାଚିତ ସାଂସଦଙ୍କୁ ଜନସାଧାରଣଙ୍କ ତରଫରୁ ବିପୁଳ ସମ୍ୱର୍ଦ୍ଧନା ଜ୍ଞାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାରେ କ୍ଷମତାର ପରିବର୍ତ୍ତନ ହେବା ସହ ବିଜେପି ଶିବିର ରାଜ୍ୟରେ ଶାସନ କ୍ଷମତାକୁ ଆସିବାକୁ ପ୍ରସ୍ତୁତ ହେଉଛି । ନବ ନିର୍ବାଚିତ ବରଗଡ ସାଂସଦ ତଥା ବିଜେପିର ପ୍ରଭାବଶାଳୀ ନେତା ପ୍ରଦୀପ ପୁରୋହିତ ବରଗଡ ସାଂସଦ କ୍ଷେତ୍ରରେ ରେକର୍ଡ ସଂଖ୍ୟକ ଭୋଟ ହାସଲ
Read More...

ନୃସିଂହନାଥରେ ବିଶ୍ୱ ପରିବେଶ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ନୃସିଂହନାଥ ଗନ୍ଧମାର୍ଦ୍ଦନ ବନସ୍ପତି ଓ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ, ବରଗଡ଼ର ମିଳିତ ଆନୁକୁଲ୍ୟରେ ନୃସିଂହନାଥ ସ୍ଥିତ ଗନ୍ଧମାର୍ଦ୍ଦନ ବନସ୍ପତି ପରିସରରେ ବିଶ୍ଵ ପରିବେଶ ଦିବସ ବୁଧବାର ଏକ ନିଆରା ଢଙ୍ଗରେ ପାଳିତ ହୋଇଛି । ଉପସ୍ଥିତ
Read More...

ଅବସରକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଇଓ ଅଫିସର ବରିଷ୍ଠ କିରାଣୀ ବ୍ରଜରାଜ ବେହେରାଙ୍କ ଅବସକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଶିକ୍ଷାଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ବିଇଓ
Read More...