Monthly Archives

March 2024

ଓକିଲ ସଂଘ ନିର୍ବାଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ୨୦୨୪ - ୨୫ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସିଭିଲ୍‌ କୋର୍ଟ ବାର୍ ହଲ୍‌ଠାରେ ଅନୁଷ୍ଠିତ ଏହି ନିର୍ବାଚନରେ ସଂଘର ମୋଟ୍ ୫୬୭ ସଭ୍ୟରୁ ୪୩୩ ଜଣ ସଭ୍ୟ ଭୋଟ୍ ଦେଇଥିଲେ । ଓକିଲ…
Read More...

ଗଞ୍ଜାମ ଜିଲ୍ଲାର ବାଙ୍କେଶ୍ୱରୀଙ୍କ ପୀଠରେ ଭାରତ ସ୍କାଉଟ ଗାଇଡ଼ ପକ୍ଷରୁ ସେବା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡ଼ଡ଼ୁମ୍ବୁଳା ଗ୍ରାମରେ ସୁପ୍ରସିଦ୍ଧ ମା' ସିଦ୍ଧ ବାଙ୍କେଶ୍ୱରୀ ଦେବୀଙ୍କର ପୀଠ ପରିସରରେ ଭାରତ ସ୍କାଉଟ, ଗାଇଡ଼ ପକ୍ଷରୁ ସ୍ୱେଚ୍ଛାସେବୀମାନଙ୍କ ଦ୍ଵାରା ସେବା ଶିବିର କାର୍ଯ୍ୟ ସମ୍ପାଦିତ ହୋଇଥିଲା ।…
Read More...

ତୃତୀୟ ଥର ପାଇଁ ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ସଭାପତି ହେଲେ ଅମରେଶ କୁମାର ତ୍ରିପାଠୀ

ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ୨୦୨୪ - ୨୫ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସିଭିଲ୍‌ କୋର୍ଟ ବାର୍‌ ହଲ୍‌ଠାରେ ଅନୁଷ୍ଠିତ ଏହି ନିର୍ବାଚନରେ ଓକିଲ ସଂଘର ସଭାପତି ଭାବରେ ତୃତୀୟ ଥର ପାଇଁ ଅମରେଶ କୁମାର…
Read More...

ସ୍ଵାଭିମାନୀ ଓଡ଼ିଆଣୀର ଆମେ ଓଡ଼ିଆ ଭାରି ବଢ଼ିଆ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂତନ ଭାବେ ସୃଷ୍ଟି ହୋଇଥିବା ମହିଳା ଅନୁଷ୍ଠାନ ସ୍ୱାଭିମାନୀ ଓଡ଼ିଆଣୀ ତରଫରୁ ଆମେ ଓଡ଼ିଆ ଭାରି ବଢ଼ିଆ କାର୍ଯ୍ୟକ୍ରମ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବ୍‌ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କର୍ମକର୍ତ୍ତା ମାନସୀ ଦାସ ମହାପାତ୍ରଙ୍କ…
Read More...

ମିଡିଆ ଆଲୋଚନା ସଭା ୨୦୨୪ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମିଡିଆ କ୍ଲବ ଓ ରିମ୍ସର ମିଳିତ ଆନୁକୂଲ୍ୟରେ ମିଡ଼ିଆ କନକ୍ଲିଭ ବା ଆଲୋଚନା ସଭା ଛେଣ୍ଡ ସ୍ଥିତ ରିମ୍ସ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ୍‌ର ଉପଦେଷ୍ଟା ଡ. ପୀତବାସ ମିଶ୍ରଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ସଂଯୋଜନାରେ…
Read More...

ଲୋଇସିଂହା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚିତ : ରାଜୁ ସଭାପତି ଓ ପ୍ରଶାନ୍ତ ସାଧାରଣ ସମ୍ପାଦକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ସଭାପତି ଭାବେ ରମାକାନ୍ତ ନାଏକ ଓରଫ ରାଜୁ ମନୋନୀତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ପ୍ରଶାନ୍ତ ବେହେରା, ଉପସଭାପତି ଶୁଭେନ୍ଦୁ ସାହୁ, ଯୁଗ୍ମ…
Read More...

ପଦ୍ମପୁର ଓକିଲ ସଂଘ ନିର୍ବାଚନ : ଆନନ୍ଦ କୁମାର ପଣ୍ଡା ସଭାପତି ଓ ଚିନ୍ମୟ କୁମାର ପଣ୍ଡା ସମ୍ପାଦକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଓକିଲ ସଂଘ କାର୍ଯ୍ୟାଳୟ ଠାରେ ପଦ୍ମପୁର ଓକିଲ ସଂଘର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ସର୍ବସମ୍ମତି କ୍ରମେ ସଭାପତି ଆନନ୍ଦ କୁମାର ପଣ୍ଡା, ଉପସଭାପତି କେଶବ ସାହୁ, ସମ୍ପାଦକ ଚିନ୍ମୟ କୁମାର ପଣ୍ଡା, ସହସମ୍ପାଦକ ରୋହିତ…
Read More...

୧୦ କ୍ଵିଣ୍ଟାଲ ଖଇର କାଠ ଜବତ କଲା ଲୋଇସିଂହା ବନ ବିଭାଗ

ଲୋଇସିଂହା, (ବିମଳେନ୍ଦୁ ସାହୁ ) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅଧୀନ ସାଲେଭଟା ସେକ୍ସନର ନେଗିପାଲି ଫରେଷ୍ଟ ବିଟର ବୁଢ଼ିପଦର୍‌ଠାରେ ସ୍ଥାନୀୟ ବନ ବିଭାଗ ଏକ ନମ୍ବର ବିହୀନ ବୋଲେରୋ ପିକ୍‌ଅଫ୍‌ରୁ ପାଖାପାଖି ୧୦ କ୍ଵିଣ୍ଟାଲ ଖଇର କାଠ ଜବତ କରିଛି । ତେବେ ଡ୍ରାଇଭର ଜଣକ ଗାଡ଼ି ଛାଡ଼ି ଫେରାର…
Read More...

ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଲା ପୁଅ, ରସି ଲଗାଇ ନିଜେ ଝୁଲିପଡ଼ିଲା

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା ଅଞ୍ଚଳରେ ଶନିବାର ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରି ସାହିରେ ପାରିବାରିକ କଲହରୁ ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଛି ନିଜ ଜନ୍ମ କଲା ପୁଅ । ମୃତକ ହେଲେ…
Read More...

ରାଜ୍ୟରେ ତାପମାତ୍ରା ୪୦ ଡ଼ିଗ୍ରି ଅତିକ୍ରମ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷର ତାପମାତ୍ରା ୪୦ ଡ଼ିଗ୍ରି ଅତିକ୍ରମ କରିଛି । ମାଲକାନଗିରିରେ ଶନିବାର ଦିନ ତାପମାତ୍ରା ସର୍ବାଧିକ ୪୧ ଡ଼ିଗ୍ରି ଛୁଇଁଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ,…
Read More...