Daily Archives

ଆଗଲପୁର ବ୍ଲକ ସିଡିପିଓ ଅଫିସ ସମ୍ମୁଖରେ ଅଙ୍ଗନୱାଡି କର୍ମୀମାନଙ୍କ ଧାରଣା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀମାନଙ୍କ ଧାରଣା । ଅଭିଯୋଗ ଅନୁସାରେ ଦୀର୍ଘ ୪ ମାସର ଅଧିକ ସମୟ ହେବ ଶିଶୁ, ଗର୍ଭବତୀ ମହିଳା ତଥା କିଶୋରୀମାନଙ୍କୁ ଦିଆଯାଉଥିବା ଗରମ ରନ୍ଧା
Read More...

ବାଙ୍କେଲରେ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରାମପଂଚାୟତ ସଦରମହକୁମାଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ 'ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ/ପଂଚାୟତସ୍ତରୀୟ ସଚେତନତା ସଭା' ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଲେମଧର ସେବାଶ୍ରମର ବାର୍ଷିକୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାମାଜିକ ପରିବର୍ତ୍ତନ ପାଇଁ ଭଲ ମଣିଷ ଆବଶ୍ୟକ । ଭଲ ମଣିଷ ହେବାକୁ ପିଲାଟି ଦିନରୁ ମୂଳଦୁଆ ପଡିଥାଏ । ଏହା କେବଳ ବିଦ୍ୟାଳୟରୁ ନୁହେଁ ବରଂ ପରିବାର ସଦସ୍ୟଙ୍କ ଆଚରଣ ଓ ଉଚ୍ଚାରଣରୁ ତା' ଭିତରେ ଦୟା, କ୍ଷମା, ଶାନ୍ତି, ସହିଷ୍ଣୁତା, ପରୋପକାର ମନୋଭାବ
Read More...

ଖପ୍ରାଖୋଲ ବ୍ଲକରେ ନୂତନ ବିଡ଼ିଓ ଭାବେ ଦାୟିତ୍ୱ ନେଲେ ବିବେକାନନ୍ଦ ଷଡ଼ଙ୍ଗୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ବିବେକାନନ୍ଦ ଷଡ଼ଙ୍ଗୀ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ପୂର୍ବରୁ କାର୍ଯ୍ୟରତ ରହିଥିବା ବିଡ଼ିଓ ଆକାଶ ରଞ୍ଜନ ନାୟକଙ୍କୁ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକକୁ
Read More...

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀଙ୍କ କଳାବ୍ୟାଚ୍ ପିନ୍ଧି ପ୍ରତୀକ ଧାରଣା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ୬୬୨ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଫେବୃୟାରୀ ୫ ଓ ୬ ତାରିଖ ଦୁଇ ଦିନ ଧରି ଭୁବନେଶ୍ୱରରେ
Read More...

ବଗିଚା ହୋଟେଲ ଉପରେ ଚଢଉ କଲା ବଲାଙ୍ଗିର ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡ଼ାପାଲି ପାଖ ବଗିଚା ହୋଟେଲ ଉପରେ ଚଢଉ କରିଛି ବଲାଙ୍ଗିର ସଦର ପୋଲିସ । ଚଢଉ ବେଳେ ସେଠାରୁ ୬୫୦ ମିଲି ଲିଟରର ୨୪ଟି ବିୟର ବୋତଲ ସହ ୨୪ଟି କିଙ୍ଗ୍‌ ଫିସର୍‌ କେନ୍‌ ଜବତ ହୋଇଥିବା ବେଳେ ଉକ୍ତ ହୋଟେଲରେ ସପ୍ଲାଏ ମେନ୍‌
Read More...

କଣ୍ଟାବାଞ୍ଜିରେ ୱାଗନ୍ ମରାମତି କାରଖାନା ପ୍ରତିଷ୍ଠା ପାଇଁ ରେଳ ମନ୍ତ୍ରଣାଳୟ ୨୪୪.୭୭ କୋଟି ଅନୁମୋଦନ କରିଛି

ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ସେପ୍ଟେମ୍ବର ୨୦୨୩ରେ ଅନୁମୋଦନ ପାଇଁ ପଠାଯାଇଥିଲାୱାଗନ୍ ପିରିଓଡିକ ଓଭର ହାଉଲିଙ୍ଗ (ପିଓଏଚ୍) କାରଖାନାରେ ୨୦୦ ୱାଗନ୍ ପାଇଁ ମରାମତି କ୍ଷମତା ରହିବକଣ୍ଟାବାଞ୍ଜିରେ ୱାଗନ୍ ପିଓଏଚ୍ କାରଖାନା ପ୍ରତିଷ୍ଠା କରିବାକୁ ସ୍ଥାନୀୟ ଲୋକ ରେଳମନ୍ତ୍ରୀଙ୍କୁ ଦାବି
Read More...

ପୁସ୍ତକ ପଠନ ଏକ ତପସ୍ୟା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ପୁସ୍ତକ ପଠନ ଏକ ତପସ୍ୟା । ଏହାର ବିକଳ୍ପ ନାହିଁ । ପୁସ୍ତକ ଏକ ଭଲ ସାଙ୍ଗ ଯିଏ କି କେବେ ଧୋକା ଦିଏ ନାହିଁ । ଏ ମତପ୍ରକାଶ ପାଇଛି କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାକୟରେ ଆୟୋଜିତ ନୂଆ-ଓ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ । ଯୁକ୍ତ ୩ ନୋଡାଲ ଅଫିସର
Read More...

ସୁଦାମ ଚରଣ ଡିଗ୍ରୀ କଲେଜରେ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଷା ମଣିଷର ପରିଚୟ । ତେଣୁ ପ୍ରତିଟି ଭାଷାକୁ ନେଇ ଆମେ ନିଜକୁ ସମର୍ପିତ କରିବା ଦରକାର । ଶାସ୍ତ୍ରୀୟ ଓଡିଆ ଭାଷା ଆଜି ଅସ୍ମିତାର ଅନ୍ୱେଷଣ କରୁଛି । ତେଣୁ ଜୀବନବାଦୀ ହେବାକୁ ଆଜି ପ୍ରତିଟି ମଣିଷ ନିଜର ମାତୃଭାଷାର ଅସ୍ମିତାକୁ ବଞ୍ଚାଇବାକୁ ଉଦ୍ୟମ କରିବା
Read More...

ସୁଦାମ ମେମୋରିଆଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ରେଙ୍ଗାଲି ଦଳ ସେମିଫାଇନାଲକୁ ପ୍ରବେଶ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମପଞ୍ଚାୟତର କବିଚନ୍ଦ୍ରପୁରଠାରେ ଆଜି ବୁଧବାର ୧୬ ଗୋଟି ଦଳକୁ ନେଇ ଆରମ୍ଭ ହୋଇଛି ସୁଦାମ ମେମୋରିଆଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଆଜି ପ୍ରଥମ ଦିନରେ ୩ଟି ମ୍ୟାଚ୍‌ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ
Read More...