Daily Archives

ଗୋପିନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାହାଜବାହାଲରେ ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗୋପିନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାହାଜବାହାରେ ଚାଲିଥିବା ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପ୍ରତିଯୋଗିତା ଏକ ବର୍ଣ୍ଣାଢ୍ୟ ପରିବେଶରେ ସୋମବାର ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରେମାଧର ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ମହିଳାମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ମହକୁମାରେ ଥିବା ରାଜୀବ ଗାନ୍ଧୀ ପଂଚାୟତ ସମିତି ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ମହିଳା ଆତ୍ମସୁରକ୍ଷା ତାଲିମ ଶିବିରର ଉଦ୍‌ଘାଟନୀ ଦିବସ ଅନୁଷ୍ଠିତ ହୋଇଯାଇଛି । ୮ ଦିନ ଧରି ଚାଲିବାକୁ ଥିବା ଏହି ମହିଳା ଆତ୍ମସୁରକ୍ଷା
Read More...

ଅବସର ଗ୍ରହଣ କଲେ ପିଇଟି ଶିକ୍ଷକ ଅନ୍ତର୍ଯ୍ୟାମି ବିଶ୍ୱାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଟଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍କୁଲର ଖେଳ ଶିକ୍ଷକ ଅନ୍ତର୍ଯ୍ୟାମି ବିଶ୍ୱାଳଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ
Read More...

ଗଣତନ୍ତ୍ରର ସୁରକ୍ଷା ଓ ସମୃଦ୍ଧ କୋଶଲ ରାଜ୍ୟ ଗଠନ ପାଇଁ ପରିବାରବାଦ ରାଜନୀତିକୁ କବର ଦେବା ନିହାତି ଆବଶ୍ୟକ : ପ୍ରମୋଦ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଲ ଆନ୍ଦୋଳନକୁ ଶାଣିତ କରିବାକୁ ତଥା କୋଶଳାଞ୍ଚଳରେ ବିଶେଷ କରି ଅବିଭକ୍ତ ବଲାଙ୍ଗିର ଜିଲ୍ଲାରେ ପରିବାରବାଦ ରାଜନୀତିକୁ ପ୍ରତିହତ କରିବା ପାଇଁ ବିଶିଷ୍ଟ କୋଶଲବାଦୀ ନେତା ପ୍ରମୋଦ ମିଶ୍ର ବିଭିନ୍ନ ଅଂଚଳକୁ ଗସ୍ତ କରି ସଭା, ସମିତିମାନ କରୁଛନ୍ତି । ଏହି
Read More...

ଦ୍ଵିତୀୟ ଦିବସରେ ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା : ୪-୨ ଗୋଲରେ ବୀରମହାରାଜପୁର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ଜାତୀୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବୁଧବାର ଆୟୋଜିତ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ କ୍ଲବର ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ସମ୍ମାନିତ
Read More...

ଦୁଇ ପରିବାର ମଧ୍ୟରେ ସଂଘର୍ଷ ବେଳେ ଡିନାମାଇଟ୍ ମାଡ ଅଭିଯୋଗ, ଯୁବକଙ୍କ ହାତରେ ଫୁଟିଗଲା ଡିନାମାଇଟ୍

କଣାସ : ଦୁଇ ପରିବାରର ଗଣ୍ଡଗୋଳରୁ ଡିନାମାଇଟ୍ ମାଡ ଅଭିଯୋଗ । ଫିଙ୍ଗିବା ବେଳେ ଉତ୍ତ୍ୟକ୍ତ ଯୁବକଙ୍କ ନିଜ ହାତରେ ଫୁଟିଗଲା ଡିନାମାଇଟ୍ । ଆହତ ଅବସ୍ଥାରେ ଯୁବକ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଗଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ପୋଲିସ ହାତରେ ଧରାପଡିଲେ । ପୁରୀ ଜିଲ୍ଲା କଣାସ ଥାନା
Read More...

ବ୍ରାଉନସୁଗାର ଜବତ : ବ୍ୟବସାୟୀ ଗିରଫ

ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପୁଣି କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ରାଜଧାନୀ ଭୁବନେଶ୍ୱରରୁ ବ୍ରାଉନସୁଗାର ଜବତ କରିଛି । ଏହି ମାମଲାରେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ
Read More...

୫୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ସିଜ୍‌, ଦୁଇ ବେପାରୀଙ୍କୁ ବାନ୍ଧିଲା ପୋଲିସ

ପୁରୀ : ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ବାନ୍ଧିଲା ପୋଲିସ । ପୁରୀ ସହରରେ ବ୍ରାଉନ୍‌ସୁଗାର ବେପାର କରିବାକୁ ଆସି ଗିରଫ ହୋଇଛନ୍ତି ଦୁଇ ବ୍ୟବସାୟୀ । ଗିରଫ ଅଭିଯୁକ୍ତଙ୍କୁ ନିକଟରୁ ୫୨୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି
Read More...

ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ମିଶିଲେ ନୀଳଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପି ନେତା ଶିଶିର ମହାପାତ୍ର ଫାଉଣ୍ଡେସନ ସଭାପତି ସବ୍ୟସାଚୀ ମହାପାତ୍ର । ନୀଳଗିରି ମ୍ୟୁନିସିପାଲିଟିର ୬ ନମ୍ବର ୱାର୍ଡର କାଉନ୍‌ସିଲର୍‌ ପ୍ରତାପ ସେଠୀ, ନୀଳଗିରି ବ୍ଲକ୍
Read More...

ପଞ୍ଚାୟତ କାର୍ଯ୍ୟାଳୟ ତାଲା ଭାଙ୍ଗି ଲୁଟ୍ : ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ନେଇଗଲେ ଦୁର୍ବୃତ୍ତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତ କାର୍ଯ୍ୟାଳୟରୁ ତାଲା ଭାଙ୍ଗି ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ । କାର୍ଯ୍ୟାଳୟର ଏଲ୍‌ଇଡି ଟିଭି, ଇନଭର୍ଟର, ଇନଭର୍ଟର ବ୍ୟାଟେରୀ, ସାଉଣ୍ଡ ମେସିନ, ଅଫିସ୍ ସାମଗ୍ରୀ,
Read More...