ଝାରବନ୍ଧ ପାଲଟିଛି କି ନକଲିଙ୍କ ଗଡ଼ ? ଜାଲ ସମ୍ପାଦକ ପରେ ଏବେ ନକଲି ସରପଞ୍ଚ ଆର୍ବିଭାବ : ମାମଲା ଥାନାରେ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଅଞ୍ଚଳରେ ଜାଲ ସଂପାଦକଙ୍କ ମାଟ୍ରିକ ଫେଲ ବିଏ ପାସର କଳାକାରନାମାର ଚର୍ଚ୍ଚା ଥମି ନଥିବା ବେଳେ ଆଉ ଏକ ନକଲି କାରବାର ମାମଲା ଥାନାରେ ପହଞ୍ଚିଛି । ସରପଞ୍ଚ ସିଲ ମୋହର, ଲେଟର ପେଡ, ଦସ୍ତଖତକୁ ଜାଲ କରି ବିଭିନ୍ନ!-->…
Read More...
Read More...