Yearly Archives

2023

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧା ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା ବଲାଙ୍ଗିର ୫୭ତମ ଜାତୀୟ ରାଜପଥ ରଇଠାଣା ଛକଠାରେ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡ଼ିଟି ଧକ୍କା ଦେଇ ଫେରାର ମାରିଥିବା ସୂଚନା ମିଳିଛି । ତେବେ ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ଏନେଇ ପୋଲିସକୁ
Read More...

କୁଇନ୍ସଲ୍ୟାଣ୍ଡରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ବୁଢିଆଣୀ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ମ୍ୟୁଜିୟମର ଅନୁସନ୍ଧାନକାରୀଙ୍କ ଦ୍ୱାରା ଏକ ବିରଳ ତଥା ବିଶାଳ ବୁଢିଆଣୀ ଆବିଷ୍କୃତ ହୋଇଛି । ବ୍ରିସବେନର ପଶ୍ଚିମରେ ରେଶମ ଏବଂ ମାଟିରେ ନିର୍ମିତ ଏକ ଜାଲ ତଳେ ଏହି ବିରଳ ପ୍ରଜାତିର ବୁଢିଆଣୀ ଲୁଚି ରହିଥିବା ଦେଖିବାକୁ ମିଳିଥିଲା ​। ଏହି
Read More...

ସ୍କୁଲ ସାମ୍ନାରେ ଛାତ୍ରଙ୍କୁ ଧକ୍କା ଦେଲା କାର : ୧ ମୃତ, ୧ ଆହତ ଓ ୨ ଗୁରୁତର

ସୋନପୁର : ସୋନପୁର ବ୍ଲକ ସରଧାପାଲି ଉଚ୍ଚ ପ୍ରଥମିକ ବିଦ୍ୟାଳୟ ସମୁଖରେ ଏକ କାର୍ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଏହି ଦୁର୍ଘଟଣା ଫଳରେ ଦୁଇ ଜଣ ଛାତ୍ର ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ସୋନପୁର ଡାକ୍ତରଖାନାରେ
Read More...

ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଉପଲକ୍ଷେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବିଶାଳ ରାଲି କଲା ସହର ପରିକ୍ରମା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ଚୈତ୍ର ଶୁକ୍ଳ ପ୍ରତିପଦା, ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉପଲକ୍ଷେ ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ସହରର ସର୍ଗିଗୁଡା ରାମ
Read More...

ଓଡ଼ିଶା ପୋଲିସକୁ ସଫଳତା : ଓଡ଼ିଶା-ଆନ୍ଧ୍ର ସୀମାରୁ ବିସ୍ପୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି : ଓଡ଼ିଶା ପୋଲିସକୁ ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ସୀମା ଆନ୍ଧ୍ରପ୍ରଦେଶର କୁସୁମପୁଟ ଅଞ୍ଚଳରୁ ସର୍ଚ୍ଚ ଅପରେସନ ସମୟରେ ବିପୁଳ ମାଓ ସାମଗ୍ରୀ ଓ ବିସ୍ପୋରକ ଜବତ ହୋଇଛି । ଏ ନେଇ ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମାଲକାନଗିରି ପୋଲିସ ପକ୍ଷରୁ
Read More...

ଡାକ୍ତର ପରମାନନ୍ଦ ମିଶ୍ରଙ୍କୁ ମିଳିଲା ଆନ୍ତର୍ଜାତୀୟ ଫେମ୍‌ ଆୱାର୍ଡ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁରର ଯୁବ ଦନ୍ତ ଚିକିତ୍ସକ ଡାକ୍ତର ପରମାନନ୍ଦ ମିଶ୍ରଙ୍କୁ ମିଳିଲା ଆନ୍ତର୍ଜାତୀୟ ଫେମ୍‌ ଆୱାର୍ଡ । ଶ୍ରେଷ୍ଠ ଦନ୍ତ ଚିକିତ୍ସକ ବର୍ଗରେ ମନୋନୀତ ହୋଇ ସେ ଏହି ପୁରସ୍କାର ପାଇଛନ୍ତି । ଗତ ୧୮ ତାରିଖରେ ଦିଲ୍ଲୀର ଏକ ତାରକା ହୋଟେଲରେ ଆୟୋଜିତ ସ୍ୱତନ୍ତ୍ର
Read More...

ଭଙ୍ଗାଗଲା ଅପରାଧୀ ଚିତ୍ତ ମହାନ୍ତିର ଆର୍ଯ୍ୟା ମେରେଜ୍‌ ପେଲେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ଚିତ୍ତ ମହାନ୍ତିର ବଲାଙ୍ଗିର-ଟିଟିଲାଗଡ ରାସ୍ତାରେ ଥିବା ଆର୍ଯ୍ୟା ମେରେଜ୍‌ ପେଲେସରେ ଲାଗିଲା ବଲାଙ୍ଗିର ପୋଲିସର ବୁଲ୍‌ଡୋଜର । ଏହି କିଛି ଦିନ ତଳେ ଇଡ୍‌କୋର ଅନୁରୋଧ କ୍ରମେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଆର୍ଯ୍ୟା
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ବୋଲେରୋ ସହ ୧୪ କେଜି ୩୦୦ ଗ୍ରାମ ବେଆଇନ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବବର୍ଷ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଚୈତ୍ର ଶୁକ୍ଳ ପ୍ରତିପଦା ଅବସରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସିଦ୍ଧେଶ୍ୱର ମିଶ୍ର ଯୋଗ ଦେଇ ହିନ୍ଦୁ ନବବର୍ଷ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ପ୍ରଧାନ
Read More...

ମାର୍ଚ୍ଚ ୩୧ ଯାଏ ବଢ଼ିଲା ଓଜେଇଇ ଆବେଦନ

ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇର ଅନ୍‌ଲାଇନ ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୦ ତାରିଖ ଥିଲା । ହେଲେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଅନ୍‌ଲାଇନ୍‌ ଆବେଦନ ଗ୍ରହଣ କରିବାକୁ ସମୟସୀମା ବୃଦ୍ଧି କରାଯାଇଛି । ଯାହା ମାର୍ଚ୍ଚ ୩୧ ତାରିଖ ଦିନ ୧୧ଟା ଯାଏ ରହିଛି । ଏ
Read More...