Yearly Archives

2023

ରଜ ପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ସାରା ରାଜ୍ୟରେ ଚାଲିଥିବା ରଜ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ; “ସମଗ୍ର ଓଡିଶାରେ ଚାଲିଥିବା ରଜ ଉତ୍ସବର ଶୁଭେଚ୍ଛା । ଏହି ଶୁଭ ଉତ୍ସବ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି
Read More...

ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ପାଇଁ ଖପ୍ରାଖୋଲ ବ୍ଲକ ସ୍ତରୀୟ ବିଜେପି ସଙ୍ଘ ତରଫରୁ ଦାବୀପତ୍ର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ପାଇଁ ଖପ୍ରାଖୋଲ ବ୍ଲକ ସ୍ତରୀୟ ବିଜେପି ସଙ୍ଘ ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ବର୍ତ୍ତମାନ ପାରଦ ୪୩ ଡିଗ୍ରୀ ଉପରେ ଥିବା ବେଳେ ପ୍ରବଳ
Read More...

ଲାଠୋର ପୋଲିସର ସଫଳତା : ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଦୁଇ ମହିଳାଙ୍କୁ କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରୋଡ଼ ରେଳଷ୍ଟେସନରୁ ବୁଧବାର ଅପରାହ୍ନ ସମୟରେ ଲାଠୋର ପୋଲିସ ଟ୍ରେନରେ ଗଞ୍ଜେଇ ଚାଲାଣ ବେଳେ ଗଞ୍ଜେଇ ସହ ଦୁଇ ମହିଳାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ମହାରାଷ୍ଟ୍ର ରାଜ୍ୟ ନାଗପୁର ସହରର ଇତବାରୀ ନଗରର ଜଣେ
Read More...

ଝାରବନ୍ଧ ବ୍ଲକ ସ୍ତରୀୟ ଲୋକକଳା ଦିବସ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ବ୍ଲକସ୍ତରୀୟ ଲୋକକଳା ଦିବସ ୨୦୨୩ ପାଳିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣଙ୍କ ସମେତ ଏମ୍‌.ପି ପ୍ରତିନିଧି ହରିହର ସାହୁ, ଏବିଡ଼ିଓ ଭୀଷ୍ମଦେବ ମାଝୀ
Read More...

ବୀର ବିକ୍ରମାଦିତ୍ୟ ସିଂହ ବରିହାଙ୍କ ସ୍ମୃତି କମିଟି ଗଠିତ : ଆସନ୍ତା ୧୭ ତାରିଖ ନୃସିଂହନାଥରେ ପ୍ରଥମ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବରର ଜମିଦାର ଯୁବରାଜ ସ୍ୱର୍ଗତ ବିକ୍ରମାଦିତ୍ୟ ସିଂହ ବରିହା ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଏକ ସ୍ମୃତି କମିଟି ଜବାହାରଲାଲ ସିଂ ବରିହାଙ୍କ ସଭାପତିତ୍ୱରେ ଓ ଯୁବରାଜଙ୍କ ସାନପୁଅ ସୁରେନ୍ଦ୍ର ପ୍ରତାପ ସିଂହ ବରିହାଙ୍କ ଆବାହକତ୍ୱରେ କମିଟି ଗଠିତ
Read More...

ଖଇରାଠାରେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ସାମାଜିକ ସଚେତନତା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡାର ଏକ ସାମାଜିକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ଚକ୍ରଧର ଜାନିଙ୍କ ସଭାପତିତ୍ୱରେ ଜିଲ୍ଲା ଉପସଭାପତି ଶରତ ଚନ୍ଦ୍ର ସିଂ
Read More...

ଶାନ୍ତିପଡ଼ା ଟାଇଗର ୟୁଥ୍‌ କ୍ଲବ ପକ୍ଷରୁ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସ୍ଥାନୀୟ କଚେରି ଛକଠାରେ ଶାନ୍ତିପଡ଼ା ଟାଇଗର ୟୁଥ୍‌ କ୍ଲବ ପକ୍ଷରୁ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କ୍ଲବର ସମସ୍ତ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
Read More...

ବ୍ରହ୍ମପୁର ସରକାରୀ ପଲିଟେକନିକ୍ ଅନୁଷ୍ଠାନ ପକ୍ଷରୁ ଟ୍ରାଫିକ ନିୟମ ଉପରେ ସଚେତନା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକଠାରେ ବ୍ରହ୍ମପୁର ସରକାରୀ ପଲିଟେକନିକ୍ ଅନୁଷ୍ଠାନ ପକ୍ଷରୁ ଟ୍ରାଫିକ ନିୟମ ଉପରେ ଏକ ସଚେତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅଧ୍ୟକ୍ଷ ଇଂ. ନିଶାକର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠାନର ଶେଷ
Read More...

ଡେଲାଙ୍ଗରେ ବ୍ଲକସ୍ତରୀୟ ଲୋକକଳା ଦିବସ ୨୦୨୩ ପାଳିତ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଓଡ଼ିଶାର ଲୋକକଳା, ଲୋକନୃତ୍ୟ ଓ ଲୋକସଙ୍ଗୀତର ପୁନଃ ଉଦ୍ଧାର, ସଂରକ୍ଷଣ, ପ୍ରଚାର ପ୍ରସାର ଏବଂ କଳାକାରମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ୧୪ ତାରିଖକୁ 'ଲୋକକଳା ଦିବସ' ଭାବେ ପାଳନ କରିବା ପାଇଁ
Read More...

ପେଲେସ ଲାଇନ ସ୍ଥିତ ଇଲେକ୍ଟ୍ରି ଅଫିସ ସାମନାରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ବିଜେପିର ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପେଲେସ ଲାଇନ ସ୍ଥିତ ଇଲେକ୍ଟ୍ରି ଅଫିସ ସାମନାରେ ବଲାଙ୍ଗିର ବିଜେପି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ପ୍ରତିବାଦ ସଭା ସହରରେ ହେଉଥିବା ଅଘୋଷିତ ବିଦ୍ୟୁତ କାଟ ବିରୁଦ୍ଧରେ ହୋଇଥିବା ବେଳେ ଇଲେକ୍ଟ୍ରି ଅଫିସ ସାମନାରେ
Read More...