Yearly Archives

2023

ବାଇକ୍ ପଛକୁ ଧକ୍କା ଦେଲା ଟ୍ରଲର : ୧ ମୃତ, ୧ ଗୁରୁତର

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ସା'ପଡ଼ା ଛକଠାରେ ଏକ ଟ୍ରଲର ବାଇକ୍‌କୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ଖବରପାଇ ବଡ଼ମାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନା
Read More...

ବିଭିନ୍ନ ସ୍ଥାନରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଞ୍ଚାୟତର ସରପଞ୍ଚ ତୁଳସେ ଭୋଇ ଯୋଗ ଦେଇ ଜାତୀୟ
Read More...

୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜୟଶ୍ରୀ କେମିକାଲ ଶ୍ରମିକ ସଙ୍ଘ ତରଫରୁ ସଙ୍ଘ ଅଫିସ ଠାରେ ସିପିଆଇ ଗଞ୍ଜାମ ବ୍ଲକ ସହସମ୍ପାଦକ ବିଶ୍ୱନାଥ ବିଶ୍ୱାଳଙ୍କ ସଭାପତିତ୍ୱରେ ୭୪ତମ ସାଧାରତନ୍ତ୍ର ଦିବସ ପାଳିତ ହୋଇଯାଇଛି । ୟୁନିଅନ ସଭାପତି ତଥା ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡୀ
Read More...

ଲୋଇସିଂହାରେ ରଙ୍ଗିଲା କପ ନାଇଟ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଲୋଇସିଂହା, (କେପିଏନ୍‌ଏସ୍‌) : ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଲୋଇସିଂହା ଷ୍ଟାଡିୟମ ପରିସରରେ ସ୍ୱର୍ଗତ କାମାକ୍ଷ୍ୟା ପ୍ରସାଦ ହେର୍ଣ୍ଣା ମେମୋରିଆଲ ରଙ୍ଗିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ବୁର୍ଡା ଫାଇଭ ଷ୍ଟାର ଓ କର୍ଲିପାଟ ସୁପର କିଙ୍ଗ ମଧ୍ୟରେ ଆୟୋଜିତ
Read More...

ସ୍ୱିଚଅନ୍ ଫାଉଣ୍ଡେସନ ଦ୍ୱାରା ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଦେଓଗାଁ, (କେପିଏନଏସ୍‌) : ଦେଓଗାଁ ବ୍ଲକ ଅଧିନସ୍ଥ ମକୁନ୍ଦପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ହିର୍ଲିମାଲ ଗ୍ରାମର କ୍ଲବ ପ୍ରାଙ୍ଗଣରେ ସ୍ୱିଚଅନ୍ ଫାଉଣ୍ଡେସନ ଦ୍ୱାରା ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଉକ୍ତ ପତାକା ଉତ୍ତୋଳନ ସମାରୋହରେ ଗ୍ରାମର ଛଅଗୋଟି ମହିଳା ସ୍ୱୟଂ ସହାୟକ
Read More...

୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଆଜି ୭୪ତମ ସାଧାରଣତନ୍ତ୍ର ଦିବସ ଖୋର୍ଦ୍ଧା ସ୍ଥିତ ଅଣ୍ଡା ଗ୍ରାମରେ ଥିବା ତପସ୍ୟା ଜନକଲ୍ୟାଣ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି । ଶ୍ରୀ ଶାଳେଶ୍ୱର ସ୍ଵପ୍ନେଶ୍ୱର୍ ଦେବ ବିଦ୍ୟାପୀଠର ସମସ୍ତ ଛାତ୍ରଛାତ୍ରୀମାନଙ୍କ ସହିତ ଅନୁଷ୍ଠାନର ସଦସ୍ୟମାନେ ମଧ୍ୟ ଉପସ୍ଥିତ
Read More...

ଟାଉନହଲଠାରେ ତ୍ରୟୋଦଶ ଭୋଟର ଦିବସ ପାଳିତ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ଆଜି ଦିନ ୧୧ ଘଣ୍ଟା ସମୟରେ ବୌଦ୍ଧ ଟାଉନହଲଠାରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ତ୍ରୟୋଦଶତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ସତ୍ୟଜିତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ । ଉକ୍ତ
Read More...

ବାଲିଗୁଡା ଉପଖଣ୍ଡସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ସାରା ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ବାଲିଗୁଡାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ଡାକବାଜି ଯନ୍ତ୍ର ଯୋଗେ ପ୍ରତ୍ୟୁଷରେ ରାମଧୂନ ପରିବେଷଣ କରାଯାଇଥିଲା । ସକାଳ ୭ ଘଣ୍ଟା ସମୟରେ ଉପଖଣ୍ଡର
Read More...

ସାହିତ୍ୟ ସାଧକ ରମେଶ ଚନ୍ଦ୍ର ପୁରୋହିତଙ୍କ ତୃତୀୟ ପୁସ୍ତକ ‘ପ୍ରବାଦ ପୁରୁଷ’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନଠାରେ ସାହିତ୍ୟ ସାଧକ ରମେଶ ଚନ୍ଦ୍ର ପୁରୋହିତଙ୍କ ତୃତୀୟ ପୁସ୍ତକ ‘ପ୍ରବାଦ ପୁରୁଷ’ ଉନ୍ମୋଚିତ ହୋଇଯାଇଛି । ପୁସ୍ତିକର ସ୍ରଷ୍ଟା ଶ୍ରୀ ପୁରୋହିତ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡ. ସନ୍ତୋଷ କୁମାର ରଥ, କବି ଭାଗିରଥୀ ମିଶ୍ର,
Read More...

ଗଣତନ୍ତ୍ର ଦିବସରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ମାଲକାନଗିରି : ପବିତ୍ର ସାଧରଣତନ୍ତ୍ର ଦିବସ ଓ ସରସ୍ୱତୀ ପୂଜା ଅବସରରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା ଓ
Read More...