Yearly Archives

2023

କୁଶଙ୍ଗ ଏସ୍‌ବିଆଇ ଶାଖାରେ ଗ୍ରାହକଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଶଙ୍ଗ ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ହଇରାଣ କରାଯାଉଥିବା ନେଇ ବ୍ୟାଙ୍କର ବଲାଙ୍ଗିର ଆଞ୍ଚଳିକ ମହାପ୍ରବନ୍ଧକଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, କୁଶଙ୍ଗ ଗ୍ରାମର ରାଜେନ୍ଦ୍ର ନାରାୟଣ ଅଗ୍ରୱାଲ ନାମକ
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ରାମଧୂନ, ସକାଳେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଭାତ ଫେରି, ବିଭିନ୍ନ
Read More...

ଡେଲାଙ୍ଗରେ ବିଭିନ୍ନ ସ୍ଥାନରେ ୭୪ତମ ଗଣତନ୍ତ୍ର ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାୁଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଉତ୍ସବରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଏବିଡ଼ିଓ ପ୍ରଦୀପ୍ତ କୁମାର
Read More...

ପାଟଣାଗଡ଼ରେ ୭୪ତମ ଉପଖଣ୍ଡୀୟ ସାଧାରଣତନ୍ତ୍ର ଦିବସ ପାଳିତ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ରେ ୭୪ତମ ଉପଖଣ୍ଡୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଉପଖଣ୍ଡୀୟସ୍ତରୀୟ ଦିବସରେ ମୁଖ୍ୟଅତିଥି ଭାବରେ ସ୍ଥନୀୟ ରମାଇହାଇ ସ୍କୁଲ ପଡ଼ିଆରେ ଉପଜିଲ୍ଲାପାଳ ଡକ୍ଟର ବିଜୟା ନନ୍ଦ ସେଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବା
Read More...

ବଙ୍ଗୋମୁଣ୍ଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଖୋଲାନ ଚାମ୍ପିୟନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସର୍ବସାଧାରଣ ଖେଳପଡିଆରେ ଚାଲିଥିବା ସ୍ୱାମୀ ବିବେକାନନ୍ଦ ପାଠାଗାର ଓ ଏଥ୍‌ଲେଟିକ ଏସୋସିଏସନ ପକ୍ଷରୁ ଚାଲିଥିବା ବଙ୍ଗୋମୁଣ୍ଡା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କାର୍ଯ୍ୟାଳୟରେ ୭୪ତମ ଗଣତନ୍ତ୍ର ଦିବସ ପାଳନ

ବଲାଙ୍ଗର, (କେପିଏନ୍‌ଏସ୍‌) : ୭୪ତମ ଗଣତନ୍ତ୍ର ଦିବସ ଅବସରରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି​ । ଅଧିକାରୀ ତଥା ଯବାନଙ୍କ ଉପସ୍ଥିତିରେ ୟୁନିଟ୍ କ୍ୱାର୍ଟର ଗାର୍ଡରେ କମାଣ୍ଡାଣ୍ଟ ପୱନ କୁମାର ତିୱାରୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ
Read More...

ସାଧାରଣତନ୍ତ୍ର ଦିବସରେ ଆତ୍ମସମର୍ପଣ କଲେ ୩ କୁଖ୍ୟାତ ମାଓବାଦୀ

ମାଲକାନଗିରି : ମାଲକାନଗିରି ପୋଲିସ ନିକଟରେ ସାଧାରଣତନ୍ତ୍ର ଦିବସରେ ଜଣେ ମହିଳା ମାଓବାଦୀଙ୍କ ସହ ଅନ୍ୟ ୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡିଛି । ମହିଳା ମାଓବାଦୀଙ୍କ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜି ଅପରେସନ୍ ଅମିତାଭ
Read More...

ଅସଲି ମଦ ଦୋକାନରେ ନକଲି ମଦ କାରବାର, ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅସଲି ମଦ ଦୋକାନରେ ନକଲି ମଦ କାରବାରକୁ ନେଇ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପଦ୍ମପୁର ଅବକାରୀ ପୋଲିସ । ସୂଚନାଯୋଗ୍ୟ ଯେ, ପଦ୍ମପୁର ଅବକାରୀ ଥାନା ଅନ୍ତର୍ଗତ ଜମଲା ଅଞ୍ଚଳରେ ନକଲି ବିଦେଶୀ ମଦ ତିଆରି କରି ବିକ୍ରି କରୁଥିବା ନେଇ ଖବର ପାଇବା ପରେ ଏହାର
Read More...

ଆଜି ‘କୋଶଳ ପ୍ରବାହ’ର ସଂପାଦକ ତଥା ବିଶିଷ୍ଟ କବି ଆନଂଦ ଚଂଦ୍ର ସାହୁଙ୍କ ଜନ୍ମଦିନ : ଛୁଟୁଛି ଶୁଭେଚ୍ଛାର ସୁଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ‘କୋଶଳ ପ୍ରବାହ’ର ସଂପାଦକ ତଥା ବିଶିଷ୍ଟ କବି ଆନଂଦ ଚଂଦ୍ର ସାହୁଙ୍କ ଶୁଭ ଜନ୍ମଦିନ । ଏହି ଅବସରରେ ବିଭିନ୍ନ ସାମାଜିକ ଓ ସାହିତ୍ୟ ସଂଗଠନ ତଥା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦୀର୍ଘ ୨୩ ବର୍ଷ ଧରି ‘କୋଶଳ ପ୍ରବାହ’
Read More...

ପୁରୀରେ ରଥକାଠ ଅନୁକୂଳ

ପୁରୀ : ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଯାଇଛି । ଗୁରୁବାର ପରମ୍ପରା ଅନୁଯାୟୀ ରଥଖଳାରେ ୩ଟି ଧଉରା କାଠ ପୂଜାର୍ଚ୍ଚନା କରାଯାଇଛି । ଏହି କାଠରେ ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦେବଦଳନ ରଥର ଗୁଜ ଅନୁକୂଳ କରାଯିବ ।
Read More...