Yearly Archives

2023

ସଟପିଟ ଟାଙ୍କିରେ ପଡି ଚାଲିଗଲା ୩ ବର୍ଷର ନାବାଳକର ଜୀବନ

ଚମ୍ପୁଆ : ସଟପିଟ ଟାଙ୍କିରେ ପଡି ପ୍ରାଣ ହରାଇଲେ ୩ ବର୍ଷର ନାବାଳକ । ଏପରି ଅଭାବନୀୟ ଘଟଣା ଘଟିଛି ନାରଦପୁର ମୁଣ୍ଡା ସାହିରେ । ସୂଚନା ଅନୁସାରେ, ନାରଦପୁର ମୁଣ୍ଡା ସାହିର ବିଶୁ ମୁଣ୍ଡା ତାଙ୍କ ପତ୍ନୀଙ୍କ ସହ କାମ କରିବାକୁ ବାହାରକୁ ଯାଇଥିଲେ । ଏହି ସମୟରେ ଘରେ ଏକୁଟିଆ ଥିବା ୩ ବର୍ଷର ପୁଅ
Read More...

ଅପରାଧୀ ହୁସିଆର୍‌, ତେଜିଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଅବାଧ ଭାବରେ ବଢୁଥିବା କ୍ରାଇମ ଉପରେ ରୋକ ଲଗାଇବାକୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ । ଏନେଇ ସରକାରୀ ସ୍ଥାନରେ ଗଢି ଉଠିଥିବା ବିଭିନ୍ନ ଦୋକାନ ଯେଉଁଠି ଅପରାଧୀମାନେ ବସି ବିଭିନ୍ନ ଘଟଣା
Read More...

ଚକ୍‌ଖଡ଼ିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସୂର୍ଯ୍ୟ

କଟକ : ୨୦୧୯ ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ତେଣୁ ଏହି ଦିନକୁ ବ୍ଲାକ୍‌ ଡେ' ଭାବେ ପାଳନ କରାଯାଉଛି । ସେଥିରେ ଯେଉଁ ଭାରତୀୟ ଯବାନ ସହିଦ ହୋଇଥିଲେ ସେହି ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୫୫ ନଂ. ୱାର୍ଡ ବିଦ୍ୟାଧରପୁର ଅନ୍ତର୍ଗତ ଗୌତମନଗରର ସୂର୍ଯ୍ୟ ନାରାୟଣ
Read More...

ରାମଚଣ୍ଡୀଙ୍କ ସପ୍ତମହାଯଜ୍ଞ ଉଦ୍‌ଯାପିତ ଓ ଯମୁନା ସ୍ନାନ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ସପ୍ତମହାଯଜ୍ଞ ଉଦ୍‌ଯାପିତ ହୋଇ ସୋମବାର ସକାଳେ ଯମୁନା ସ୍ନାନ ସମାହିତ ହୋଇଯାଇଛି । ସୋମବାର ସକାଳେ ଦଧିହାଣ୍ଡି ଭଗ୍ନ, ସମସ୍ତ ଯଜ୍ଞ କୁଣ୍ଡରେ ଚାରମାଳ ଫିଟା, ବର୍ଣ୍ଣାଢ଼୍ୟ ପଟୁଆରରେ ଯମୁନା ସ୍ନାନ ସମ୍ପନ୍ନ ହୋଇଯାଇଛି
Read More...

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର

ସିଂହପୁର : ଯାଜପୁର ଜିଲ୍ଲା ବିଞ୍ଝାରପୁର ତହସିଲ ଅନ୍ତର୍ଗତ ଜରୀ ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ପରିବାରର ୬ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଜରୀ ଗ୍ରାମର ରାଜେନ୍ଦ୍ର ମଲିକ,
Read More...

ସଡ଼କ ଦୁର୍ଘଟଣାରେ ନବଦମ୍ପତିଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠସ୍ଥ ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳ ଗୋଳନ୍ଥରା ଥାନା ନିକଟରେ ଗୋଟିଏ ଟ୍ରାକ୍ଟର ଧକ୍କାରେ ନବଦମ୍ପତିଙ୍କ ମୃତ୍ୟୁ ଭଳି ଏକ ଦୁଃଖଦାୟକ ଅଭାବନୀୟ ଘଟଣା ଗତକାଲି ଘଟିଯାଇଛି । ନବଦମ୍ପତିଙ୍କର ତିନିଦିନ ତଳେ ତେଲୁଗୁ ବୈଦିକ ରୀତିରେ
Read More...

ପୁରୀ ପ୍ରବେଶ ପଥରେ ଉଡିଲା ବିଶାଳ ଜାତୀୟ ପତାକା

ପୁରୀ : ପୁରୀ ପ୍ରବେଶ ପଥ ବୀରହରେକୃଷ୍ଣପୁର ଛକରେ ଉଡିଲା ବିଶାଳ ଜାତୀୟ ପତାକା । ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୦୮ ଫୁଟ ଉଚ୍ଚରେ ୩୬ ଫୁଟ ଲମ୍ବ ଓ ୨୪ ଫୁଟ ଓସାରର ଉଡୁଥିବା ଏହି ଜାତୀୟ ପତାକାର ଗତକାଲି ଲୋକାର୍ପଣ କରିଛନ୍ତି ରାଜ୍ୟପାଳ
Read More...

ମାହେଶ୍ୱରୀ ସଂଗଠନର ନିଆରା ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନ ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । କୋଶଲାଞ୍ଚଳର ଲୁପ୍ତ ପ୍ରାୟ ବେଶଭୁଷା ଆୟ ଅଳଙ୍କାର ବୃତ୍ତି ବ୍ୟବସାୟକୁ ଲୋକଲୋଚନକୁ ଆଣିବା ପାଇଁ ଏକ ପ୍ରତିଯୋଗିତା କଲେଜ
Read More...

ପଂଚାୟତସ୍ତରୀୟ ଲୋକସେବା ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଝରନିପାଲି ଗ୍ରାମ ପଂଚାୟତରେ ପଂଚାୟତସ୍ତରୀୟ ଲୋକସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଆରକ୍ଷୀ
Read More...

ରେଡିଓ ଶ୍ରୋତା ସମ୍ମିଳନୀ

କଟକ : ଆକାଣବାଣୀ ଶ୍ରୋତା ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ରେଡିଓ ଶ୍ରୋତା ସମ୍ମିଳନୀ ଶତାବ୍ଦୀଭବନଠାରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆକାଶବାଣୀ କେନ୍ଦ୍ର ନିର୍ଦ୍ଦେଶକ ହୃଷିକେଶ ପାଣି, ସମ୍ମାନିତ ଅତିଥି ଯୁଗଲ କିଶୋର ପଣ୍ଡା, ତପନ ଦତ୍ତ, କିଶୋର ମହାନ୍ତି, ପ୍ରସନ୍ନ
Read More...