Yearly Archives

2023

ଚନ୍ଦନେଶ୍ଵର ଓ‌ ଭୂଷଣ୍ଡେଶ୍ଵର ଶୈବପୀଠରେ ମହାଶିବରାତ୍ରି ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୋଗରାଇ : ପୂର୍ବ ଭାରତ ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱର ଓ ଏସିଆର ସର୍ବବୃହତ ଶିବଲିଙ୍ଗ ବାବା ଭୂଷଣ୍ଡେଶ୍ଵର ମହାଦେବଙ୍କ ଜାଗର ଯାତ୍ରା ଓ ମହାଶିବରାତ୍ରିର ସୁପରିଚାଳନା ପାଇଁ ସୋମବାର ସନ୍ଧ୍ୟାରେ ଚନ୍ଦନେଶ୍ୱର ପାନ୍ଥଶାଳା ଠାରେ ଉଭୟ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ପ୍ରସ୍ତୁତି
Read More...

ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ନାଚୁଣି କଲେଜ ରୋଡ଼ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ସ୍ଥାନୀୟ ଜିତୁ ପ୍ରଧାନଙ୍କ ଘର କୂଅରେ କୌଣସି କାରଣ ବଶତଃ ଜଣେ ବୃଦ୍ଧ ସେହି ରାସ୍ତା ଦେଇ ଯାଉଥିବା ସମୟରେ ପଡ଼ି ଯାଇଥିଲେ । କୂଅରେ ପଡ଼ିବା
Read More...

ଅଟେଇ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି

ଆନନ୍ଦପୁର : ଆନନ୍ଦପୁର ସୀମାନ୍ତ ଘଟଗାଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ମଧ୍ୟ ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଛନ୍ତି । କେହି ଦୁର୍ବୃତ୍ତ ଅଗ୍ନିକାଣ୍ଡ ଘଟାଇଥିବା ବେଳେ ଶୁଖିଲା ଗଛ
Read More...

୭ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲ୍ଲାର ମାଛକୁଣ୍ଡ ପୋଲିସ ଦ୍ୱାରା ପାଟ୍ରୋଲିଂ ଚାଲିଥିବା ବେଳେ ବଡ ଡୁରାଲ ଗ୍ରାମ ନିକଟରୁ ୭ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ପୂର୍ବ ସୂଚନା ପାଇ ସୋମବାର ମାଛକୁଣ୍ଡ ଥାନା ପୋଲିସ ସ୍ଥାନୀୟ ବଡ ଡୁରାଲ ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ
Read More...

ବାଇକ୍‌ ଧକ୍କାରେ ବାଟୋଇ ମୃତ

କେନ୍ଦୁଝର : ପଣ୍ଡାପଡ଼ା ଥାନା ଅନ୍ତର୍ଗତ ନଳପଙ୍ଗା ନିକଟରେ ଏକ ବାଇକ୍‌ ଧକ୍କାରେ ଜଣେ ବାଟୋଇଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ ।
Read More...

ମନ୍ଦାରୀ କ୍ରିକେଟ ଗ୍ରାଉଣ୍ଡ ଚାମ୍ପିୟନ ଟ୍ରଫି ଉଦ୍‌ଯାପିତ

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଜଳସୋହରିଆ ପଞ୍ଚାୟତ ଅନ୍ତର୍ଗତ ମନ୍ଦାରୀ ପଡ଼ିଆରେ ଆୟୋଜିତ ମନ୍ଦାରୀ କ୍ରିକେଟ ଗ୍ରାଉଣ୍ଡ ଚାମ୍ପିୟନ ଟ୍ରଫି ୨୦୨୩ ଉଦ୍‌ଯାପିତ ହୋଇଯାଇଛି । ମନ୍ଦାରୀ 'ହଠାତ ବାବା କ୍ରିକେଟ କ୍ଲବ' ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଓ
Read More...

ବାଇକ୍‌ ଓ ଟ୍ରକ୍‌ ମୁହାଁ ମୁହିଁ ଧକ୍କା : ବାଇକ ଆରୋହୀ ମୃତ

କେନ୍ଦୁଝର : କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଧୃପଦା ନିକଟ ଏନ୍‌ଏଚ ୪୯ରେ ସୋମବାର ସନ୍ଧ୍ୟାରେ ଏକ ବାଇକ୍‌ ଓ ଟ୍ରକ୍‌ ମୁହାଁ ମୁହିଁ ଧକ୍କା ହେବାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ନାମ ରାଜ କୁମାର ମହାନ୍ତ ଏବଂ ଘର ପଣ୍ଡାପଡ଼ା ଥାନା ଅନ୍ତର୍ଗତ
Read More...

ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଅ’ ପତ୍ରିକାକୁ ଶ୍ରେଷ୍ଠ ମାସିକ ଇ-ପତ୍ରିକା ସମ୍ମାନ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରୁ ପ୍ରକାଶିତ ସାହିତ୍ୟ ଇ-ପତ୍ରିକା ଅ' ପତ୍ରିକା ବେଶ ଲୋକପ୍ରିୟ ପତ୍ରିକା ଅଟେ । ଯାହା ୨୦୧୯ ଠାରୁ ପ୍ରତି ମାସରେ ଡିଜିଟାଲ ପତ୍ରିକା ଭାବରେ ପ୍ରକାଶିତ ହୋଇ ଆସୁଛି । ଓଡିଶା ସମେତ ଓଡିଶା ବାହାରେ ରହୁଥିବା ଅଗଣିତ ଓଡ଼ିଆ ପ୍ରେମୀଙ୍କ
Read More...

ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚିରେ ଓଡ଼ିଆ ପ୍ରତିନିଧି ମଣ୍ଡଳ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚିରେ ଗତକାଲି ଚକ୍ରଧରପୁରରୁ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ସରକାରଙ୍କ ମୁଖ୍ୟ ସଚେତକ ମଥୁରା ପ୍ରସାଦ ମାହାନ୍ତ ସହିତ ସାକ୍ଷାତ କରି ଏକ ଦାବୀପତ୍ର ଉପସ୍ଥାପନ କରିଛନ୍ତି । ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସୁରକ୍ଷା ପାଇଁ ଉକ୍ତ
Read More...

ଉଠାଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସ୍ଥିତ ଆମ୍ବାଗୁଡା ପଞ୍ଚାୟତର ଚାଷୀଙ୍କ ଜମିରେ ଜଳସେଚନର ସୁବିଧା ପାଇଁ ସାଂସଦଙ୍କ ଦ୍ଵାରା ଉଠାଜଳସେଚନ ପ୍ରକଳ୍ପ ଲୋକର୍ପିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା ପଞ୍ଚାୟତ ସଦର ଗ୍ରାମରେ ରାଜ୍ୟ ସରକାରଙ୍କ
Read More...