Yearly Archives

2023

ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଆଇନ ମହାବିଦ୍ୟାଳୟରେ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଲାଲା ଲଜପତରାୟ ଆଇନ ମହାବିଦ୍ୟାଳୟର କନଫରେନ୍ସ ହଲ୍‌ରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ସୋମବାର ଦିନ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଜୟାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ
Read More...

ପୁରୀ କେଭିକେ ସାରା ଦେଶରେ ଏକ ଆଦର୍ଶ ମଡେଲ

ସତ୍ୟବାଦୀ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଉପମହାନିର୍ଦେଶକ (ସମ୍ପ୍ରସାରଣ) ଡ଼. ଇଉ.ଏସ୍‌. ଗୌତମ, ଅଟାରି କଲିକତାର ନିର୍ଦ୍ଧେଶକ ଡ଼. ପ୍ରଦୀପ କୁମାର ଦେ ଏବଂ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ସମ୍ପ୍ରସାରଣ ଅଧ୍ୟକ୍ଷ ଡ଼. ପ୍ରସନ୍ନଜିତ ମିଶ୍ର, ପୁରୀ
Read More...

କୋଏଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ କୋଏଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୫ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟା ମନ୍ଦିରର ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱ ଓ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ସଚେତନ ନାଗରିକ ମଞ୍ଚର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ହେବାକୁ ଥିବା ସଚେତନ ନାଗରିକ ମଞ୍ଚର ୯ମ ବାର୍ଷିକୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମଂଚର ସାଧାରଣ ସଂପାଦକ ପି ପି ରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଇମ୍ପେରିଆଲ କ୍ଲାସିକ ୨୦୨୩ ଉଦ୍‌ଯାପିତ

ଗଞ୍ଜାମର ବ୍ରଜବନ୍ଧୁ ହେଲେ ଚମ୍ପିଆନ ଅଫ ଚମ୍ପିଆନ୍ସବଲାଙ୍ଗିରର କଲ୍ୟାଣି ହେଲେ ମିସ୍ ଇମ୍ପେରିଆଲ କ୍ଲାସିକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ହଲ୍‌ଠାରେ କଳିଙ୍ଗ ବଡି ବିଲ୍ଡିଂ ସଂଘ ଦ୍ୱାରା ଆୟୋଜିତ ଇମ୍ପେରିଆଲ କ୍ଲାସିକ ୨୦୨୩ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଗଞ୍ଜାମର
Read More...

ଏକବିଂଶ ଶତାବ୍ଦୀରେ କବିତା : ବ୍ୟକ୍ତି, ଦେଶ ଓ ବିଶ୍ୱ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦର ୪୨ତମ ବାର୍ଷିକ ଉତ୍ସବର ଉଦ୍‌ଘାଟନୀ ଛେଣ୍ଡ କଲୋନୀର ଚିନ୍ମୟ ବିଦ୍ୟାଳୟ ପରିସରରେ ହୋଇଯାଇଛି । ସଂସଦର ସଭାପତି ତଥା ଅବସରପ୍ରାପ୍ତ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକଙ୍କ ପୌରହିତ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ସଭାରେ ମୁଖ୍ୟ
Read More...

ଓସଡମା ପକ୍ଷରୁ ଗୁଡୁପାଇଲୋ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳରେ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ସଂସ୍ଥା (ଓସଡମା) ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗୁଆଳିପଡା ଗ୍ରାମ ପଂଚାୟତରେ ଗୁଡୁପାଇଲୋ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ପରିଚାଳନା କମିଟି ମେମ୍ବର
Read More...

ମଦନପୁର ରାମପୁର ସବ୍‌ଜେଲରୁ ବିଚାରଧୀନ କଏଦୀ ଫେରାର

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ସବ୍‌ଜେଲରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବା ଜଣାପଡିଛି । ଫେରାର୍ କଏଦୀ ଜଣକ ନର୍ଲା ଥାନା ରୁପ୍ରା ରୋଡ ଅଞ୍ଚଳର ବିଶ୍ୱାମିତ୍ର ମାଝୀ ବୋଲି ଜଣାପଡିଛି । ଏକ ଘରୋଇ ଗଣ୍ଡଗୋଳ କେସରେ ନର୍ଲା ପୁଲିସ ବିଶ୍ଵାମିତ୍ରକୁ
Read More...

ରକ୍ତଦାନ ପାଇଁ ପ୍ରସ୍ତୁତି ବୈଠକ

ଭାଲେଣ୍ଟାଇନ ଡେ' ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରୋଡ଼ ନଂ ୩ ସମ୍ମୁଖରେ ଆସନ୍ତା କାଲି ଭାଲେଣ୍ଟାଇନ ଡେ' ଉପଲକ୍ଷେ ଏକ ରକ୍ତଦାନ ଶିବିର ସ୍ଥାନୀୟ ହରିଭବନଠାରେ ଆୟୋଜିତ ହେବ ବୋଲି ସୂଚନା ମିଳିଛି । ବୈଠକରେ
Read More...

ଉଦ୍‌ଘାଟିତ ହେଲା ବଲାଙ୍ଗିରର ନିଜସ୍ୱ ଏଫ୍‌ଏମ୍‌ ଚ୍ୟାନାଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିରର ପ୍ରଥମ ତଥା ନିଜସ୍ୱ ଏଫ୍‌ଏମ୍‌ ଚ୍ୟାନାଲ ଇଣ୍ଡିଆନ ଏଫ୍‌ଏମ୍‌ ଉଦ୍‌ଘାଟିତ ହୋଇଯାଇଛି । ପଦ୍ମଶ୍ରୀ ହଳଧର ନାଗ ଓ ବଲିଉଡ ଅଭିନେତା ମନୋଜ ମିଶ୍ର ବିଧିବଦ୍ଧ ଭାବେ ଚ୍ୟାନାଲର ଲୋକାର୍ପଣ କରିଛନ୍ତି । ଚ୍ୟାନାଲର ଠିକଣା ଏଫ୍‌ଏମ୍‌ ୮୯.୬ ରହିଛି ।
Read More...