Yearly Archives

2023

ଟିପର ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ସାନଖେମୁଣ୍ଡି : ହିଂଜିଲି ଥାନା ଆଡ଼ପଡା ଜଗନ୍ନାଥପୁର ମୁଖ୍ୟ ରାସ୍ତା ଆଡ଼ପଡା ଇଶାଣେଶ୍ଵର ମନ୍ଦିର ନିକଟରେରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ମାଟି କାମ ପାଇଁ ଯାଉଥିବା ଟିପର ନଂ (ଓଆର ୧୬ ସି ୧୦୪୫) ଗାଡିଟି ଏକ୍ସଲ ଚାଳକଙ୍କୁ ପଛ ପଟୁ ଧକ୍କା ଦେଇଥିଲା ଯାହା
Read More...

ମହାଶିବରାତ୍ରି ପାଇଁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଚଳଚଞ୍ଚଳ

ନୀଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇଉଠିଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଦେବଗିରି ପାହାଡ଼ ଉପରେ ଥିବା ଝରଣା ଭିତରେ ବିରାଜମାନ ବାବା ପଞ୍ଚଲିଙ୍ଗେଶ୍ୱର । ମହାଶିବରାତ୍ରି ପାଇଁ ଆଜି ଭୋର ୪ଟା ୧୫ ମିନିଟ ସମୟରେ ମଙ୍ଗଳ ଆଳତୀ,
Read More...

ପବିତ୍ର ମହାଶିବରାତ୍ରି ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି ବା ଜାଗରଯାତ୍ରା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଜାଗରର ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍‌ କରି ସେ ଜଣାଇଛନ୍ତି, ପବିତ୍ର ମହାଶିବରାତ୍ରି ତଥା ଜାଗର ଅବସରରେ ଓଡ଼ିଶାବାସୀଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି
Read More...

ପବିତ୍ର ମହାଶିବରାତ୍ରି ଉପଲକ୍ଷେ ପସିଦ୍ଧ ଶିବ ମନ୍ଦିର ହରିଶଙ୍କରଠାରେ ଶହ ଶହ ଭକ୍ତଙ୍କ ସମାଗମ

ଖପ୍ରାଖୋଲ, (ଅଶୋକ ବାଗ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ଆଜି ଶହଶହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ । ବିଶେଷ କରି ସମଗ୍ର
Read More...

ଶାନ୍ତିପଡା ଶୈବାଳୟରେ ପ୍ରବଳ ଭିଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦେବ ଦେବ ମହାଦେବଙ୍କ ପବିତ୍ର ମହାଶିବରାତ୍ରି । ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ଗାଁଠୁ ସହର । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ଶାନ୍ତିପଡାଠାରେ ଅବସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ବାବା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଜି
Read More...

ଛତ୍ରପୁର ଅଞ୍ଚଳର ବିଭିନ୍ନ ଶୈବପୀଠ ଓ ଦେବାଳୟମାନଙ୍କରେ ବ୍ୟାପକ ଆୟୋଜନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଅଞ୍ଚଳର ବିଭିନ୍ନ ଶୈବପୀଠ, ମନ୍ଦିର ଓ ଦେବାଳୟମାନଙ୍କରେ ମହାଶିବରାତ୍ରି, ଜାଗରମେଳା ଆଦି ମହୋତ୍ସବ ନିମନ୍ତେ ସ୍ୱତନ୍ତ୍ର ନୀତିକାନ୍ତି ଲାଗି ହୋଇଛି । ଛତ୍ରପୁର ଅଞ୍ଚଳର ବିଭିନ୍ନ ଶୈବପୀଠ ଓ ମନ୍ଦିରମାନଙ୍କରେ ସକାଳୁ ସକାଳୁ ପ୍ରବଳ ଭିଡ଼
Read More...

ବିଦ୍ୟୁତ୍ ଆଘାତରେ ଚାଷୀଙ୍କ ମୃତ୍ୟୁ

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଆରୁହାବୃତ୍ତି-୧ ପଞ୍ଚାୟତ ଅନ୍ତର୍ଗତ ନଥିପୁର ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଚାଷୀ ହେଲେ ନଥିପୁର ଗ୍ରାମର ରାମଚନ୍ଦ୍ର ମୁଖୀ(୬୧) । ସୂଚନା ଅନୁସାରେ, ଶୁକ୍ରବାର
Read More...

ପୁରୁଷୋତ୍ତମପୁର ଥାନା : ପ୍ରତାପୁର ଗ୍ରାମ ଏସ୍‌ବିଆଇ ଶାଖା ଏଟିଏମ୍ ଭାଙ୍ଗି ୧୦ ଲକ୍ଷ ଟଙ୍କା ଲୁଟ୍‌

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ଛକଠାରେ ଥିବା ଏସ୍‌ବିଆଇ ଶାଖାରେ ଗୁରୁବାର ବିଳମ୍ବିତ ରାତିରେ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍‌ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଭାରତୀୟ ଷ୍ଟେଟ ବ୍ୟାଙ୍କ ସ୍ଥାନୀୟ ଶାଖା
Read More...

ପବିତ୍ର ମହାଶିବରାତ୍ରିର ତତ୍ତ୍ୱ କଥା

ଆଜି ପବିତ୍ର ମହାଶିବରାତ୍ରି ଦେବ ଦେବ ମହାଦେବଙ୍କ ବିଶେଷ ପୂଜନ ଉତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ମହାଶିବରାତ୍ରି ଏକ ହିନ୍ଦୁ ପର୍ବ । ଏହି ଦିନ ମହାଦେବଙ୍କ ଆରାଧନା କରାଯାଏ । ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି
Read More...

ଆଜି ପବିତ୍ର ମହାଶିବରାତ୍ରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଶିବରାତ୍ରି । ଚଳଚଞ୍ଚଳ ସହର । ବଲାଙ୍ଗିର ଜିଲ୍ଲା ତଥା ଆଖପାଖ ଅଞ୍ଚଳରେ ଅବସ୍ଥିତ ସମସ୍ତ ଶିବ ମନ୍ଦିରରେ ଲାଗିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ଉପବାସ କରି ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତଗଣ ପହଞ୍ଚିଛନ୍ତି ବାବା ଶିବଙ୍କ ଦର୍ଶନ ପାଇଁ ।
Read More...