Yearly Archives

2023

ଆସନ୍ତାକାଲି ଅନୁଷ୍ଠିତ ହେବ ୧୦୮ ପ୍ରହର ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟିର ପବିତ୍ର ସୁକତେଲ ନଦୀ କୂଳରେ ୧୦୮ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା କାଲି ୧୦.୦୦ଟା ସମୟରେ ଭକ୍ତମାନଙ୍କ ଦ୍ୱାରା ମହାସମାବେଶରେ କଳସ ଯାତ୍ରା ହେବ । ସନ୍ଧ୍ୟା ୫.୩୦ରେ ନାମାରମ୍ଭର
Read More...

ଦିବାରାତ୍ରି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମରେ ଦିବାରାତ୍ରି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ପଲସଦା ୟଙ୍ଗଷ୍ଟାର ବ୍ୟାଟମିଣ୍ଟନ କ୍ଲବ ପଲସଦା ଆନୁକୂଲ୍ୟରେ ଚାଲିଥିବା ଏହି ଦିବାରାତ୍ରି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ
Read More...

ତାଳଚେର ଜିଲ୍ଲା ଦାବୀ ନେଇ ଭୁବନେଶ୍ୱର ଚାଲ କାର୍ଯ୍ୟକ୍ରମ ଆୟୋଜିତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କୋଇଲା ନଗରୀ ତାଳଚେରକୁ ଜିଲ୍ଲାର ମାନ୍ୟତା ଦେବା ନିମନ୍ତେ ଦୀର୍ଘ ୨ ମାସରୁ ଅଧିକ ହେଲା ତାଳଚେର ଜିଲ୍ଲା କ୍ରିୟା ଅନୁଷ୍ଠାନ କମିଟି ସଭ୍ୟ ବୃନ୍ଦ ସ୍ଥାନୀୟ ଉପଖଣ୍ଡ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗଣ ଧାରଣା ଦେଇ ଆସୁଥିବା ଅବସରରେ ଏହି ଦାବୀକୁ ବଳ ଦେବା
Read More...

ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ମହୀମୁଣ୍ଡା, (କେପିଏନ୍‌ଏସ୍‌) : ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମହୀମୁଣ୍ଡାଠାରେ ମହାସମାରୋହରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଲିଲି ପଟେଲ ଯିଏ କି ମାତୃଭାଷା ଦିବସ
Read More...

ଅଭିଯୁକ୍ତକୁ ଧରିବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଭିଯୁକ୍ତକୁ ଧରିବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜନମୁ ଖୁଟୁଲିଙ୍କ ପରିବାର ଲୋକେ । ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଅଏଁଲାସାରି ଗ୍ରାମରୁ ଲକ୍ଷ୍ମୀ ଖୁଟୁଲି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କର
Read More...

ବରକେରା ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଓ ଆଚାର୍ଯ୍ୟ ହରିହର ଦାସଙ୍କ ତିରୋଧାନ ଦିବସ ପାଳିତ ‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଓ ଆଚାର୍ଯ୍ୟ ହରିହର ଦାସଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର
Read More...

ହମିରପୁରରେ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର କଣ୍ଟ୍ରାକ୍ଟର କଲୋନୀଠାରେ ଶ୍ରୀ ଶ୍ରୀ ହନୁମାନଜୀଙ୍କ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଅଛି । ଏହି ଉତ୍ସବରେ ସର୍ବଶ୍ରୀ ଉପେନ୍ଦ୍ର ନନ୍ଦ, ନିଗମାନନ୍ଦ ପଣ୍ଡା, ମୀନକେତନ ମିଶ୍ର ଓ ହାଡିବଂଧୁ ମିଶ୍ର ପ୍ରମୁଖ ପୂଜକ ଭାବେ ଓ କର୍ତ୍ତା ଭାବେ ନିରଞ୍ଜନ
Read More...

ଅଗ୍ନିବୀର ନିଯୁକ୍ତି ରାଲି ନିମନ୍ତେ ଅନଲାଇନ ନାମ ପଞ୍ଜିକରଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସେନାବାହିନୀରେ ଅଗ୍ନିବୀର ନିଯୁକ୍ତି ରାଲି ଅଗ୍ନିପଥ ଯୋଜନାରେ ଅବିବାହିତ ପୁରୁଷଙ୍କ ପାଇଁ ଚୟନ ପ୍ରକ୍ରିୟା ୨୦୨୩-୨୦୨୪ ନିମନ୍ତେ ଅନ୍‌ଲାଇନ ନାମ ପଞ୍ଜିକରଣ ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ସୁବର୍ଣ୍ଣପୁର
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଲେଜଛକଠାରେ ବିଶ୍ୱ ମାତୃଭାଷା ଦିବସ ମହାସମାରୋହରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଲେଜଛକଠାରେ ବିଶ୍ୱ ମାତୃଭାଷା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି, ସାହିତ୍ୟିକ, ଗାଳ୍ପିକ ତଥା ‘କୋଶଳ ପ୍ରବାହ’ର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ ଯୋଗଦାନ ପୂର୍ବକ
Read More...

ଦୟା ନଦୀ ବନ୍ଧରେ ଗର୍ତ୍ତ ସୃଷ୍ଟି : ମରାମତି ପାଇଁ ସାଧାରଣରେ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଣାସରୁ ବେଗୁନିଆପଡ଼ା ବ୍ରିଜକୁ ସଂଯୋଗ କରୁଥିବା ନଦୀବନ୍ଧ ରାସ୍ତର ଶିଶୁଆପଦାଠାରେ ୫ଫୁଟର ଗର୍ତ୍ତ ସୃଷ୍ଟି ଯୋଗୁଁ ଲୋକେ ଦୁର୍ଘଟଣାର ସମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଜଟଣୀ ଖୋର୍ଦ୍ଧା ଡେଲାଙ୍ଗ କଣାସକୁ ସେହି ନଦୀ ବନ୍ଧ ରାସ୍ତରେ
Read More...