Yearly Archives

2023

ଜିଲ୍ଲା ପୋଲିସ ବୋର୍ଡ ପକ୍ଷରୁ ୪ ଆଇଆଇସିଙ୍କୁ ବଦଳି

ରାୟଗଡ଼ା : ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୋଲିସ ବୋର୍ଡ ପକ୍ଷରୁ ୪ ଆଇଆଇସିଙ୍କୁ ବଦଳି କରାଯାଇଛି । ରାୟଗଡ଼ା ଆଇଆଇସି ରଶ୍ମିରଞ୍ଜନ ପ୍ରଧାନଙ୍କୁ ବିଷମକଟକ ବଦଳି କରାଯାଇଥିବା ବେଳେ ଅମ୍ବାଦଳା ଆଇଆଇସି କେକେବିକେ କହଁରଙ୍କୁ ରାୟଗଡ଼ା ଟାଉନ୍‌ ଥାନାକୁ ବଦଳି
Read More...

ମାଧିଆପାଲି ନିକଟରେ ଥିବା ଜଣେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦରଥାନା ଅନ୍ତର୍ଗତ ମାଧିଆପାଲି ଗ୍ରାମରେ ଜଣେ ଦୋକାନୀଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ପିତବାସ ପଟେଲ । ସୂଚନା ଅନୁସାରେ ବଲାଙ୍ଗିର-ସମ୍ବଲପୁର ଜାତୀୟ
Read More...

ଯାତ୍ରୀବାହୀ ବସ୍‌କୁ ଜାଳିଦେଲେ ଦୁର୍ବୃତ୍ତ

ନୂଆଗାଁ : ଯାତ୍ରୀବାହୀ ବସ୍‌କୁ ଜାଳିଦେଲେ ଦୁର୍ବୃତ୍ତ । ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଚିତାପେଡ଼ି ପଞ୍ଚାୟତ ଅନ୍ତର୍ଗତ ଲୋଆରମ ହସ୍ପିଟାଲ ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ରାଉରକେଲାରୁ ଲୋଆରମ ଯାତାୟାତ
Read More...

ମା’ ସମଲେଶ୍ଵରୀଙ୍କୁ ବି ଛାଡିଲେନି ଚୋର, ଦାନପେଟି ଭାଙ୍ଗି ଟଙ୍କା ନେଇ ଛୁ

ତୁଷୁରା, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ଇଷ୍ଟ ଦେବୀ ମା' ସମଲେଶ୍ଵରୀଙ୍କ ମନ୍ଦିରରୁ ଚୋରି ହୋଇଛି । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷରା ସହରରେ । ତୁଷରା ସହରର ଇଷ୍ଟଦେବୀ ତଥା ଅଞ୍ଚଳର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର କୁହାଯାଉଥିବା ସମଲେଶ୍ଵରୀ ମନ୍ଦିରର ଦାନପେଟି ଭାଙ୍ଗି କେହି ଜଣେ
Read More...

ଏଜେଓ ଉଚ୍ଚ ବିଦ୍ୟାଳୟରେ ରାଜ୍ୟର ପ୍ରଥମ ଭର୍ଚୁଆଲ ରିଆଲିଟି ଲ୍ୟାବ୍‌ ଉଦ୍‌ଘାଟିତ

ଫୁଲବାଣୀ : ରାଜ୍ୟ ସରକାର ୫-ଟି ଅଧୀନରେ ରାଜ୍ୟର ବିଭିନ୍ନ ମାଧ୍ୟମିକ ସ୍କୁଲଗୁଡ଼ିକର ରୂପାନ୍ତରଣ କରିଛନ୍ତି । ବିଦ୍ୟାଳୟମାନଙ୍କର ଭିତ୍ତିଭୂମି ବିକାଶ ସହ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା କରାଯାଇଛି । ଏ ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଏଜେଓ ହାଇସ୍କୁଲ ଠାରେ
Read More...

୨୭ରେ ହେବ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆନୁକୂଲ୍ୟରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ । ଷ୍ଟେଜ୍‌-୧ ଏବଂ ଷ୍ଟେଜ୍‌-୨ ପରୀକ୍ଷା ଗୋଟିଏ ଦିନରେ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଷ୍ଟେଜ୍‌-୧ ପରୀକ୍ଷା ଲାଗି ଷଷ୍ଠ ଶ୍ରେଣୀର ୫୬ ହଜାର ୬୯
Read More...

ତେଲେଙ୍ଗାନା ରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମକୁ ଗଲେ ମାଲକାନଗିରି ଜିଲ୍ଲାରୁ ୨୦ ଯୁବକ ଯୁବତୀ

ମାଲକାନଗିରି : ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଠାରେ ଆୟୋଜିତ ଯୁବ ମହୋତ୍ସବରେ ଯୋଗ ଦେବା ପାଇଁ ମାଲକାନଗିରି ଜିଲ୍ଲାର ୨୦ ଜଣ ଆଦିବାସୀ ଯୁବକ ଯୁବତୀଙ୍କୁ ବିଏସ୍‌ଏଫ୍‌ ପକ୍ଷରୁ ପଠାଯାଇଛି । ମାଲକାନଗିରି ଠାରେ ଆୟୋଜିତ ଏକ ସମାରୋହରେ ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ଆଇ ଏଚ ଖାନ ମୁଖ୍ୟ ଅତିଥି
Read More...

ବିଲକୁ ପାଣି ମଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ତିନି ଜଣ ଆହତ

ଚମ୍ପୁଆ : ବିଲକୁ ପାଣି ମଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ତିନି ଜଣ ଆହତ ହୋଇଥିବା ଜଣାପଡ଼ିଛି । ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅନ୍ତର୍ଗତ କାଟୁଳିକନା ଗ୍ରାମରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଗତକାଲି ରାତିରେ ବିଲକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ଏକ ଗୋଠ ଛଡ଼ା ଦନ୍ତା ଆକ୍ରମଣ
Read More...

ଦୁଇଟି ବେଆଇନ କରତ କଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ

ଭୋଗରାଇ : ବେଆଇନ କରତ କଳ ଉପରେ ଚଢ଼ାଉ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ଛକ ବଜାରଠାରେ ଥିବା ଦୁଇଟି ବେଆଇନ କରତ କଳ ଉପରେ ବନ ବିଭାଗ ଏବଂ ଭିଜିଲାନ୍ସ ଟିମ୍ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିବା ଜଣାପଡିଛି । ଚଢ଼ାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ
Read More...

ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ

ପୁରୀ : ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ମଙ୍ଗଳବାର ସନ୍ଧ୍ୟା ୫ଟାରେ ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସ୍‌ପି
Read More...