Yearly Archives

2023

୨୭ କେଜି ଗଞ୍ଜେଇ ଜବତ, ୨ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ଷ୍ଟେସନରୁ ଅବକାରୀ ପୋଲିସ ୨୭ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ମଣିକପୁର ଗ୍ରାମର ବିନୋଦ କୁମାର ଗୁପ୍ତା(୫୫) ଓ ମଦନ ପାତ୍ର (୨୪) । ସୂଚନା ଅନୁସାରେ ଟ୍ରେନ ମାଧ୍ୟମରେ ଅଭିଯୁକ୍ତ ଦ୍ବୟ ଗଞ୍ଜେଇ
Read More...

ଅମ୍ବାଦଳା ରେଳଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ରେଳଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଅମ୍ବାଦଳାଠାରୁ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା କାରଖାନା ଯାଉଥିବା ସମୟରେ ରେଳର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ୪ରୁ ୬ଟି ଚକ ରେଳ ଧାରଣାରୁ ତଳକୁ ଓହ୍ଲାଇ ପଡ଼ି ଲାଇନଚ୍ୟୁତ
Read More...

ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ । ଏଥିପାଇଁ କମିଶନରେଟ୍‌ ପୁଲିସ୍‌ ଟ୍ରାଫିକ୍‌ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଇଛି । ଏହି ଅଧିବେଶନ ପାଇଁ ୩୬ ଦିନ ଟ୍ରାଫିକ୍‌ କଟକଣା କରାଯାଇଛି । ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯିବ
Read More...

ତୁର୍କୀରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ତୁର୍କୀରେ ପୁଣି ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୪ ରହିଛି । ହୟାତ ପ୍ରଦେଶରେ ଏହି ଝଟକା ଅନୁଭୂତ ହୋଇଛି । ପୂର୍ବରୁ ୭.୪ ତୀବ୍ରତାର ମହାବିନାଶକାରୀ ଭୂକମ୍ପ ପରେ ପୁଣି ଥରେ ତୁର୍କୀରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । କେତେ କ୍ଷୟକ୍ଷତି ଘଟିଛି,
Read More...

ମଙ୍ଗଳବାର ବିଧାନସଭା ଅଧିବେଶନ : ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହ

ଭୁବନେଶ୍ୱର : ରାଜ୍ୟପାଳଙ୍କ ଅଭିଭାଷଣ ସହ ମଙ୍ଗଳବାର ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ଦ୍ୱାଦଶ ତଥା ବଜେଟ ଅଧିବେଶନ । ଅପରାହ୍ନ ୧୧ଟାବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅଭିଭାଷଣ ରଖିବେ । ତା'ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଦିବଂଗତ ମନ୍ତ୍ରୀ ନବକିଶୋର ଦାସଙ୍କ ସମେତ ଅନ୍ୟ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦିବାସୀ ମେଳା-୨୦୨୩ ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭୁବନେଶ୍ଵର ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୩ର ଶୁଭ ଉଦ୍‌ଘାଟନ କରିଛନ୍ତି । ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୧୨୧ଗୋଟି ଷ୍ଟଲ୍‌ରେ ଜନଜାତିଙ୍କ
Read More...

କାହ୍ନୁ ଚରଣ ସାହୁଙ୍କୁ ‘ଫଲଶାଫୁଲ ଇ-ପତ୍ରିକା ସମ୍ପାଦକ ସମ୍ମାନ’

ମ. ରାମପୁର, (ହେମନ୍ତ ସାହୁ) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସାଗୋରା ଠାରେ କୋଶଲି ଭାଷା କବିତା, ଫଲଶାଫୁଲ କଳାପଟାର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ସ୍ଥିତ ପଣ୍ଡକାମାଳ ଗ୍ରାମର କାହ୍ନୁ ଚରଣ ସାହୁଙ୍କୁ
Read More...

ସଂସ୍କୃତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ସ୍ଥିତ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବୈଦିକ ପରମ୍ପରା ନୀତିରେ ଇଷ୍ଟ ଦେବତାଙ୍କୁ ପୂଜା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଡକ୍ଟର ସୁବାସ
Read More...

ଶ୍ରୀ ଜଗନ୍ନାଥ ମନ୍ଦିରରେ ୫ ବର୍ଷରେ ୭୫ଟି ମରାମତି କରିଛି ଏଏସ୍‌ଆଇ

ନାଟ ମଣ୍ଡପ ଅସୁରକ୍ଷିତ - ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ମେଘନାଦ ପାଚେରୀ ଅନ୍ତର୍ଗତ ସମସ୍ତ ପାର୍ଶ୍ଵ ଦେବାଦେବୀ ମନ୍ଦିର ଓ ଢାଞ୍ଚାରେ ଗତ ୫ ବର୍ଷ ମଧ୍ୟରେ ୭୫ଟି ମରାମତି କାର୍ଯ୍ୟ କରାଯାଇଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା
Read More...

ସିନାପାଲି ଜଗନ୍ନାଥ ମନ୍ଦିରରୁ ଚୋରି ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଦାନ ବାକ୍ସରୁ ଦାନ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିର ପୂଜକ ବସନ୍ତ ପତିଙ୍କ କହିବା ଅନୁସାରେ ଗତକାଲି ସନ୍ଧ୍ୟା ଆଳତୀ ପରେ ମନ୍ଦିର କବାଟ ବନ୍ଦକରି ପୂଜକ ତାଙ୍କ ଆବାସରେ ରାତ୍ରି
Read More...