ବିଶ୍ଵ ମାନବ ଚାଲାଣ ବିରୋଧ ଦିବସରେ ସଚେତନତା ବୈଠକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଛତିଶଗଡ଼ ଓ ଓଡିଶା ସୀମାବର୍ତ୍ତୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଣୁ ପ୍ରତି ବର୍ଷ ଏହି ଅଂଚଳରୁ କାମ ଓ ରୋଜଗାର ଖୋଜିବା ପାଇଁ ବହୁ ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ତେବେ ଅଞ୍ଚଳରେ କାର୍ଯ୍ୟାଭାବ ଓ ପ୍ରାୟ ସମୟରେ!-->…
Read More...
Read More...