Daily Archives

କୃଷିକ୍ରାନ୍ତିକୁ ନେଇ ସ୍ୱତନ୍ତ୍ର ଗ୍ରାମସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକ ଉନ୍ନତି ସଂଗଠନ ପକ୍ଷରୁ ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ବ୍ଲକ ଚିକଲବାହଲ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଯାଇଛି । ଗ୍ରାମସଭାରେ ମୁଖ୍ୟ ଦାବୀଗୁଡିକ ଥିଲା ଦ୍ଵିତୀୟ ଫସଲ ଉପରେ ଯାହାକି ଅକ୍ଟୋବର ସୁଦ୍ଧା ମୁଗ, ବିରି କୋଳଥ ମଞ୍ଜି ଯୋଗାଇ
Read More...

ବଙ୍ଗୋମୁଣ୍ଡାରେ ବ୍ଲକସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସର୍ବସାଧାରଣ ଖେଳପଡିଆଠାରେ ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନ ଓ ବଙ୍ଗୋମୁଣ୍ଡା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ
Read More...

ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୭୭ତମ ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏଆଇସିସି ସଦସ୍ୟ ତଥା ଓଡିଶା
Read More...

ଜ୍ଞାନ ଜ୍ୟୋତି ମାତା ସାବିତ୍ରୀ ବାଈ ଫୁଲେ ମହାସଂଘ ଦ୍ୱାରା ୭୭ତମ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧୫ ଅଗଷ୍ଟ ସକାଳ ୮ଟା ସମୟରେ ସମସ୍ତ ସଦସ୍ୟାଙ୍କ ଉପସ୍ଥିତିରେ ବରିଷ୍ଠ ସଦସ୍ୟା ଧିମତି ରୂପାଳି ମହାନନ୍ଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସଦସ୍ୟାମାନେ ମିଳିତ ଭାବରେ ରାଷ୍ଟ୍ରଗାନ କରିଥିଲେ । ରାଷ୍ଟ୍ରଗାନ ପରେ ସମାଜରେ ମହିଳାମାନଙ୍କ ପ୍ରତି ବଢୁଥିବା
Read More...

ସ୍କୁଲ ସାମନା ଓ ରାସ୍ତା ମରାମତି ପାଇଁ ପିଲାଏ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ ବ୍ଲକ ଅଧିନସ୍ଥ ତମିଆ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀମାନେ ସ୍କୁଲ ସମ୍ମୁଖ ଅଂଚଳ ଓ ଗାଁ ରାସ୍ତା ମରାମତି ପାଇଁ ସ୍ଥାନୀୟ ପ୍ରଶାସନକୁ ବହୁବାର ଜଣାଇଥିଲେ ମଧ୍ୟ କିଛି କାମ ନ ହେବାରୁ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ
Read More...

‘ନବୀନ’ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ, ଆଲୋଚନାଚକ୍ର ଆୟୋଜିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ "ନବୀନ' କାର୍ଯ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଜର୍ଜଗଡ଼ରେ ନିଆରା ସ୍ୱାଧୀନତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମରେ ଏକ ନିଆରା ଢଙ୍ଗ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଜର୍ଜଗଡ଼ ଗ୍ରାମର ୯ ଗୋଟି ଏସ୍‌ଏଚ୍‌ଜି ଗୃପର ମା' ଓ ଭଉଣୀମାନଙ୍କ ଆନୁକୂଲ୍ୟରେ ତଥା ଯୁବକମାନଙ୍କ ସହଯୋଗରେ ଅଙ୍ଗନବାଡି ସେଣ୍ଟର ପାଖରେ ୨୫
Read More...

ସଂକଳ୍ପ ପରିବାର ଦ୍ୱାରା ୭୭ତମ ସ୍ୱାଧୀନତା ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ । ଚଳିତ ବର୍ଷ ସଂକଳ୍ପ ପରିବାର ଓ ଶହୀଦ ସ୍ମୃତି ସମିତି ବରଗଡ଼ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବୀର ଛକରେ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ
Read More...

ଗଣଇସ୍ତାହାର ପୁନଃ ପ୍ରକାଶନର ଲୋକାର୍ପଣ ଉତ୍ସବ

ବରଗଡ, (ନିରୋଜ କୁୂମାର ପାଣୀ) : ୧୯୮୧ରେ ସ୍ୱାର୍ଗତ ଶିତିକଣ୍ଠ ପାଟ୍ଟଯୋଶୀଙ୍କ ଦ୍ଵାରା ପ୍ରତିଷ୍ଠିତ ଗ୍ରାମାଞ୍ଚଳର ଗରିବ ଖଟିଖିଆ, ନିଷ୍ପେସିତ ଜନଗଣଙ୍କ ସ୍ୱର 'ଗଣ ଇସ୍ତାହାର'ର ପୁନଃ ପ୍ରକାଶନ ଲୋକାର୍ପଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ଅଗଷ୍ଟ ୧୫ରେ ବରଗଡ ବିଜୁ ପଟ୍ଟନାୟକ ଟାଉନ
Read More...

ରୁଗୁଡିପଡା ସେରସୁଆଁଗୁଡିଠାରେ “ହଁତା ପେଟି” ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜରେ କିଛି ଅଭାବୀ ଲୋକ ରହିଛନ୍ତି ଓ ଆଉ କିଛି ଥିଲାବାଲା ଅଛନ୍ତି । କିଛି ଲୋକଙ୍କ ଘରେ ବହୁତ କିଛି ବସ୍ତ୍ର ତଥା ଅନ୍ୟାନ୍ୟ ଜିନିଷ ରହିଥିବା ବେଳେ ଆଉ କିଛି ଲୋକ ଠିକ୍‌ରେ ପିନ୍ଧିବାକୁ ମଧ୍ୟ ପାଉନାହାଁନ୍ତି । ତେଣୁ ଯେଉଁମାନଙ୍କର ଆବଶ୍ୟକତା ରହିଛି
Read More...