Daily Archives

ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସର୍କିଟ-ହାଉସରେ ଭେଟିଲେ ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନତା ଦିବସ ଅବସରରେ ଆମନ୍ତ୍ରିତ ମାନ୍ୟବର ଜଙ୍ଗଲ ଓ ପରିବେଶ, ପଞ୍ଚାୟତରାଜ ଓ ପାନୀୟ ଜଳ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ ମନ୍ତ୍ରୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କର୍ମୀମାନେ ଭେଟି ନିଜର ବିଭିନ୍ନ ଦାବୀ ଜଣାଇଛନ୍ତି । ପ୍ରକାଶ ଥାଉକି,
Read More...

ଓସିଏସରେ ସଫଳତା ପାଇଲେ ଅର୍ଡାର ପ୍ରେମରଂଜନ ରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଣୀସର୍ଡା ପଞ୍ଚାୟତ ଅନ୍ତର୍ଗତ ଅର୍ଡା ଗାଁର ମୂଳ ନିବାସୀ ବୃନ୍ଦାବନ ରଣା ଓ ବବିତା ରଣାଙ୍କ ପୁଅ ପ୍ରେମରଂଜନ ରଣା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ୨୦୨୧ ମସିହାର ଓସିଏସ୍‌ ପରୀକ୍ଷାର ରେଜଲ୍ଟ ଏବେ କିଛିଦିନ ତଳେ ପ୍ରକାଶିତ
Read More...

କୋଶଳେଶ୍ୱର ମାଲି ସମାଜ ବିକାଶ ପରିଷଦ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗାଁରେ ଥିବା କୋଶଳେଶ୍ୱର ମାଲି ସମାଜ ବିକାଶ ପରିଷଦ ଝଲପ ଅଞ୍ଚଳ କାର୍ଯ୍ୟାଳୟ ପାଇଁ ଆଜି ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଝଲପ ପଞ୍ଚାୟତର
Read More...

ସିନ୍ଧେକେଲା ଜେଏମ୍‌ଡ଼ି ସ୍କୁଲରେ ୭୭ତମ ସ୍ଵାଧୀନତା ଦିବସ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ଜୟ ମା' ଦ୍ୱାରସେହ୍ନି ଇଂଲିଶ ମିଡିୟମ ସ୍କୁଲରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ଦୁର୍ଗା ମଣ୍ଡପ ନିର୍ମାଣ କମିଟି ସଭାପତି ତଥା ପୂର୍ବତନ ବଣିକ
Read More...

ବ୍ଲକସ୍ତରୀୟ କୃଷି ଉପଦେଷ୍ଟା କମିଟି ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଆତ୍ମା କମିଟି ଆନୁକୂଲ୍ୟରେ ବ୍ଲକସ୍ତରୀୟ କୃଷି ଉପଦେଷ୍ଟା କମିଟିର ଦିନିକିଆ ବୈଠକ ଉଦ୍‌ଯାପିତ ହୋଇଯାଇଛି । ସଭାରେ ମୁଖ୍ୟଅତିଥି ଭାବରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦାନ
Read More...

ସ୍ୱାଧୀନତା ସଂଗ୍ରାମୀ ଘନଶ୍ୟାମ ରାଉତଙ୍କ ସ୍ମୃତି କମିଟି ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରୋବୋଇ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଘନଶ୍ୟାମ ରାଉତ ସ୍ମୃତି କମିଟି ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସରେ ସହିତ ପାଳିତ ହୋଇଯାଇଛି । ଏଥିରେ ଗାନ୍ଧୀତତ୍ତ୍ୱ ପ୍ରଚାରକ ଅନାମ ଚରଣ ମଲ୍ଲିକ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫ଟି ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଞ୍ଚ ଦିବସୀୟ ୫ଟି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଉକ୍ତ ଅବସର ପାଇଁ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ସମ୍ବଲପୁର ଆର୍. ଡି ବିକାଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ
Read More...

ଦନ୍ତା ହାତୀର ଉପଦ୍ରବରେ ଅତିଷ୍ଟ ବଣାଇଗଡ଼ ଏବଂ ପାର୍ଶ୍ଵବର୍ତ୍ତୀ ଗାଁଗୁଡିକ

ବଣାଇ, (ହବିବ ମହମ୍ମଦ) : ବିଗତ ଚାରିଦିନରୁ ବଣାଇଗଡ଼ ଏବଂ ପାର୍ଶ୍ଵବର୍ତ୍ତୀ ଗାଁଗୁଡିକ ହାତୀ ଆତଙ୍କରେ ଅତିଷ୍ଟ ହେଉଛନ୍ତି । ଗତରାତି ଲୋକେ ଖାଇସାରି ନିଜ ନିଜ ଘରେ ଶୋଇଥିବା ସମୟରେ ଏକ ଦନ୍ତା ହାତୀ ପାଣ୍ଡ୍ରିଶିଲା ଗ୍ରାମରେ ଦୁଇଟି ଘର ଭାଙ୍ଗି ଦେଇଛି । ଜୀବନ ବିକଳରେ ପରିବାର ଲୋକେ ଛୋଟ
Read More...

ଧୂମାଭଟା କଲେଜରେ ସ୍ୱାଧୀନତା ଦିବସ ପାଳନ ସମୟରେ ରାଷ୍ଟ୍ରୀୟ ସଙ୍ଗୀତ ବଦଳରେ ଶୁଭିଲା ବୋଲ୍‌ବମ୍‌ ଗୀତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ୭୭ତମ ସ୍ଵାଧୀନତା ଦିବସ ଅତି ଗର୍ବ ଓ ଗୌରବର ସହ ପାଳନ କରୁଥିବା ସମୟରେ ଧୁମାଭଟା କଲେଜରେ ଘଟିଛି ଏକ ଅଭାବନୀୟ ଘଟଣା । ଏବେ ସୋସିଆଲ ମିଡ଼ିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଧୁମାଭଟାରେ
Read More...

ବଡ଼ମାଳ ଫପସି ଛକଠାରେ ଥିବା ଗଞ୍ଜେଇ ମାଫିଆଙ୍କ ଘର ଭାଙ୍ଗିଲା ପ୍ରଶାସନ

ଟିଟିଲାଗଡ/ସଇଁତଳା, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ସଇନ୍ତଲା ବଡ଼ମାଳ ଗୋଳାବାରୁଦ କାରଖାନା ଏକ ନମ୍ବର ଗେଟ ସମ୍ମୁଖରେ ଥିବା ଗଞ୍ଜେଇ ମାଫିଆ ଘନଶ୍ୟାମ ଜେନାଙ୍କ ଘରକୁ ଆଜି ପ୍ରଶାସନ ଜେସିବି ଲଗାଇ ଧୂଳିସାତ କରିଛି । ପ୍ରକାଶ ଯେ, ଦୀର୍ଘ ବର୍ଷ ଧରି ଘନ ଫପସି ଛକରେ ଥିବା ସରକାରୀ
Read More...