Daily Archives

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୬୭ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରାଜୀବଗାନ୍ଧୀ ସେବାକେନ୍ଦ୍ର ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ
Read More...

ବେନ୍ଦ୍ରା ରଘୁନାଥ ମନ୍ଦିର ମହନ୍ତଙ୍କ ପରଲୋକ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ରଘୁନାଥ ମନ୍ଦିର ମଠର ମହନ୍ତ ଶ୍ରୀ ଶ୍ରୀ ବାସୁଦେବ ଦାସ ମହାରାଜଙ୍କ ପରଲୋକ ହୋଇଯାଇଛି । ମଠାଧିସଙ୍କ ପରଲୋକରେ ବେନ୍ଦ୍ରା ଗ୍ରାମସବୁ ତଥା ଅଂଚଳବାସୀ ଶୋକ ସନ୍ତପ୍ତ ହୋଇଯାଇଛନ୍ତି । ମହନ୍ତଙ୍କ ଶେଷ
Read More...

ମଧ୍ୟପ୍ରଦେଶ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

"ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ନବ ନିଯୁକ୍ତ"“ବର୍ତ୍ତମାନର ସରକାର ପାଠ୍ୟକ୍ରମରେ ଆଞ୍ଚଳିକ ଭାଷା ଉପରେ ଗୁରୁତ୍ୱ ଦେଉଛନ୍ତି”“ଯେତେବେଳେ ସକାରାତ୍ମକ ଚିନ୍ତାଧାରା, ସଠିକ୍ ଉଦ୍ଦେଶ୍ୟ ଏବଂ ପୂର୍ଣ୍ଣ ନିଷ୍ଠା ସହିତ ନିଷ୍ପତ୍ତି ନିଆଯାଏ, ସେତେବେଳେ
Read More...

ବୁଧବାର ଚନ୍ଦ୍ରରେ ଅବତରଣ କରିବ ଭାରତର ଚନ୍ଦ୍ରଯାନ-୩

• ଯାନର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କୁ ଅବଗତ କରାଇଲେ ଇସ୍ରୋ ଅଧ୍ୟକ୍ଷ ନୂଆଦିଲ୍ଲୀ, (ପିଆଇବି) : ବୁଧବାର, ୨୩ ଅଗଷ୍ଟ ୨୦୨୩ ସନ୍ଧ୍ୟାରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂଗଠନ)ର
Read More...

ଚଉଷଠି ଯୋଗନୀ ସାହିତ୍ୟ କଳା ପରିଷଦ ପକ୍ଷରୁ ଶ୍ରାବଣ ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲର ଭୋଗ ମଣ୍ଡପଠାରେ ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା ପକ୍ଷରୁ ଶ୍ରାବଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରାବଣ ଉତ୍ସବ ଉପରେ
Read More...

ସୁଶ୍ରୀ ଆଇଟିଆଇଠାରେ ବିଶ୍ୱ ଉଦ୍ୟୋଗିତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲିଠାରେ ଅବସ୍ଥିତ ସୁଶ୍ରୀ ଆଇଟିସିଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ରାମଜୀ ଯୁବକ ସଂଘ, ସଦାଇପାଲିର ମିଳିତ ଆନୁକୂଲ୍ୟରେ ତଥା ସୁଶ୍ରୀ ଶିକ୍ଷା ଅନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ରଙ୍କ ଆବାହକତ୍ୱରେ ବିଶ୍ୱ ଉଦ୍ୟୋଗିତା ଦିବସ ପାଳିତ
Read More...

ପାଞ୍ଚ ବର୍ଷର ଶିଶୁ ପୁତ୍ରକୁ ଛାଡି ସ୍ତ୍ରୀ ଫେରାର ଥାନାରେ ଏତଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କେର୍ମେଲାବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ଅନ୍ତର୍ଯ୍ୟାମୀ ତାଣ୍ତିଙ୍କର ପତ୍ନୀ ସୂର୍ଯ୍ୟକାନ୍ତି ତାଣ୍ତି ପାଞ୍ଚ ବର୍ଷର ଶିଶୁ ପୁତ୍ରକୁ ଛାଡି କୁଆଡ଼େ ଚାଲି ଯାଇଛନ୍ତି ବୋଲି ସ୍ବାମୀ
Read More...

ରାଜ୍ୟରେ ଫସଲ ବୀମା ପଞ୍ଜିକରଣ ୨୩.୫୦ ଲକ୍ଷକୁ ବୃଦ୍ଧି

୨୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଏବଂ ପ୍ରାୟ ୪ ଲକ୍ଷ ମହିଳା କୃଷକ ସାମିଲନିଜସ୍ୱ ସମ୍ବଳରୁ ପ୍ରିମିୟମ ବାବଦରେ ରାଜ୍ୟ ସରକାର ବହନ କରିବେ ୮୫୦ କୋଟି ଭୁବନେଶ୍ୱର : ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫ୍‍ବିୱାଇ) ଅନ୍ତର୍ଗତ ପଞ୍ଜିକରଣ ପୂର୍ବ ବର୍ଷଗୁଡିକରେ ପ୍ରାୟ ୧୦/୧୧ ଲକ୍ଷ
Read More...

ଜିଲ୍ଲା ପ୍ରଶାସନର ତୁରେକେଲା ବ୍ଲକରେ ଜନଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ମାସ ପାଇଁ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ସୂଚୀ ଅନୁସାରେ ଆଜି ତୁରେକେଲା ବ୍ଲକ ଅଫିସରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଫିସରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ ଚଞ୍ଚଲ ରାଣା, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରି, ଜିଲ୍ଲା
Read More...

ପବିତ୍ର ମୋହନ ସେତୁ ନାମରେ ନାମିତ ହେଲା କଣିହା ସ୍ଥିତ ବ୍ରାହ୍ମଣୀ ନଦୀ ସେତୁ

ଭୁବନେଶ୍ୱର : ଅନୁଗୋଳ ଜିଲ୍ଲା କଣିହା ଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ରାଜ୍ୟ ସରକାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତିରେ ପବିତ୍ର ମୋହନ ସେତୁ ନାମରେ ନାମିତ କରିଛନ୍ତି ।
Read More...