Daily Archives

ବୀର ସୁରେନ୍ଦ୍ର ସାଏ ନାଟକର ପୁନଃ ରୂପାନ୍ତରିକରଣ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବଡ଼ଗାଁଠାରେ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ ଓ ଭଗବାନ ସାହୁ ସ୍ମୃତି କମିଟି ପକ୍ଷରୁ ଚହୁଆନ ବୀର ସୁରେନ୍ଦ୍ର ସାଏ ନାଟକର ପୁନଃ ରୂପାନ୍ତରିକରଣ ଉତ୍ସବ ସ୍ମୃତି କମିଟିର ସଭାପତି ଡାକ୍ତର ସୁବଳ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଅଭିଭାବକ ମଂଚ ପକ୍ଷରୁ ‘ମୋ ସ୍କୁଲ, ମୋ ଗଛ’ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲଗୋଦାମପଡ଼ା ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ମଂଚ ତରଫରୁ ‘ମୋ ସ୍କୁଲ, ମୋ ଗଛ’ କାର୍ଯ୍ୟକ୍ରମ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଅଭିନନ୍ଦନ ସାହିତ୍ୟ ପରିଷଦର ସଂପାଦକ ନୀଳକଣ୍ଠ ମିଶ୍ର ପ୍ରଥମେ ବିଦ୍ୟାଳୟ
Read More...

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଚମକିବ ଗଞ୍ଜାମ ମିନି ଷ୍ଟାଡିଅମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ୩୧ ଅଗଷ୍ଟ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଆସନ୍ତା ୨୭ରେ ରବିବାର ଦିନ ଏକ ବନ୍ଧୁତ୍ୱପୂର୍ଣ୍ଣ ଟ୍ୱଣ୍ଟି ଟ୍ୱଣ୍ଟି କ୍ରିକେଟ ମ୍ୟାଚ ପ୍ରଶାସନ ଏକାଦଶ ସହ ପ୍ରେସ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ । ଏନ୍‌ଏସି ପ୍ରଶାସନ ଏହାର ଆୟୋଜନ କରିଥିବା
Read More...

ଭାରତୀୟ ଜନତା ପାର୍ଟି ପକ୍ଷରୁ ଭୋଟର ସଚେତନତା ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭାରତୀୟ ଜନତା ପାର୍ଟି ବଲାଙ୍ଗିର ବିଧାନସଭା ମଣ୍ଡଳୀର ସଂଯୋଜକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ସହରର ଭଗବତୀ ମଣ୍ଡପଠାରେ ଭୋଟର ସଚେତନତା ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା
Read More...

ଡୁଚେନ୍ ମାଂସପେଶୀ ଡିଷ୍ଟ୍ରୋଫି ବ୍ୟାଧିର ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କକ୍ଷରେ ଡୁଚେନ୍ ମାଂସପେଶୀ ଡିଷ୍ଟ୍ରୋଫି (ଡିଏମ୍‌ଡି) ବ୍ୟାଧିର ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଲ ରାଣା । ଅର୍ଚିତ
Read More...

ସେପ୍ଟେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି । ସେହି ଅନୁସାରେ ସେପ୍ଟେମ୍ବର ମାସ ୦୪ ତାରିଖ ସୋମବାର ସକାଳ ଘ ୧୦.୩୦ ମି ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ
Read More...

ଇଣ୍ଡିଆନ ଆଇକନ ପୁରସ୍କାର ପାଇଲେ ବଦାନ୍ୟ ବନ୍ଧୁର ମୁଖ୍ୟ

ବରଗଡ଼, (ନିରୋଜ କୁମାର ପାଣୀ) : ଜଣାଶୁଣା ସମାଜସେବୀ ତଥା ବଦାନ୍ୟ ବନ୍ଧୁ ଭାବେ ପରିଚିତ ସୁବ୍ରତ କୁମାର ବିର୍ତ୍ତିଆ ପାଇଛନ୍ତି ଜାତୀୟ ପୁରସ୍କାର । ଜ୍ଞାନ ଉଦୟ ଫାଉଣ୍ଡେସନ, କୋଟା ରାଜସ୍ଥାନ ପକ୍ଷରୁ ଶ୍ରୀ ବିର୍ତ୍ତିଆଙ୍କୁ ଦିଆଯାଇଛି ଇଣ୍ଡିଆନ ଆଇକନ ପୁରସ୍କାର । ବରଗଡ଼ ଜିଲ୍ଲା ତଥା ଆଖପାଖ
Read More...

୧୧ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବଲାଙ୍ଗିର ଜିଲ୍ଲା ସରପଞ୍ଚ ମହାସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୧ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବଲାଙ୍ଗିର ଜିଲ୍ଲା ସରପଞ୍ଚ ମହାସଂଘ । ଦାବୀ ପୂରଣ ନ ହେଲେ ଆଗକୁ ଘନଘୋର ଆନ୍ଦୋଳନ ଚେତାବନୀ ଦେଇଛି ମହାସଂଘ । ଆଜି ବଲାଙ୍ଗିର ଜିଲ୍ଲାର ଗ୍ରାମ ପଞ୍ଚାୟତଗୁଡ଼ିକର ସରପଞ୍ଚମାନେ ଏକଜୁଟ୍‌ ହୋଇ ବଲାଙ୍ଗିର ଜିଲ୍ଲାପାଳଙ୍କ
Read More...

ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ଦାସ ଜଣେ ମହାନ ଦେଶଭକ୍ତ ଥିଲେ । ଦେଶମାତୃକାର ସେବା ସହ ଜଣେ ସମାଜ ସଂସ୍କାରକ ଭାବରେ
Read More...

କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଲିଃ ସଭାପତି ଉପନିର୍ବାଚନରେ ଇନ୍ଦୁମତୀ ଭୋଇ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ପ୍ରାଥମିକ ସମବାୟ ସମିତି ଲିଃ.ର ସଭାପତି ପଦବୀ ପାଇଁ ଆଜି ଅନୁଷ୍ଠିତ ଉପନିର୍ବାଚନରେ ଇନ୍ଦୁମତୀ ଭୋଇ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତେବେ ପ୍ରାଥମିକ କୃଷି ସମବାୟ ସମିତିର ୧୫ ଜଣ ନିର୍ଦେଶକ/ନିର୍ଦେଶିକାଙ୍କ
Read More...