Daily Archives

କଣ୍ଟାବାଞ୍ଜିକୁ ଜିଲ୍ଲା ଦାବୀ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ୱାନ କ୍ରମେ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜିର ଏହି ବନ୍ଦ ପାଳନରେ ସମସ୍ତ
Read More...

କେନ୍ଦୁପତ୍ର ବୋଝେଇ ଟ୍ରକ୍ ଜବତ ସହ ୨ ଗିରଫ

କେନ୍ଦୁଝର : କେନ୍ଦୁପତ୍ର ବୋଝେଇ ଟ୍ରକ୍ ଜବତ । କେନ୍ଦୁଝର ସଦର ବନାଞ୍ଚଳ ଜାତୀୟ ରାଜପଥ ୪୯ ନଂ ସାନଘାଗରା ନିକଟରୁ ସୋମବାର ରାତିରେ ଏକ କେନ୍ଦୁପତ୍ର ବୋଝେଇ ଟ୍ରକ୍‌କୁ ବନ ବିଭାଗ ଜବତ କରିଛି । ସୂଚନାନୁଯାୟୀ, ଟ୍ରକଟି ଆଠମଲ୍ଲିକରୁ ପଶ୍ଚିମବଙ୍ଗ କେନ୍ଦୁପତ୍ର ବୋଝେଇ କରି ଚେରା ଚାଲାଣ
Read More...

ବରଗଡ଼ ଏସପି କଡା ପଦକ୍ଷେପ : ଜିଲ୍ଲାର ବିଭିନ୍ନ ସ୍ଥାନରୁ ୩୦ ଜଣ କୋରେକ୍ସ ବେପାରୀଙ୍କୁ ଉଠାଇ ଆଣିଲା ପୋଲିସ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ବଢି ଚାଲିଥିବା ଅବାଧ ନିଶା କାରବାରକୁ ଆଖି ଆଗରେ ରଖି ବରଗଡ଼ ଏସ୍‌ପି କଡା ପଦକ୍ଷେପ ନେଇଛନ୍ତି । ୩୦ ଜଣ କୋରେକ୍ସ ବେପାରୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଉଠାଇ ଆଣି ବରଗଡ଼ ଏସ୍ପି ଅଫିସରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛନ୍ତି ।
Read More...

ସ୍ୱତନ୍ତ୍ର ଜିଲ୍ଲା ଦାବୀ ନେଇ କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ୱତନ୍ତ୍ର ଜିଲ୍ଲା ଦାବୀ ନେଇ ଆଜି କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେଉଥିବା ବେଳେ ଏଥିରେ ବିଭିନ୍ନ ସଙ୍ଗଠନ ଓ ବୁଦ୍ଧିଜୀବୀ ସାମିଲ ହୋଇଥିବା ଜଣାପଡିଛି । ବନ୍ଦ ବେଳେ ସମସ୍ତ
Read More...

ପ୍ରଫେସର ଜେ କେ ରାଓଙ୍କୁ ସାମୁହିକ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣେ ଚର୍ଚ୍ଚିତ ଶିକ୍ଷାବିତ୍ ପ୍ରଫେସର ଜେ କେ ରାଓଙ୍କ ବିୟୋଗରେ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବାସନ୍ତୀ ପାଠାଗାରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡଃ ଶକ୍ତି ପ୍ରସାଦ ସାମନ୍ତରାୟଙ୍କ
Read More...

ଜାତୀୟସ୍ତରୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଆସନ୍ତା ୯ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ମା' ବାଟ ମଙ୍ଗଳା ଷଷ୍ଠ ଜାତୀୟସ୍ତରୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଆସନ୍ତା ୯ ତାରିଖ ଦିନ ଜଗଦା ସ୍ଥିତ ମା' ବାଟ ମଙ୍ଗଳା ଶକ୍ତି ପୀଠଠାରେ ଅନୁଷ୍ଠିତ ହେବ ବୋଲି ରାଉରକେଲା କ୍ଲବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଜଗଦା ସ୍ଥିତ ଜୟଦେବ
Read More...

ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଇଣ୍ତିଆନ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଆକ୍ସନ ଆଣ୍ତ ରିସର୍ଚ ଓ ଭାରତ ସରକାରଙ୍କ ପୃଥିବୀ ମନ୍ତ୍ରଣାଳୟ ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ନେହେରୁ ୟୁବ କେନ୍ଦ୍ର, ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକର ସବପଲ୍ଲୀ ନୋଡାଲ ବିଦ୍ୟାପିଠ, ଅଭୟମୁଖୀ ରାମଚନ୍ଦ୍ରପୁରଠାରେ
Read More...

ଲିମ୍‌ ଗଛୁ ଧାର୍‌ ଧାର୍‌ ବୁହୁଛେ ଗୁରସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲିମ୍‌ ଗଛୁ ଧାର୍‌ ଧାର୍‌ ବୁହୁଛେ ଗୁରସ୍‌ । ଏନ୍‌ତା କାବା କରିଦେଲା ମେତାନ୍‌ ଗୁଟେ ଦୁରୁଶ୍‌ ଦେଖ୍‌ବାର୍‌ କେ ମିଲିଛେ ବଲାଙ୍ଗିର ସଦର୍‌ ବ୍ଲକ୍‌ ନେ ଥିବାର୍‌ ମାୟାବର୍‌ହା ଗାଁ ନେ । ଶରାବନ୍‌ ମାସ୍‌ କେ ମହାଦେବ୍‌ ବାବାଙ୍କର୍‌ ମାସ୍‌ ବଲି ଲୋକଙ୍କର୍‌
Read More...

ଉଚ୍ଚସ୍ତରୀୟ ବୈଠକରେ ବର୍ତ୍ତମାନର କୋଭିଡ-୧୯ ସ୍ଥିତି ଓ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱସ୍ତରରେ କରୋନା ଭୂତାଣୁର କେତେକ ନୂଆ ପ୍ରତିରୂପ ଚିହ୍ନଟ ହେବାକୁ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ବିଶ୍ୱସ୍ତରରେ ଏବଂ ଭାରତରେ ବର୍ତ୍ତମାନର
Read More...

ମାନବିକତା ପରିବାର ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଫଳ ସମ୍ପାଦନା କରିଥିବା ବରିଷ୍ଠ ନାଗରିକଙ୍କୁ ସମ୍ମାନ ପ୍ରଦାନ କରିଛି ମାନବିକତା ପରିବାର । ଆଜି ସାରା ବିଶ୍ୱରେ ବରିଷ୍ଠ ନାଗରିକ ଦିବସ ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳିତ ହେଉଛି । ଏ ସମାଜ
Read More...
error: Content is protected !!