Daily Archives

ଟିଟିଲାଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ କାର୍ୟ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷାବନ୍ଧନ ଓ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ଶ୍ୟାମସୁନ୍ଦର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁଶ୍ରୀ ରଞ୍ଜିତା ମିଶ୍ର
Read More...

ସମ୍ବିଧାନ ବିରୋଧୀ ମନ୍ତ୍ୟବ୍ୟକୁ ନିନ୍ଦା କରି ପ୍ରତିବାଦ ଜଣାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର

ବରଗଡ, (ନିରୋଜ କୁମାର ପାଣୀ) : ଭାରତର ପ୍ରଧାନମନ୍ତ୍ରୀଙ୍କର ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ ଭାରତୀୟ ସମ୍ବିଧାନକୁ ପୁରୁଣା କହି ନୂତନ ସମ୍ବିଧାନର ଆବଶ୍ୟକତା ରହିଛି ବୋଲି ମନ୍ତବ୍ୟ ଦେଉଥିବାରୁ ପ୍ରତିବାଦ ଜଣାଇ ବହୁଜନ ସମାଜ ପାର୍ଟି ବରଗଡ ଜିଲ୍ଲା କମିଟି ତରଫରୁ
Read More...

ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମେହେର ଜୟନ୍ତୀ ସହ ରକ୍ଷା ବନ୍ଧନ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମେହେର ଜୟନ୍ତୀ ସହ ରକ୍ଷା ବନ୍ଧନ ଉତ୍ସବ ବୁଧବାର ପାଳିତ ହୋଇ ଯାଇଛି । ସ୍କୁଲ ପରିସରରେ ଅନୁଷ୍ଠିତ ଏକ ସଭାରେ ଛାତ୍ରୀ ପ୍ରିୟାରାଣୀ, ରୀତା କାରେ, ଆଫ୍ରିନ ବନୋ ଓ ସୁଦ୍ଧାଞ୍ଜଳୀ ଭୋଇ ପ୍ରମୁଖ
Read More...

କର୍ମଭୂମିରେ ସ୍ୱଭାବ କବି ଗଙ୍ଗାଧରଙ୍କ ୧୬୧ତମ ଜନ୍ମୋତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରକୃତି ଯାହାଙ୍କ କଲମର ମୂଳାଧାର, ସ୍ୱାଭବରେ ଯାହାଙ୍କର ସାହିତ୍ୟ, ରୀତି ସାହିତ୍ୟ ଏବଂ ଆଧୁନିକ ସାହିତ୍ୟ ପାଇଁ ଯିଏ ପାଲଟି ଥିଲେ ଏକ ସୁବର୍ଣ ସେତୁ ବନ୍ଧ । ଯାହାଙ୍କ କଲମ ମୁନରୁ ରଚନା ହୋଇଛି କେତେ ଯେ କାଳଜୟୀ କାବ୍ୟ କବିତା । ଜନ୍ମ ଭୂମି ସହ ନିଜର
Read More...

ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ଶିକ୍ଷକ କୁଳମଣି ପ୍ରଧାନ, ଘନଶ୍ୟାମ ସାହୁ ଓ ସାନନ୍ଦ
Read More...

ଗଞ୍ଜାମ ପ୍ରେସ୍ କ୍ରିକେଟ ଏକାଦାଶ ଚମ୍ପିୟାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଗଞ୍ଜାମ ଏନଏସି ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ସହର ସ୍ଥିତ ଭାରାତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଅନୁଷ୍ଠିତ ଆୟୋଜିତ ହୋଇଯାଇଛି । ୪ ଗୋଟି ଟିମକୁ ନେଇ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଇଥିଲା ।
Read More...

ସହଯୋଗ ଫାଉଣ୍ଡେସନ୍‌ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ସହିତ ପାଳନ କଲା ରକ୍ଷା ବନ୍ଧନ

ବାଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ଧାର୍ମିକ ସଂସ୍କୃତି ଅନୁଯାୟୀ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀମାନଙ୍କୁ ସ୍ନେହ ଶ୍ରଦ୍ଧାର ବନ୍ଧନରେ ବାନ୍ଧି ରଖିଥାଏ । ଏହି ଦିନ ଭଉଣୀ ନିଜ ଭାଇର ମଙ୍ଗଳ କାମନା କରି କପାଳରେ ଟିକା ଲଗାଇ
Read More...

ଗଙ୍ଗାଧର ଜୟନ୍ତୀ ଓ ରକ୍ଷା ବନ୍ଧନ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ଠାରେ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ସ୍ୱଭାବ କବି ଗଙ୍ଗାଧର ଜୟନ୍ତୀ ଓ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ
Read More...

ନୃସିଂହନାଥ ଦାନ ବାକ୍ସ ଚୋରି ଘଟଣାରେ ଜଣେ ଅଭିଯୁକ୍ତ କୋର୍ଟ ଚାଲଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ମାସ ୨୩ ତାରିଖ ରାତ୍ରରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ଦାନ ବାକ୍ସ ଚୋରି ଘଟଣାରେ ପାଇକମାଲ ପୋଲିସ ଜଣେ ଅଭିଯୁକ୍ତକୁ ବୁଧବାର କୋର୍ଟ ଚାଲଣ କରିଛନ୍ତି । ଅଭିଯୁକ୍ତ ବରଗଡ ଜିଲ୍ଲା ପ୍ରଧାନପାଲିର ସୁଶାନ୍ତ ପ୍ରଧାନ
Read More...

ବଲାଙ୍ଗିର ଭୁଲିଆ ସମାଜ କେନ୍ଦ୍ର ବୋର୍ଡ ଆନୁକୁଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲାଲଟିକ୍ରା ସ୍ଥିତ ଭୁଲିଆ ମେହେର ସମାଜ ଧର୍ମଶାଳା ଠାରେ ବଲାଙ୍ଗିର ଭୁଲିଆ ମେହେର ସମାଜ କେନ୍ଦ୍ର ବୋର୍ଡ ଅର୍ନ୍ତଭୁକ୍ତ ସମସ୍ତ ଆଂଚଳିକ ବୋର୍ଡର ଭୁଲିଆ ପରିବାରମାନଙ୍କୁ ନେଇ ଗଙ୍ଗାଧର ମେହେର ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଥିଲା । କେନ୍ଦ୍ର
Read More...