Daily Archives

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ଭାଷଣର ସଂକଳନ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା…

ଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏବଂ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଭୋପାଳର କୁଶାଭାଉ ଠାକରେ ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସଫଳ ଦ୍ୱିତୀୟ
Read More...

ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ଓ ମହାସଂଘର କଳାକାରମାନଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ଓ ମହାସଂଘର ସମସ୍ତ କଳାକାରମାନଙ୍କୁ ନେଇ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଲଳିତ ଜଗତଙ୍କ ଆହ୍ଵାନ କ୍ରମେ ବ୍ଲକ ପରିସରରେ ନୁରାବନ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ସରସ୍ୱତୀ ବିଦ୍ୟାପୀଠର କବିତା ଆବୃତ୍ତି ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ସରସ୍ୱତୀ ବିଦ୍ୟାପୀଠଠାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉପଲକ୍ଷେ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାପୀଠର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ଓ ପ୍ରଧାନ ଶିକ୍ଷକ ଶିଶିର ପାଣିଙ୍କ
Read More...

ରଘୁନାଥପଲ୍ଲୀ ନିର୍ବାଚନୀ କ୍ଷେତ୍ରରେ ନୂତନ ବିସ୍ତାରକଙ୍କ ଦାୟିତ୍ୱ ଗ୍ରହଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ନିର୍ବାଚନୀ ମଣ୍ଡଳୀର ବୈଠକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ନେତୃମଣ୍ଡଳୀଙ୍କ ଦ୍ଵାରା ରଘୁନାଥପଲ୍ଲୀ ନିର୍ବାଚନୀ କ୍ଷେତ୍ର ପାଇଁ ମନୋନୀତ ବିସ୍ତାରକ ଶ୍ୟାମ ନାୟକଙ୍କୁ
Read More...

ବ୍ଲକସ୍ତରୀୟ ସରପଞ୍ଚ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ପରିସରରେ ସଭାନେତ୍ରୀ ଅର୍ପିତା ପଣ୍ଡାଙ୍କ ସଭାପତିତ୍ୱରେ ଗାଇସିଲେଟ ବ୍ଲକ୍ ସରପଞ୍ଚ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
Read More...

ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ବେଲପଡ଼ା, (କେପିଏନ୍‌ଏସ୍‌) : ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଆଜି ବେଲପଡା ବ୍ଲକର ନବୀନ ମେହେର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସହାୟତା ବଣ୍ଟନ ଶିବିରରେ ମୋଟ ୨୨୫ ଜଣ ହିତାଧିକରୀଙ୍କୁ ନୂତନ ପଞ୍ଜିକରଣ କରାଯାଇ ଲେବର କାର୍ଡ ଦିଆଯାଇଥିଲା । ୧୫ ହିତାଧିକାରୀଙ୍କ
Read More...

ଚନ୍ଦ୍ରଯାନ-୩ ର ସଫଳତା ନେଇ ପ୍ରଧାନମନ୍ତ୍ରୀଙ୍କ ଟିମ୍ ଇସ୍ରୋକୁ ସମ୍ବୋଧନ

“ଆପଣମାନଙ୍କ ଅଧ୍ୟବସାୟ, ଉତ୍ସର୍ଗ ମନୋଭାବ, ସାହସ ଓ କର୍ତ୍ତବ୍ୟନିଷ୍ଠା ନିମନ୍ତେ ଆପଣମାନଙ୍କୁ ଅଭିବାଦନ ଜଣାଇବା ପାଇଁ ତଥା ଇସ୍ରୋ ପରିଦର୍ଶନ ପାଇଁ ମୁଁ ବ୍ୟଗ୍ର ଓ ଅଧୈର୍ଯ୍ୟ ହୋଇ ଉଠିଥିଲି”“ଭାରତ ଚନ୍ଦ୍ରରେ ପହଂଚିଛି, ଆମେ ଚନ୍ଦ୍ରରେ ଆମ ଜାତୀୟ ଗୌରବକୁ ସ୍ଥାପନ କରିଛୁ”“ଏକବିଂଶ
Read More...

ଜି – ୨୦ ସଂସ୍କୃତି ମନ୍ତ୍ରୀ ମାନଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

● “କାଶୀ ଜ୍ଞାନ, କର୍ତ୍ତବ୍ୟ ଏବଂ ସତ୍ୟର ଭଣ୍ଡାର ଭାବରେ ଜଣାଶୁଣା ଏବଂ ଏହା ପ୍ରକୃତରେ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ରାଜଧାନୀ”● “ଭାରତରେ ଆମେ ଆମର ଚିରସ୍ଥାୟୀ ଏବଂ ବିବିଧ ସଂସ୍କୃତି ପାଇଁ ଗର୍ବିତ । ଆମେ ଆମର ଦୃଶ୍ୟମାନ ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ବହୁତ ଗୁରୁତ୍ୱ ପ୍ରଦାନ
Read More...

ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ ପ୍ରତିଯୋଗିତା

ସବୁ ବୟସ ବର୍ଗରେ ଫାଇନାଲ ମୁକାବିଲା ଆଜି୯ ବୟସ ବାଳକ ବର୍ଗରେ ସମରଜିତ ଓ ଅରୁଜ୧୧ ବାଳିକାରେ ତମନ୍ନା ଓ ଆୟୁଷି୧୩ ବାଳିକା ବର୍ଗରେ ମିତ୍ତଲରାଣୀ ଓ ଶୁଭସ୍ମିତା୧୭ ବୟସ ବର୍ଗରେ ସଂପଦା ଓ ନନ୍ଦିନୀ ମଧ୍ୟରେ ଫାଇନାଲ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ
Read More...

ପୁଇଁନ୍ତଲା ବ୍ଲକର ବିଭିନ୍ନ ଗାଁରେ କଂଗ୍ରେସ ଏସ୍‌ସି ସେଲ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକର ବିଭିନ୍ନ ଗାଁରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ଏସ୍‌ସି ସେଲ ତରଫରୁ ବୈଠକମାନ ଅନୁଷ୍ଠିତ ହୋଇଯାଇଛି । ସେଲର ସଭାପତି ଓମ୍‌ ପ୍ରକାଶ କୁମ୍ଭାର ଏହି ଗାଁମାନଙ୍କୁ ଗସ୍ତ କରି ଲୋକଙ୍କ ସମସ୍ୟା ସମ୍ପର୍କରେ ଅଲୋଚନା କରିବା ସହିତ
Read More...